ସମ୍ବଲପୁର କୋଭିଡ୍ ହସ୍ପିଟାଲ୍ ଆରମ୍ଭ

ସମ୍ବଲପୁର(ଓଟି): ମହାମାରୀ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି। ପ୍ରତି ଜିଲ୍ଲାରେ ସ୍ଵତନ୍ତ୍ର କୋଭିଡ୍‌ ହସ୍ପିଟାଲ ପାଇଁ ସରକାର ପୂର୍ବରୁ ଘୋଷଣା କରିଥିବାବେଳେ ସେହି ଅନୁସାରେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି। ଏହିକ୍ରମରେ ଆଜି … Read More

କେନ୍ଦ୍ର ସଂସ୍କୃତି ତାଲିକାରେ ଓଡ଼ିଶାର ମାଣବସା, ଛଉନୃତ୍ୟ ଓ ରାବଣ ଛାୟା

ଭୁବନେଶ୍ୱର(ଓଟି): କେନ୍ଦ୍ର ସରକାରଙ୍କ ଇନଟାଞ୍ଜିବଲ୍ କଲଚରାଲ୍ ହେରିଟେଜ୍ ତାଲିକାରେ ସ୍ଥାନ ପାଇଛି ରାଜ୍ୟର ୩ଟି ପ୍ରମୁଖ ସାଂସ୍କୃତିକ ପର୍ବ। ପାରମ୍ପରିକ ମାଣବସା ଗୁରୁବାର, ଛଉ ନୃତ୍ୟ ଏବଂ ରାବଣ ଛାୟାକୁ ଏହି ତାଲିକାରେ ସାମିଲ କରାଯାଇଛି। ଫଳରେ ବିଭିନ୍ନ ମହଲରେ ଆନନ୍ଦ … Read More

ଲୋକସଭା କମିଟିରେ ଓଡ଼ିଶାର ୨ ସାଂସଦ

ଭୁବନେଶ୍ୱର(ଓଟି): ଲୋକସଭାର ଦୁଇଟି ଭିନ୍ନ ଭିନ୍ନ କମିଟିକୁ ବିଜୁ ଜନତା ଦଳ (ବିଜେଡ଼ି)ର ଦୁଇ ଜଣ ବରିଷ୍ଠ ସାଂସଦ ନିର୍ବାଚିତ ହୋଇଛନ୍ତି । ସେମାନେ ହେଲେ କଟକ ସାଂସଦ ଭର୍ତ୍ତୃହରି ମହତାବ ଓ ପୁରୀ ସାଂସଦ ପିନାକୀ ମିଶ୍ର। ଏହି ଦୁଇଟି … Read More

#କରୋନା ଆତଙ୍କ: ବିମାନ ଚଳାଚଳ ମନ୍ତ୍ରଣାଳୟର ଜଣେ ଆକ୍ରାନ୍ତ

ନୂଆଦିଲ୍ଲୀ(ଓଟି): ରାଷ୍ଟ୍ରପତି ଭବନ ପରେ ସମ୍ପ୍ରତି ମନ୍ତ୍ରଣାଳୟରେ ସୃଷ୍ଟି ହୋଇଛି କରୋନା ଆତଙ୍କ। ସୂଚନା ଅନୁସାରେ ବିମାନ ଚଳାଚଳ ମନ୍ତ୍ରଣାଳୟର ଜଣେ ଅଧିକାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ମନ୍ତ୍ରଣାଳୟ ଭବନ (ରାଜୀବ ଗାନ୍ଧୀ ଭବନ) ବାହାରେ କାମ କରନ୍ତି । … Read More

ତାତିରୁ ମିଳିବ ଆଶ୍ଵସ୍ତି, ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର(ଓଟି): ଚଳିତ ମାସ ଶେଷ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ତାତିରୁ ମିଳିବ ଆଶ୍ୱସ୍ତି। ପାଣିପାଗ ବିଶେଷଜ୍ଞ ଏଭଳି ଆକଳନ କରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟର ୯ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ଦୁଇଦିନ ରାଜ୍ୟରେ ଘଡ଼ଘଡ଼ି ସହ … Read More

ପାକ୍ ପିଏମ୍ ଇମ୍ରାନଙ୍କୁ #କରୋନା!

ନୂଆଦିଲ୍ଲୀ(ଓଟି): ମହାମାରୀ କରୋନା ବିଶ୍ଵର ସମସ୍ତ ଦେଶ ପାଇଁ ଆତଙ୍କର କାରଣ ପାଲଟିଛି। ମାରାତ୍ମକ ଭୂତାଣୁ କବଳରେ କେତେବେଳେ କିଏ କବଳିତ ହେଉଛନ୍ତି ତାହାର କୌଣସି ଆକଳନ କେହି କରିପାରୁନାହାନ୍ତି। ଏହିକ୍ରମରେ ପାକିସ୍ତାନ ମଧ୍ୟ ଘୋର ବିପଦରେ ପଡ଼ିଛି। ସେଠାକାର ପ୍ରଧାନମନ୍ତ୍ରୀ … Read More

ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ପ୍ରଫେସର ସାହିଦଙ୍କ ସମେତ ୩୦ ଜମାତି ଗିରଫ

ଇଥିଓପିଆ → ମାର୍କାଜ୍ → ବିଶ୍ୱବିଦ୍ୟାଳୟରେ ଡ୍ୟୁଟି … ହଜିଯାଇଥିବା ପ୍ରଫେସରଙ୍କ କାହାଣୀ ଭୁବନେଶ୍ଵର,(ଓଟି): ଏବେ ବି ତବଲିଗିର ଆତଙ୍କ ଜାରି ରହିଛି ଏବଂ ଦେଶରେ ଅନେକ ଲୋକ ଲୁଚି ରହିଛନ୍ତି । ଏପରି ଏକ ଖବର ଉତ୍ତରପ୍ରଦେଶର ପ୍ରୟାଗରାଜରୁ ଆସିଛି … Read More

ଏଡ଼ିଟର ଗିଲ୍ଡ଼ରୁ ଅର୍ଣ୍ଣବ ଗୋସ୍ୱାମୀଙ୍କ ଇସ୍ତଫା

ଭୁବନେଶ୍ଵର,(ଓଟି): ଆରମ୍ଭରୁ ବାମପନ୍ଥୀ ଏବଂ ଲିବରାଲ୍‌ମାନଙ୍କ କପଟତା ଏବଂ ପକ୍ଷପାତିତାକୁ ପ୍ରକାଶ କରିବା ପାଇଁ ଅର୍ଣ୍ଣବ ଗୋସ୍ୱାମୀ ଜଣାଶୁଣା, କିନ୍ତୁ ଗତକାଲି ସେ ଲାଇଭ ଟିଭିରେ କିଛି ତଥାକଥିତ ନିରପେକ୍ଷ ସାମ୍ବାଦିକଙ୍କୁ ଚାପୁଡ଼ା ମାରିବା ସହ ଦେଶ ପ୍ରତି ତାଙ୍କର ହୀନ ମନୋଭାବ … Read More

ଉଚ୍ଚଶିକ୍ଷା ଆଞ୍ଚଳିକ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ୩ ଯାଏଁ ବନ୍ଦ

ଭୁବନେଶ୍ୱର(ଓଟି): ରାଜ୍ୟ ଉଚ୍ଚଶିକ୍ଷା ଆଞ୍ଚଳିକ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଆସନ୍ତା ମେ ୩ ଯାଏଁ ବନ୍ଦ କରିବାକୁ ସାଧାରଣ ପ୍ରଶାସନ ବିଭାଗ ମଙ୍ଗଳବାର ନିର୍ଦ୍ଦେଶ ଦେଇଛି। ପୂର୍ବରୁ ଏହା ୨୧ ତାରିଖରେ ଖୋଲିବ ବୋଲି କୁହାଯାଇଥିଲା। ତେବେ ସାମଗ୍ରିକ ପରିସ୍ଥିତିକୁ ଦୃଷ୍ଟିରେ ରଖି … Read More

ପ୍ରବାସୀ ଓଡ଼ିଆଙ୍କ ପାଇଁ ଅଭିଯୋଗ ପ୍ରକୋଷ୍ଠ

ଭୁବନେଶ୍ୱର(ଓଟି): କରୋନା ମହାମାରୀ ପାଇଁ ଦେଶ ଓ ରାଜ୍ୟ ବଡ଼ ସମସ୍ୟା ଦେଇ ଗତି କରୁଛନ୍ତି। କେନ୍ଦ୍ର ସରକାରଙ୍କ ସମେତ ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ଲକ୍‌ଡାଉନକୁ ଗୁରୁତ୍ଵ ଦେଇସାରିଛନ୍ତି। ତେବେ ଲକ୍‌ଡାଉନ ଯୋଗୁଁ ବହୁ ଓଡ଼ିଆ ବିଭିନ୍ନ ରାଜ୍ୟ … Read More