ଡାକ୍ତର ଲଳିତ ବେହେରା ଆଶ୍ଵସ୍ତ
ଭୁବନେଶ୍ୱର(ଓଟି): ରାଜ୍ୟ ବିଧାନସଭାର ଡିସ୍ପେନସାରୀ ଡାକ୍ତର ଲଳିତ ବେହେରାଙ୍କୁ ମିଳିଛି ଆଶ୍ଵସ୍ତ। କରୋନା ଆକ୍ରାନ୍ତ ସଂକ୍ରାନ୍ତରେ ସରକାରଙ୍କୁ ତଥ୍ୟ ଲୁଚାଇବା ଅଭିଯୋଗରେ ତାଙ୍କ ଉପରେ ହୋଇଥିଲା କାର୍ଯ୍ୟାନୁଷ୍ଠାନ। ତେବେ ତାଙ୍କ ଉପରୁ ନିଲମ୍ୱନ ଆଦେଶ ଉଠାଇଦେଇଛନ୍ତି ରାଜ୍ୟ ସରକାର। ଏଥିସହ ଡାକ୍ତର … Read More











