ଖୁବ୍‌ଶୀଘ୍ର ଦେଖିହେବ ‘ଶ୍ରୀ କ୍ରିଷ୍ଣା’

ନୂଆଦିଲ୍ଲୀ(ଓଟି): ଲକ୍‌ଡାଉନ୍‌ରେ ଲୋକଙ୍କ ମନୋରଞ୍ଜନ ପାଇଁ ବିଗତଦିନର ଚର୍ଚ୍ଚିତ ପୌରାଣିକ ଧାରାବାହିକ #ରାମାୟଣ ଓ #ମହାଭାରତ ପୁନଃ ପ୍ରସାରିତ ପରେ ଖୁବ୍‌ଶୀଘ୍ର ଦୂରଦର୍ଶନରେ ଦେଖିହେବ ଶ୍ରୀ କ୍ରିଷ୍ଣା। ଇତିମଧ୍ୟରେ ଦୂରଦର୍ଶନ (ଡିଡି) ଚ୍ୟାନେଲ୍‌ ଟିଆର୍‌ପିରେ ଅଦ୍ଭୂତପୂର୍ବ ରେକର୍ଡ ହାସଲ କରିସାରିଛି। କୋଟି … Read More

ପରିବାର ପାଇଁ ପରିବା ବିକୁଛନ୍ତି ଅଭିନେତା

ଭୁବନେଶ୍ଵର(ଓଟି): ମହାମାରୀ କରୋନା ଅନେକ ଲୋକଙ୍କ ଜୀବନ ଜୀବିକାରେ ଘୋର ସଂକଟ ସୃଷ୍ଟି କରିଛି। ପରିସ୍ଥିତି ଏମିତି ହୋଇଛି ଯେ ସବୁବେଳେ ଲୋକଙ୍କୁ ହସ ବାଣ୍ଟୁଥିବା ଜଣେ ଅଭିନେତା ବାଧ୍ୟହୋଇ ପରିବା ବିକୁଛନ୍ତି। ସେ ଆଉ କେହି ନୁହନ୍ତି; ରାଜଧାନୀ ଭୁବନେଶ୍ଵରରେ … Read More

ସବୁଠୁ ଧନୀ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ(ଓଟି): ମୁକେଶ ଅମ୍ବାନୀ ପୁଣିଥରେ ଏସିଆର ଏକ ନମ୍ବର ଶିଳ୍ପପତି ହୋଇପାରିଛନ୍ତି। ଫେସବୁକ ସହ ଚୁକ୍ତି କରିବା ପରେ ସେ ଚୀନର ଆଲିବାବା ସଂସ୍ଥାପକଙ୍କୁ ପଛରେ ପକାଇ ଦେଇଛନ୍ତି। ଫଳରେ ସେ ନଂ-୧ ଧନୀ ଭାବେ ପରିଗଣିତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ … Read More

ସଙ୍ଗରୋଧରେ ସନା ମାରିନ୍

ନୂଆଦିଲ୍ଲୀ(ଓଟି): ମହାମାରୀ କରୋନା ଭାଇରସ ମୁକାବିଲା ପାଇଁ ବିଶ୍ୱର ସମସ୍ତ ଦେଶ ଲଢ଼େଇ ଜାରି ରଖିଛନ୍ତି। ବିଭିନ୍ନ ଦେଶରେ ଏଥିପାଇଁ ଟିକା ବା ଔଷଧ ପ୍ରସ୍ତୁତି ନେଇ ମଧ୍ୟ ଗବେଷଣା ଜାରି ରହିଛି। ଏଭଳି ସ୍ଥିତିରେ ସଂକ୍ରମଣ କିନ୍ତୁ ବଢ଼ି ଚାଲିଛି। … Read More

ଭାରତକୁ ନୂଆ କମ୍ପାନୀ ନଆସୁଣୁ ସେମାନଙ୍କୁ ରୋକିବାକୁ ଏନଜିଓମାନେ ପ୍ରସ୍ତୁତ

ଭୁବନେଶ୍ଵର, (ଓଟି): ବିଶ୍ୱରେ ଦେଖାଦେଇଥିବା କରୋନା ଭାଇରସ୍ ଯୋଗୁଁ ବିଭିନ୍ନ ଦେଶ ପକ୍ଷରୁ ଚୀନ୍ ଉପରେ କ୍ରୋଧ ସୃଷ୍ଟି କରିଛି ଏବଂ ସେଥିପାଇଁ ବର୍ତ୍ତମାନ ଚୀନ୍‌ରେ କାର୍ଯ୍ୟକ୍ଷମ ଥିବା ସମସ୍ତ କମ୍ପାନୀ ଯଥାଶୀଘ୍ର ସେଠାରୁ ବାହାରିବାକୁ ଚାହୁଁଛନ୍ତି । ସେମାନେ ଭୟ … Read More

ବ୍ରିଟେନରେ କରୋନା ଟିକାର ପରୀକ୍ଷା ଆରମ୍ଭ

ନୂଆଦିଲ୍ଲୀ (ଓଟି): ବ୍ରିଟେନରେ କରୋନା ଟିକାର ମାନବୀୟ ପରୀକ୍ଷଣ କରାଯାଇଛି। ଅକ୍ସଫୋର୍ଡ ବିଶ୍ଵ ବିଦ୍ୟାଳୟ ପକ୍ଷରୁ ଏଭଳି ପରୀକ୍ଷା କରାଯାଇଥିବା ବେଳେ ପ୍ରଫେସର ସାରାହ ଗିଲବର୍ଟ, ପ୍ରଫେସର ଆଣ୍ଡ୍ରିୟୁ ଡକ୍ଟର ସାଣ୍ଡି ଡୋଗଲାସ ଏବଂ ପ୍ରଫେସର ଟେରେସାଙ୍କ ରିସର୍ଚ୍ଚ ଟିମ୍‌ ଏଥିପାଇଁ … Read More

କରୋନା ବିରୋଧରେ ଲଢ଼ିବା ପାଇଁ ଓଆଇସି ସାମ୍ପ୍ରଦାୟିକ ରଙ୍ଗ ନଦେଉ

ମୁସ୍‌ଲିମମାନଙ୍କ ପାଇଁ ଓଆଇସିକୁ ଭାରତ ସରକାରଙ୍କ ପରାମର୍ଶ ଭାରତ କହିଛି, ମୁସଲମାନ ଦେଶଗୁଡ଼ିକ ପ୍ରଚାର ପ୍ରସାର କରି ତଥ୍ୟକୁ ଅଣଦେଖା କରିବା ଉଚିତ ନୁହେଁ ଭାରତ ମଧ୍ୟରେ ମତଭେଦ ଏବଂ ଗଲ୍ଫ ଦେଶ ସହ ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି କରିବାକୁ … Read More

ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ କଂଗ୍ରେସ ସବୁଠାରୁ ଅଧିକ ଭୟ କରେ!

  ଅର୍ଣ୍ଣବଙ୍କ ବିରୋଧରେ କଂଗ୍ରେସର ଦେଶବ୍ୟାପି ଏଫଆଇଆର ଦଳର ଦୁର୍ବଳତାକୁ ପ୍ରକାଶ କରୁନାହିଁ ତ? ଭୁବନେଶ୍ଵର, (ଓଟି): ଗୋଟିଏ ପଟେ ଦେଶ କରୋନା ସହ ସଂଘର୍ଷ କରୁଛି, ଅନ୍ୟ ପଟେ କଂଗ୍ରେସ ଦଳର କର୍ମୀ ସାମ୍ବାଦିକଙ୍କ ଉପରେ ଆକ୍ରମଣ କରିବାରେ ବ୍ୟସ୍ତ … Read More

ଯାଜପୁର, ଭଦ୍ରକ ଓ ବାଲେଶ୍ଵର ଆଜି ରାତି ୧୦ଟାରୁ ସଟଡାଉନ୍

ଭୁବନେଶ୍ୱର(ଓଟି): ମହାମାରୀ କରୋନାର ବ୍ୟାପକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ୩ ଜିଲ୍ଲାରେ କରୋନା ମାମଲା ବଢୁଥିବା ବଢ଼ୁଥିବା ଦୃଷ୍ଟିରୁ ଆଗାମୀ ୨୬ ତାରିଖ ଯାଏଁ ଯାଜପୁର, ଭଦ୍ରକ ଓ ବାଲେଶ୍ଵର ଜିଲ୍ଲାରେ ସଟଡାଉନ … Read More

କରୋନୋ ଟୀକା ପରୀକ୍ଷା ପାଇଁ ପାକିସ୍ତାନୀମାନଙ୍କୁ ବ୍ୟବହାର କରିବ ଚୀନ୍‌

  ଯଦିଓ ପ୍ରଥମେ ପଶୁମାନଙ୍କୁ ପରୀକ୍ଷା କରାଯାଏ, କିନ୍ତୁ ଚୀନ୍‌ରେ… ପାକିସ୍ତାନୀମାନେ ଏଥିରେ ଖୁସି ଅଛନ୍ତି ଭୁବନେଶ୍ଵର, (ଓଟି): ସମଗ୍ର ବିଶ୍ୱରେ ୱୁହାନ ଭାଇରସ ଯୋଗୁଁ ସୃଷ୍ଟି ହୋଇଥିବା ଭୂତାଣୁକୁ ଦୂର କରିବା ପାଇଁ ଚୀନ୍ ବର୍ତ୍ତମାନ ଏକ ଟୀକା ପ୍ରସ୍ତୁତ … Read More