କରୋନାର ଦୁଇ ଭୟଙ୍କର ରୂପ

କ’ଣ ରହିବ କରୋନାର ପାର୍ଶ୍ୱ ପ୍ରତିକ୍ରିୟା ? ମାନବ ଜଗତର କେତେ କ୍ଷତି ଘଟାଇବ ଏ ଅଦୃଶ୍ୟ ଆତଙ୍କବାଦୀ ? ମହାମାରୀ ମାଡ଼ରେ ଧରାଶାୟୀ ଅର୍ଥନୀତି କେବେ ସୁଧୁରିବ ? 2007-09 ଆର୍ଥିକ ମାନ୍ଦାବସ୍ଥାରୁ ମୁଣ୍ଡ ଟେକିଥିବା ବିଶ୍ୱ, ପୁଣି ଆର୍ଥିକ … Read More

୧୪ ନୂଆ କରୋନା ପଜିଟିଭ୍‌ ଚିହ୍ନିତ, ଗଞ୍ଜାମରୁ ୧୨, ସମୁଦାୟ ସକ୍ରିୟ ରୋଗୀ ସଂଖ୍ୟା ୩୨୦

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଶନିବାର ପରୀକ୍ଷା ହୋଇଥିବା ନମୁନା ଭିତରୁ ରାଜ୍ୟରେ ୧୪ଜଣ ନୂଆ କରୋନା ପଜିଟିଭ୍‌ଙ୍କୁ ଚିହ୍ନିତ କରାଯାଇଛି। ସେମାନଙ୍କ ଭିତରେ ୧୨ଜଣ ହେଉଛନ୍ତି ଗଞ୍ଜାମ ଜିଲ୍ଲାର। ଆଉ କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି। ରାଉରକେଲାରୁ … Read More

ଟ୍ରେନ୍ ତାଲିକା: ଆସନ୍ତାକାଲିଠାରୁ କେଉଁ ସହର ପାଇଁ ଟ୍ରେନ୍ ଚାଲିବ

ଭାରତୀୟ ରେଳବାଇ କହିଛି ଯେ ଏହା ମେ ୧୨ରୁ ପର୍ଯ୍ୟାୟକ୍ରମେ ଯାତ୍ରୀବାହୀ ଟ୍ରେନ୍ ସେବା ଆରମ୍ଭ କରିବାକୁ ଯୋଜନା କରିଛି। ପ୍ରାରମ୍ଭରେ, ୧୫ଟି ଯୋଡ଼ି ଟ୍ରେନ୍ (୩୦ ଟି ଟ୍ରେନ୍ ସହିତ ଅପ୍-ଡାଉନ୍) ଚୟନ ମାର୍ଗରେ ଚାଲିବ । ଏହି ଟ୍ରେନ୍‌ଗୁଡ଼ିକ … Read More

#CoronaUpdate: ରାଷ୍ଟ୍ରାୟତ ବ୍ୟାଙ୍କ୍‌ ମୁଖ୍ୟଙ୍କ ସହ ଆଲୋଚନା କରିବେ ଅର୍ଥମନ୍ତ୍ରୀ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଲକ୍‌ଡାଉନ୍‌ -୩ ସମୟସମୀା ଶେଷ ହେବାକୁ ଆଉ ଏକ ସପ୍ତାହ ବାକି ରହିଲା। ଆଗକୁ ଅର୍ଥନୀତିକ ବ୍ୟାପାରକୁ କିପରି ମୁଖ୍ୟ ସ୍ରୋତକୁ ଅଣାଯାଇପାରିବ ସେ ନେଇ ସରକାର ବିଶେଷ ଚିନ୍ତିତ ରହିଛନ୍ତି। ଗତକାଲି ମୁଖ୍ୟ ସଚିବଙ୍କ ସହ … Read More

ନିଜସ୍ବ କୋଭିଡ-୧୯ ଟେଷ୍ଟ କିଟ୍ ପ୍ରସ୍ତୁତ କଲା ଭାରତ

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌) : ପୁଣେସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଭିରୋଲୋଜି (ଏନଆଇଭି) ନିଜସ୍ବ କରୋନା ଆଣ୍ଟିବଡି ଟେଷ୍ଟ କିଟ୍ ପ୍ରସ୍ତୁତ କରିବାରେ ସଫଳ ହୋଇଛି। ଏହି ଟେଷ୍ଟିଂ କିଟ୍‌ ଲୋକଙ୍କ ଶରୀରର ରକ୍ତରେ ଆଣ୍ଟିବଡିକୁ ପରୀକ୍ଷା କରିବା ଲାଗି ଉପଯୋଗ … Read More

ଗତକାଲି ସକାଳଠୁ ଆଜି ସକାଳ ଯାଏ କେତେ ବଢ଼ିଛି ରାଜ୍ୟରେ କରୋନା ରୋଗୀ ସଂଖ୍ୟା ଜାଣନ୍ତୁ ତୁଳନାତ୍ମକ ରିପୋର୍ଟ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଦିନକୁ ଦିନ ବିସ୍ତାରିତ ହେଉଛି କରୋନା ରୂପ। ଗତକାଲି ୨୫ଜଣ ନୂଆ କରୋନା ପଜିଟିଭ୍‌ ଚିହ୍ନିତ ହୋଇଛନ୍ତି। ଏମାନଙ୍କ ଭିତରୁ ୭ଜଣ ଗଞ୍ଜାମର ସୁରାଟ୍‌ କ୍ୟାମ୍ପରୁ ଆସିଥିବା ବେଳେ ଯାଜପୁରରେ ଦୁଇ, ଭଦ୍ରକରେ ୬, ଅନୁଗୁଳରେ ୨ … Read More

ହସ୍‌ପିଟାଲ୍‌ରେ ମନମୋହନ ସିଂହ

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍‌): ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ମନମୋହନ ସିଂହଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି ।ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିବାରୁ ତାଙ୍କୁ ରବିବାର ସନ୍ଧ୍ୟାରେ ନୂଆଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିବା ହସ୍‌ପିଟାଲ୍‌ ପକ୍ଷରୁ କୁହାଯାଇଛି। ୮୭ ବର୍ଷୀୟ … Read More

କଂଗ୍ରେସ ଦଳର ରେଳ ବିଭାଗକୁ ଅନୁରୋଧ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌):  ଦୀର୍ଘ ଦିନ ଧରି ତାଲା ବନ୍ଦ ହେବା ଯୋଗୁଁ ଓଡିଶାର ବହୁ ସଂଖ୍ୟାର ଶ୍ରମଜୀବୀ ସମଗ୍ର ଦେଶର ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି । ସେମାନେ କାମଧନ୍ଦା ହରାଇ ନିଜ ନିଜ ଭିଟା ମାଟିକୁ ଫେରିବାକୁ ବହୁ … Read More

#Rathyatra: ଜୋରଦାର ଚାଲିଛି ରଥ ନିର୍ମାଣ, ସ୍ଵତନ୍ତ୍ର ଆବାସରେ କାରିଗର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ପୁରୀରେ ତିନି ଦିଅଁଙ୍କ ରଥ ପ୍ରସ୍ତୁତି କାର୍ଯ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ି ଚାଲିଛି। ୬ ଚକ ପ୍ରସ୍ତୁତ ହୋଇଛି। ଭଉଁରୀ ପୂର୍ବରୁ ଯେଉଁ ପ୍ରସ୍ତୁତି ହେବା କଥା ତାହା ଠିକଣା ସମୟରେ ଶେଷ ହେବ ବୋଲି … Read More

ମେ’୧୨ରୁ ୧୫ ଟେନ୍‌ ଚାଲିବ, ଆସନ୍ତା କାଲିଠୁ ବୁକିଂ ଆରମ୍ଭ; ଦିଲ୍ଲୀରୁ ଭୁବନେଶ୍ଵର ଟ୍ରେନ୍‌ ଆସିବ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ମଙ୍ଗଳବାରଠାରୁ ଭାରତୀୟ ରେଳ  ଯାତ୍ରୀବାହୀ ସେବା ଆରମ୍ଭ ହେବ। ଏଥିଲାଗି ମନ୍ତ୍ରଣାଳୟ ବିଧିବଦ୍ଧ ନିଷ୍ପତ୍ତି ନେଇଛନ୍ତି। ଏହିଦିନ ୧୫ଟି ଟ୍ରେନ୍‌ ରାଜଧାନୀ ଦିଲ୍ଲୀରୁ ଦେଶର ବିଭିନ୍ନ ପ୍ରାନ୍ତକୁ ଗତି କରିବ। ସେଥିପାଇଁ ଆସନ୍ତା କାଲି ଅର୍ଥାତ୍‌ ସୋମବାରଦିନଠୁ … Read More