ଠାବ ହେଲା କଣ୍ଟେନର୍, ଆତଙ୍କିତ ନ ହେବାକୁ ପରାମର୍ଶ

ଭଦ୍ରକ(ଓଟି): କଣ୍ଟେନରରେ ଲୋକ ଆସିବା ଘଟଣାର ପର୍ଦ୍ଦାଫାସ କରିଛି ଭଦ୍ରକ ପୁଲିସ୍‌। କଣ୍ଟେନରଟି ଠାବ ହୋଇଥିବାବେଳେ ବାଲେଶ୍ୱରର ଏକ ପେପର ମିଲ୍ ଡ୍ରାଇଭରମାନଙ୍କୁ ନେଇ ଭଦ୍ରକ ଆସୁଥିବା ସୂଚନା ମିଳିଛି। ଘଟଣାର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି ଓ ଏହାକୁ ନେଇ … Read More

କରୋନା କବଳରେ ପୋଷା ବିଲେଇ

ନୂଆଦିଲ୍ଲୀ(ଓଟି): କରୋନାରେ ସର୍ବାଧିକ ପ୍ରଭାବିତ ହୋଇଥିବା ଆମେରିକାରେ ସମ୍ପ୍ରତି ପୋଷା ଜନ୍ତୁଙ୍କ ନିକଟରେ ମଧ୍ୟ ମହାମାରୀ ଭୂତାଣୁ ଦେଖାଦେଇଛି। ଆମେରିକାରର ନ୍ୟୁୟର୍କ ସହରରେ ୨ ଟି ପୋଷା ବିଲେଇ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଶ୍ୱାସକ୍ରିୟାରେ କଷ୍ଟ ପାଉଥିବା ଏହି ଦୁଇ … Read More

#WorldFightsWithCorona: ଦୀର୍ଘ ସମୟ ଯାଏଁ ରହିବ ମାରାତ୍ମକ ଭୂତାଣୁ

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ସତର୍କବାଣୀ ଶୁଣାଇଛନ୍ତି। କୋଭିଡ୍‌-୧୯ ତଥା କରୋନା ଭାଇରସ୍‌କୁ ହରାଇ ଦେଇଥିବା କିମ୍ବା ତା କବଳରୁ ମୁକ୍ତି ପାଇଯାଇଥିବା ଭାବିନେବା ଆଦୌ ଠିକ୍‌ ନୁହେଁ ବୋଲି ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର … Read More

କଂଗ୍ରେସ ମନ୍ତ୍ରୀଙ୍କ ଦେଶ ବିରୋଧି କାମ

“ଘରେ ବିରକ୍ତ ହୋଇଥିଲେ, ତେଣୁ ଯାତ୍ରା କରିଥିଲେ” ଲକଡାଉନ୍ ମଧ୍ୟରେ ଛତିଶଗଡ଼ ମନ୍ତ୍ରୀ ୨୫୦ କିଲୋମିଟର ଲଙ୍ଗ୍ ଡ୍ରାଇଭ୍ ଯାତ୍ରା କରିଥିଲେ।  ଭୁବନେଶ୍ଵର,(ଓଟି): ଯେତେ ଯାହା କହିଲେ କଂଗ୍ରେସ ନେତାମାନେ ସୁଧୁରିବେ ନାହିଁ । ଏହା ପ୍ରମାଣ କରିଛନ୍ତି  ଛତିଶଗଡ଼ର ବାଣିଜ୍ୟ … Read More

ପାକିସ୍ତାନୀ, ଭାରତୀୟମାନେ ‘ଶେଖ-ଶେଖିନୀ’ ଭାବରେ ଭାରତ ବିରୁଦ୍ଧରେ ଟ୍ରେଣ୍ଡ କରୁଛନ୍ତି

ଭୁବନେଶ୍ଵର,(ଓଟି): କୁହାଯାଏ ଚୋର ଚୋରି ଛାଡ଼ିଦେବ କିନ୍ତୁ ହେରାଫେରୀ  ଛାଡ଼ି ପାରିବ ନାହିଁ । ଆମ ପଡ଼ୋଶୀ ଦେଶ ପାକିସ୍ତାନରେ ଏଭଳି ପରିସ୍ଥିତି, ଯେଉଁଠାରେ ଦେଶର ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ସେଠାରେ ଥିବା ପ୍ରତିଟି ଲୋକମାନଙ୍କ ପର୍ଯ୍ୟନ୍ତ ଏକମାତ୍ର ଉଦ୍ଦେଶ୍ୟ-ଆନ୍ତର୍ଜାତୀକ ସ୍ତରରେ … Read More

କରୋନା ଜୀବାଣୁ ଆରମ୍ଭରେ ଦେଶ କ’ଣ କରୁଥିଲା ?

  ବିକାଶ ବହୁଗୁଣା  ୨ ଡିସେମ୍ବର ୨୦୧୯ରେ ଚୀନ୍‌ର ଏକ ପ୍ରମୁଖ ସହର ଡୋଙ୍ଗଗୁଏନ୍‌ର ଏକ ପ୍ରମୁଖ ଡାକ୍ତରଖାନାର ଡାକ୍ତରମାନେ ଦ୍ୱନ୍ଦ୍ୱରେ ପଡ଼ି ଚିନ୍ତିତ ଥିଲେ । ଏହାର କାରଣ ଜଣେ ଡ଼ାକ୍ତର ଯିଏ କି କଫ ଏବଂ ଉଚ୍ଚ ଜ୍ୱର … Read More

ବିଶେଷଜ୍ଞଙ୍କ ମତ : ଭାରତ ଲକ୍‌ଡାଉନ୍ ହଟାଇ କରୋନା ବିରୁଦ୍ଧରେ ‘ସମୁହ ପ୍ରତିରକ୍ଷା’ ବିକାଶ କରାଯାଉ

କରୋନା ବିରୋଧରେ ଲଢ଼େଇରେ ସମୁହ ପ୍ରତିରକ୍ଷା ରଣନୀତି ଆପଣେଇବା ନେଇ ଦେଶରେ ବିତର୍କ ଆରମ୍ଭ ହୋଇଛି । ଏଥିରେ ୬୦ ବର୍ଷରୁ କମ୍ ଜନସଂଖ୍ୟାକୁ ସାଧାରଣ ଜୀବନକୁ ଫେରିବାକୁ ଅନୁମତି ଦେବାକୁ ପରାମର୍ଶ ଦିଆଯାଇଛି । ବିଶେଷଜ୍ଞଙ୍କ ଅନୁଯାୟୀ, ଭାରତ ଭଳି … Read More

ଅଳସେଇ ସନ୍ନି ଲିଓନି, ଶୋଉଛନ୍ତି ଦିନସାରା

ମୁମ୍ବାଇ(ଓଟି): ଅଭିନେତ୍ରୀ ସନ୍ନି ଲିଓନି ବଡ଼ ଅଳସେଇ। ଦିନ ସାରା ଖାଲି ଶୋଉଛନ୍ତି। ଏକଥା ସନ୍ନିଙ୍କ ପ୍ରଶଂସକ ସହଜେ ବିଶ୍ଵାସ କରିନପାରନ୍ତି। କିନ୍ତୁ ଏମିତି ତଥ୍ୟ ରହିଛି ଯାହାକି ଅବିଶ୍ଵାସ ବି କରିହେବନି। ସନ୍ନିଙ୍କ ସ୍ଵାମୀ ଡାନିୟଲ ୱେବର ହିଁ ଏଭଳି … Read More

ମଣିପୁର ମଧ୍ୟ ହେଲା #କରୋନା ମୁକ୍ତ

ନୂଆଦିଲ୍ଲୀ(ଓଟି): ମହାମାରୀ କରୋନା କବଳରୁ ଦେଶର ଆଉ ଗୋଟିଏ ରାଜ୍ୟ ମୁକ୍ତ ହୋଇଛି। ପୂର୍ବରୁ ଗୋଆ କରୋନାମୁକ୍ତ ହୋଇଥିବା ବେଳେ ସମ୍ପ୍ରତି ମଣିପୁରରୁ ଆସିଛି ଖୁସିଖବର। କରୋନାରୁ ମୁକ୍ତ ହୋଇଛି ମଣିପୁର। ରାଜ୍ୟରେ ଏବେ କେହି ବି କରୋନା ସଂକ୍ରମିତ ନଥିବା … Read More

#OdishaFightsWithCorona: ଆଉ ୨ଜଣ ସୁସ୍ଥ

ଭୁବନେଶ୍ୱର(ଓଟି): ରାଜ୍ୟରେ ସୁସ୍ଥ ହେଲେ ଆଉ ଦୁଇ କରୋନା ଆକ୍ରାନ୍ତ ରୋଗୀ। ସେମାନେ ୨ଜଣ ରାଜଧାନୀ ଭୁବନେଶ୍ୱରର ବୋଲି ଜଣାପଡ଼ିଛି। ଫଳରେ ସାଧାରଣରେ ଖୁସି ଦେଖା ଦେଇଛି। ଦୁଇଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ … Read More