#କରୋନା ଆତଙ୍କକୁ ଓଡ଼ିଶା ପାଇଁ ପୁଣି ବାତ୍ୟା ଭୟ!

ଭୁବନେଶ୍ୱର(ଓଟି): ଗୋଟିଏପଟେ ମହାମାରୀ କରୋନା ଆତଙ୍କ ଖେଳାଇ ଚାଲିଛି। ଅନ୍ୟପଟରେ ଠିକ୍‌ ଏହି ସମୟରେ ପୁଣି ଓଡ଼ିଶା ପାଇଁ ବାତ୍ୟାର ଆଶଙ୍କା ସୃଷ୍ଟି ହୋଇଛି। ପ୍ରଳୟଙ୍କରୀ #ଫୋନି ବାତ୍ୟାର ଠିକ୍‌ ବର୍ଷକ ପରେ ଏଭଳି ଭୟ ସୃଷ୍ଟି ହୋଇଛି। ଫଳରେ ସାଧାରଣରେ … Read More

କରୋନା ପାଇଁ ଚୀନ୍ ଦାୟୀ ନୁହେଁ, ତବଲିଗି ମଧ୍ୟ ନିର୍ଦ୍ଦୋଷ : ରବିଶ୍‌ କୁମାର

  କିଛିଦିନ ପୂର୍ବେ ଶୁଣିବାକୁ ମିଳୁଥିଲା କି ଚୀନ୍‌ର କମ୍ୟୁନିଷ୍ଟ ସରକାର କିପରି ବିଦେଶୀ ସାମ୍ବାଦିକମାନଙ୍କୁ ୧୦ ମାସର ପାଠ୍ୟକ୍ରମ ନେବାକୁ ଆମନ୍ତ୍ରଣ କରନ୍ତି ଏବଂ ସେହି ସମୟ ମଧ୍ୟରେ ସେହି ସାମ୍ବାଦିକମାନଙ୍କୁ ଚୀନ୍‌କୁ ମାଗଣା ଯାତ୍ରା ଦିଆଯାଏ ଏବଂ ଏହି … Read More

କିମ୍‌ ଜୋଙ୍ଗ ଉନ୍‌ ମୃତ କି ଜୀବିତ ? ସାନ ଭଉଣୀଦ୍ୱାରା କ୍ଷମତା ପରିବର୍ତ୍ତନ !

ଉତ୍ତର କୋରିଆରେ ଏକ ମଜାଦାର ନୂଆ କାହାଣୀ ବିକାଶ ହେଉଛି ଏହା ‌ଆହୁରି ବଡ଼ ହୋଇପାରେ   କମ୍ୟୁନିଷ୍ଟ ରାଜ୍ୟ ଉତ୍ତର କୋରିଆ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି ।  ଏଥର ଏହାର ଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କ ସ୍ୱାସ୍ଥ୍ୟ … Read More

ପାଞ୍ଚ ସେକେଣ୍ଡରେ ଏକ୍ସ-ରେ ମାଧ୍ୟମରେ କୋଭିଡ଼୍‌ -୧୯ ଚିହ୍ନଟ କରିବାକୁ ଆଇଆଇଟିର ଦାବି

ନୂଆଦିଲ୍ଲୀ: ଆଇଆଇଟି ରୁଡ଼୍‌କୀର ଜଣେ ପ୍ରଫେସର ଏଭଳି ସଫ୍ଟୱେୟାର ବିକଶିତ କରିଥିବାର ଦାବି କରିଛନ୍ତି ଯାହା ସନ୍ଦିଗ୍ଧ ରୋଗୀଙ୍କ ଏକ୍ସ-ରେ ସ୍କାନ ବ୍ୟବହାର କରି ପାଞ୍ଚ ସେକେଣ୍ଡରେ କୋଭିଡ଼୍‌ -୧୯ ଚିହ୍ନଟ କରିପାରିବ । ପ୍ରଫେସର ଏହି ସଫ୍ଟୱେୟାରକୁ ପେଟେଣ୍ଟ କରିବା … Read More

‘କରୋନା ହେଉଛି ଉପଶମ, ମଣିଷମାନେ ରୋଗ’

  ଗୋବିନ୍ଦପନ୍ତ ରାଜୁ ପୃଥିବୀ ପାଇଁ ଜୀବାଣୁ ହେବା ପରିବର୍ତ୍ତେ ଟୀକା ହେବା ବିଷୟରେ ମଣିଷମାନେ ବୁଝିବେ କେବେ? କରୋନା ସଙ୍କଟ ପରିବେଶ ସଂସ୍କାର ପାଇଁ  ଆଣି ଦେଇଛି ଏକ ୧୦୦ ବର୍ଷୀୟ ସୁଯୋଗ, ଏହି ସମୟରେ ପୃଥିବୀ ନିଜକୁ ମରାମତି … Read More

#IndiaFightsWithCorona: ତୃତୀୟ ଷ୍ଟେଜ୍‌ରେ ପହଞ୍ଚିନି ଦେଶ

ନୂଆଦିଲ୍ଲୀ(ଓଟି): ମହାମାରୀ କରୋନା ଭାଇରସ୍‌ ତଥା କୋଭିଡ୍‌-୧୯ ବିରୋଧରେ ଦେଶ ଲଢ଼େଇ ଜାରି ରଖିଛି। ସରକାର ତ୍ଵରିତ୍‌ ପଦକ୍ଷେପମାନ ଗ୍ରହଣ କରୁଛନ୍ତି। ଏପରିକି ଦେଶ ଦ୍ଵିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ଗତି କରୁଛି। ଏଭଳି ସ୍ଥିତିରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଥିବା ନିଶ୍ଚିତ … Read More

ଡାକ୍ତରଙ୍କ ସମେତ ୧୪ ସ୍ୱାସ୍ଥ୍ୟକର୍ମୀ ସଂକ୍ରମିତ, ହସ୍ପିଟାଲ୍‌ ସିଲ୍

ନୂଆଦିଲ୍ଲୀ(ଓଟି): ଦେଶର ରାଜଧାନୀ ଦିଲ୍ଲୀରେ ମହାମାରୀ କରୋନା ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ପୁଣି ଡାକ୍ତରଙ୍କ ସମେତ ୧୪ ସ୍ଵାସ୍ଥ୍ୟକର୍ମୀ ମାରାତ୍ମକ କରୋନା କବଳିତ ହୋଇଥିବା ଜଣାପଡ଼ିଛି। ଫଳରେ ଉକ୍ତ ହସ୍ପିଟାଲ୍‌କୁ ସିଲ୍‌ କରିଦିଆଯାଇଛି। ସେହିପରି କେବଳ ଉତ୍ତର ଦିଲ୍ଲୀର କଣ୍ଟେନ୍‌ମେଣ୍ଟ … Read More

ତ୍ରିପୁରା ହେଲା #କରୋନା ମୁକ୍ତ

ଅଗରତାଲା(ଓଟି): ମହାମାରୀ କରୋନା କବଳରୁ ଦେଶର ପୁଣି ଏକ ରାଜ୍ୟ ମୁକ୍ତ ହୋଇଛି। ଉକ୍ତ ରାଜ୍ୟ ହେଉଛି ତ୍ରିପୁରା। ଏନେଇ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ଘୋଷଣା କରିଛନ୍ତି। ପୂର୍ବରୁ ଗୋଆ ଓ ମଣିପୁର କରୋନାମୁକ୍ତ ରାଜ୍ୟ ଭାବେ ଖୁସି ଖବର ଦେଇଥିଲେ। … Read More

#IndiaFightsWithCorona: ୧୫ ଦିନରେ ପ୍ରସ୍ତୁତ ହେଲା ମୋବାଇଲ ଲ୍ୟାବ୍

ନୂଆଦିଲ୍ଲୀ(ଓଟି): ମହାମାରୀ କରୋନା ମହାମାରୀରୁ ବର୍ତ୍ତିବା ପାଇଁ ସରକାର କ୍ରମାଗତ ଭାବେ ପଦକ୍ଷେପ ନେଉଛନ୍ତି। ଏହିକ୍ରମରେ   ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ମୋବାଇଲ ଵାୟରୋଲୋଜି ରିସର୍ଚ୍ଚ ଆଣ୍ଡ ଡାଇଗ୍ନୋସ୍ଟିକ ଲ୍ୟାବ୍‌ ଉଦ୍‌ଘାଟନ କରିଛନ୍ତି। ଡିଆରଡିଓ ଦ୍ୱାରା ନିର୍ମିତ ଏହା ହେଉଛି ଦେଶର ପ୍ରଥମ … Read More

ନେପାଳକୁ ୨୩ ଟନ୍‌ ଔଷଧ ଦେଲା ଭାରତ

ନୂଆଦିଲ୍ଲୀ(ଓଟି): ମହାମାରୀ କରୋନା ସମଗ୍ର ବିଶ୍ଵକୁ କବଳିତ କରିଛି। ଭାରତରେ ମଧ୍ୟ କ୍ରମାଗତ ଭାବେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଭଳି ସଂକଟଜନକ ପରିସ୍ଥିତିରେ ମଧ୍ୟ ଭାରତ ଅନ୍ୟଦେଶକୁ ସାହାଯ୍ୟ କରିବାକୁ ପଛାଇ ନାହିଁ। ପଡ଼ୋଶୀ ଦେଶଙ୍କୁ ସହଯୋଗର ହାତ ବଢ଼ାଇଛି। … Read More