ରଥଯାତ୍ରାରେ କରୋନା ସଂକ୍ରମଣ ଭୟ: ପୁରୀକୁ ଟ୍ରେନ୍ ବନ୍ଦ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଯାତ୍ରା ସମୟରେ ପୁରୀକୁ ଅଧିକ ଟ୍ରେନ୍ ଚଳାଚଳ କରୁଥିବା ଭାରତୀୟ ରେଳ ଏଥର ପୁରୀକୁ କୌଣସି ଟ୍ରେନ୍ ନପଠାଇବାକୁ ନିଷ୍ପତ୍ତି ନେଇଛି। ରାଜ୍ୟ ସରକାରଙ୍କ ଅନୁରୋଧକୁ ରକ୍ଷା କରି ରେଳବାଇ ଏହି ନିଷ୍ପତ୍ତି ନେଇଥିବା ପୂର୍ବତଟ ରେଳବାଇ … Read More











