#Lockdown: ପ୍ରଧାନମନ୍ତ୍ରୀଙ୍କୁ କେଉଁ ମୁଖ୍ୟମନ୍ତ୍ରୀ କ’ଣ କହିଲେ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  କରୋନା ଭୁତାଣୁ ସଂକ୍ରମଣ ଶୃଙ୍ଖଳକୁ ନିୟନ୍ତ୍ରଣ  ମହାରାଷ୍ଟ୍ର, ପଞ୍ଜାବ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଲକ୍‌ଡାୁନ୍‌କୁ ବଢ଼ାଇବା ଲାଗି ମତ ଦେଇଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କହିଛନ୍ତି, ଲକ୍‌ଡାଉନ୍‌ ପ୍ରତିବନ୍ଧକକୁ ନବଢ଼ାଇଲେ କରୋନା ସଂକ୍ରମଣକୁ ରୋକିବା ଅସମ୍ଭବ। … Read More

ରେଳ ପଠାଇବା ପୂର୍ବରୁ ରାଜ୍ୟ ସହ ଆଲୋଚନା କରନ୍ତୁ କେନ୍ଦ୍ର ସରକାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରେଳ ଚଳାଚଳ ଆରମ୍ଭ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିନେଇ କିଛି ପ୍ରସ୍ତାବ ରଖିଛନ୍ତି। ସେ କହିଛନ୍ତି ପ୍ରବାସୀ ଶ୍ରମିକଙ୍କୁ ରାଜ୍ୟକୁ ପଠାଇବା ସମୟରେ ଯେଉଁଭଳି ଭାବେ ରାଜ୍ୟ ସହ ରେଳ ମନ୍ତ୍ରଣାଳୟ ପରାମର୍ଶ କରୁଥିଲା … Read More

କଳାପାଣିରେ ଭାରତୀୟ ସେନା ଚୀନ୍‌ଠାରୁ ଅଧିକ ପ୍ରଭାବଶାଳୀ

ଲିପୁଲେଖ ପାସକୁ ମାନସରୋବର ମାର୍ଗ ସହିତ ସଂଯୋଗ କରି ଭାରତ ବଡ଼ ରଣନୀତିକ ସଫଳତା ହାସଲ କରିଛି। ଏହା କେବଳ କୈଳାଶ-ମାନସରୋବର ଆଧ୍ୟାତ୍ମିକ ପଥକୁ ସୁଗମ କରିନାହିଁ ବରଂ ଚୀନ୍ ସହିତ ରଣନୀତିକ ସନ୍ତୁଳନ ମଧ୍ୟ ସ୍ଥାପନ କରିଛି । ସୀମା … Read More

କୋଭିଡ୍‌-୧୯: ରିଲାଏନ୍ସ ଫାଉଣ୍ଡେସନ୍‌ର ଚାଷୀଙ୍କୁ ବିପଣନ ସହାୟତା

ଭୁବନେଶ୍ୱର: କୋଭିଡ୍‌୧୯ ଯୋଗୁ ସୃଷ୍ଟି ହୋଇଥିବା ବିପର୍ଯ୍ୟୟ ସମୟରେ ରିଲାଏନ୍ସ ଫାଉଣ୍ଡେସନ୍ ଚାଷୀଭାଇମାନଙ୍କୁ ଆବଶ୍ୟକ ସହଯୋଗର ହାତ ବଢ଼ାଇଛି । ସାଧାରଣ ଚାଷୀଙ୍କଠାରୁ ଆରମ୍ଭ କରି ମତ୍ସ୍ୟଚାଷୀ, ଛେଳି, ଗାଇ, କୁକୁଡ଼ା, ମେଣ୍ଢା ଚାଷୀମାନଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟ ରକ୍ଷା ଏବଂ ଉତ୍ପାଦନ … Read More

ସ୍ୱତନ୍ତ୍ର ଟ୍ରେନରେ ରାଜଧାନୀ ଭଡ଼ା , ୱେଟିଂ ଲିଷ୍ଟ ଓ ଆରଏସି ନାହିଁ, କମ୍ବଳ-ଚାଦର ଘରୁ ନେବାକୁ ପଡ଼ିବ

ଆସନ୍ତାକାଲିଠାରୁ ରେଳ ମନ୍ତ୍ରାଳୟ ଚଳାଚଳ କରୁଥିବା ସ୍ୱତନ୍ତ୍ର ଟ୍ରେନ୍‌ଗୁଡ଼ିକ ରାଜଧାନୀ ଏକ୍ସପ୍ରେସ ସହିତ ସମାନ ହେବ । ଏଥିରେ ଲୋକମାନେ ୭ ଦିନ ପର୍ଯ୍ୟନ୍ତ ଅଗ୍ରୀମ ଟିକେଟ୍ କାଟି ପାରିବେ । କେବଳ ନିଶ୍ଚିତ ଟିକେଟ୍ ଥିବା ଲୋକଙ୍କୁ ବୋର୍ଡ଼କୁ ଯିବାକୁ … Read More

କରୋନାକୁ ଡରନ୍ତୁ ନାହିଁ କି ଲୁଚାନ୍ତୁ ନାହିଁ, ଠିକଣା ସମୟରେ ଚିକିତ୍ସା କଲେ ସୁଫଳ ମିଳେ

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍‌): କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ କରୋନା ଭୁତାଣୁ ସଂକ୍ରମିତ କୋଭିଡ୍‌୧୯ ରୋଗୀଙ୍କ ଠିକଣା ସମୟ ଚିକିତ୍ସା ଉପରେ ଗୁରୁତ୍ଵ ଦେଇଛନ୍ତି। ଯେ କୌଣସି ବ୍ୟକ୍ତି ଯଦି କରୋନା ଆକ୍ରାନ୍ତ ହୋଇଥିବା ବା ସଂକ୍ରମିତ ବ୍ୟକ୍ତି ସଂସ୍ପର୍ଶରେ ଆସିଥିବା ଆଶଙ୍କା … Read More

ଆଜିଠୁ ଘରେ ରହିପାରିବେ ସ୍ଵଳ୍ପ ଲକ୍ଷଣ ଥିବା କରୋନା ରୋଗୀ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ ଏଣିକି ସ୍ଵଳ୍ପ ବା ଲକ୍ଷଣ ବିହୀନ କରୋନା ପଜିଟିଭ୍‌ ବା କୋଭିଡ୍‌-୧୯ ରୋଗୀଙ୍କୁ ଘରେ ରହିବାକୁ ଅନୁମତି ମିଳିବ। ସେମାନେ ଘରେ ରହି ଚିକିତ୍ସିତ ହେବେ। ସରକାରୀ ସ୍ତରରେ ସେମାନଙ୍କର ନିୟମିତ ଭାବେ ସ୍ଵାସ୍ଥ୍ୟବସ୍ଥା ଯାଞ୍ଚ … Read More

ବିଧାନ ପରିଷଦ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଉଦ୍ଧବ

ଭୁବନେଶ୍ୱର,(ଓଡ଼ିଶା ଟାଇମ୍‌) : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟ ବିଧାନ ପରିଷଦ ନିର୍ବାଚନ ପାଇଁ ସୋମବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ହେବା ସତ୍ତ୍ୱେ ଉଦ୍ଧବ ବିଧାନସଭା କିମ୍ବା ବିଧାନ ପରିଷଦର ସଦସ୍ୟ ନଥିବାରୁ ଏହି ନିର୍ବାଚନ ତାଙ୍କ … Read More

ବିମାନଚଳାଚଳ ପାଇଁ ପ୍ରସ୍ତୁତି ଆରମ୍ଭ, ଯାଞ୍ଚ ହେଲା ସୁରକ୍ଷା ଓ କଟକଣା ବ୍ୟବସ୍ଥା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବିମାନ ଚଳାଚଳକୁ ସ୍ଵଭାବିକ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।  ଏନେଇ ବେସାମରିକ ବିମାନ ମନ୍ତ୍ରଣାଳୟ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମଟି ଗଠନ କରାଯାଇ ବିମାନବନ୍ଦର ଓ ପରିସ୍ଥିତିର ସମୀକ୍ଷା କରାଯାଇଛି। ଏହି କମିଟିେରେ ବେସାମରିକ ବିମାନ ଚଳାଚଳ … Read More

ଭାରତରେ ଦିନକରେ ରେକର୍ଡ ୪୩୦୮ ନୂଆ ସଂକ୍ରମିତ, ଦ୍ୱିତୀୟସ୍ଥାନକୁ ଉଠିଲା ତାମିଲନାଡୁ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌) : ଦେଶରେ କରୋନା ଭୂତାଣୁ ସଂକ୍ରମଣରେ ରେକର୍ଡ ବୃଦ୍ଧି ଘଟିଛି । ସୋମବାର ସକାଳ ସୁଦ୍ଧା ଦିନକ ମଧ୍ୟରେ ସର୍ବାଧିକ ୪୩୦୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛି । ୨୪ଘଣ୍ଟାରେ ଏତେ ସଂଖ୍ୟାରେ ନୂଆ ସଂକ୍ରମିତ … Read More