ବଡ଼ଦାଣ୍ଡରେ ‘ବନ୍ଦେ ଉତ୍କଳ ଜନନୀ’ ଗାନର ଅପୂର୍ବ ଦୃଶ୍ୟ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଉତ୍କଳକୁ ବନ୍ଦନା ତଥା ପ୍ରତିଟି ଓଡ଼ିଆଙ୍କୁ ଆତ୍ମ ବିଶ୍ଵାସ ଦେଇ ଏକତା ସୂତ୍ରରେ ବାନ୍ଧିବାର ଯେଉଁ ପରମ୍ପରା ପୁରୀରୁ ୧୯୦୮ ମସିହାରେ ଆରମ୍ଭ ହୋଇଥିଲା ତାହାର ଆଉ ଏକ ଅପୂର୍ବ ସମାବେଶ ଆଜି ଦେଖିବାକୁ ମିଳିଛି। ମୁହଁରେ … Read More











