ଓଡ଼ିଶା ସରକାରଙ୍କ ଲକ୍‌ଡାଉନ୍‌-୫ ଘୋଷଣା, ଜାଣନ୍ତୁ କ’ଣ ସବୁ ବନ୍ଦ ଆଉ କ’ଣ ଖୋଲା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଦେଶର ବିଭିନ୍ନ ଅଞ୍ଚଳରେ ଲକ୍‌ଡାଉନ୍‌ କୋହଳ ହୋଇ ଆଜିଠାରୁ ତାଲା ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଆମ ରାଜ୍ୟରେ ଆହୁରି ୧ ମାସ ବଢ଼ିଛି ତାଲାବନ୍ଦୀ ସମୟସୀମା। ଏପରିକି ଜୁଲାଇ ୩୧ ତାରିଖ ଯାଏ ମଧ୍ୟ … Read More

କୃଷକଙ୍କ ପାଇଁ ଖୁସି ଖବର,୩ଲକ୍ଷ ଯାଏଁ ଋଣ ଉପରେ ୨% ସୁଧ ଛାଡ଼

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଆଜି କେନ୍ଦ୍ର କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକ ପରେ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଯେ କୃଷକ ଓ ଛୋଟ … Read More

ଓଡ଼ିଶାରେ ଟାଟା ପାୱାର

ଭୁବନେଶ୍ୱର,(ଓଡ଼ିଶା ଟାଇମ୍‌): ରାଜ୍ୟର ବିଜୁଳି ବିତରଣ କ୍ଷେତ୍ରରେ ପ୍ରବେଶ କରିଛି ଟାଟା ପାୱାର।  ରାଜ୍ୟ ସରକାରଙ୍କଠାରୁ ସେସୁର ୫୧ ପ୍ରତିଶତ ଇକ୍ଵିଟି କିଣିବା ପରେ ଆଜିଠାରୁ ୨୫ ଲକ୍ଷ ଲୋକଙ୍କ ଘରେ ଟାଟା କମ୍ପାନୀ ଠିକଣା ଭାବେ ବିଜୁଳି ପହଞ୍ଚାଇବା କାର୍ଯ୍ୟ … Read More

ସପ୍ତାହକ ପାଇଁ ଦିଲ୍ଲୀ ସୀମାକୁ ସିଲ୍‌ କଲେ କେଜ୍ରିୱାଲ

ଭୁବନେଶ୍ବର, (ଓଡିଶା ଟାଇମ୍) : ସପ୍ତାହେ ପାଇଁ ଦିଲ୍ଲୀ ସୀମାନ୍ତ ସିଲ୍ କରାଯାଇଛି ଏବଂ କେବଳ ଅତ୍ୟାବଶ୍ୟକ ସେବା ପାଇଁ ଅନୁମତି ପ୍ରଦାନ କରାଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କହିଛନ୍ତି । ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ ଆହୁରି ମଧ୍ୟ କହିଛନ୍ତି … Read More

ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ୍ ଖାନ୍ ହସ୍ପିଟାଲ ବେଡରେ ଗାଇଲେ ସଲମାନଙ୍କ ହୁଡ୍-ହୁଡ୍ ଦବଙ୍ଗ୍

ମୁମ୍ବାଇ, (ଓଡିଶା ଟାଇମ୍) : ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ ଖାନଙ୍କ ରବିବାର ରାତିରେ ପରଲୋକ ଘଟିଛି । ସେ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା କୁହାଯାଉଛି । ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ବୟସ ହୋଇଥିଲା । ତାଙ୍କ … Read More

ରାଜ୍ୟ ପାଇଁ ଭଲ ଖବର,ସୁସ୍ଥ ହେଲେ ଆଉ ୧୧୯ କୋରୋନା ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟ ପାଇଁ ଖୁସି ଖବର । ଆଜି ପୁଣି ଆଉ ୧୧୯ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । … Read More

ଜନ୍ତାରେ ପଡିଲା ଉତ୍ପାତିଆ ହନୁ ମାଙ୍କଡ଼

ଭୁବନେଶ୍ବର, (ଓଡିଶା ଟାଇମ୍) : ବନ ବିଭାଗର ଯନ୍ତାରେ ପଡ଼ିଲା ଉତ୍ପାତ ମଚାଇଥିବା ହନୁ ମାଙ୍କଡ । ବାଲିପାଟଣା ଛକ ଠାରୁ ବାଲିପାଟଣା ହାଟ ପର୍ୟ୍ୟନ୍ତ ରାସ୍ତାରେ ପ୍ରତ୍ୟେକ ଦିନ ହନୁ ମାଙ୍କଡଟି ଆତଙ୍କ ସୃଷ୍ଟି କରୁଥିଲା । ବିଶେଷ କରି … Read More

ପଙ୍ଗପାଳ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ବର, (ଓଡିଶା ଟାଇମ୍) : ପଙ୍ଗପାଳ ବିପଦକୁ ଦୃଷ୍ଟିରେ ରଖି ରାଜ୍ୟ କୃଷି ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏମ ମୁଥ୍ୟୁ କୁମାର ଏ ନେଇ ସୂଚନା ପ୍ରଦାନ … Read More

ଶନିବାର ଓ ରବିବାର ଦିନ ୧୧ ଜିଲ୍ଲାରେ ଶଟ୍‌ଡାଉନ୍‌

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ କରୋନା ସଂକ୍ରମଣର ଭୟ ଏ ମାସରେ ସର୍ବାଧିକ ରହିଛି। ଏବେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି ଏବଂ ଏ ମାସରେ ଅଧିକ ବଢ଼ିବ ବୋଲି ଆଶଙ୍କା କରିଛନ୍ତି ମୁଖ୍ୟ ସଚିବ ଅସିତ ତ୍ରିପାଠୀ।  ଏଣୁ … Read More

ଓଡ଼ିଶାରେ ୩୦ ଜୁନ୍‌ ଯାଏ ଲକ୍‌ଡାଉନ୍‌ କଟକଣା, ୩୧ ଜୁଲାଇ ଯାଏ ସ୍କୁଲ୍‌, କଲେଜ ବନ୍ଦ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ ଲକ୍‌ଡାଉନ୍‌ କଟଣାକୁ ସରକାର ୩୦ ଜୁନ୍‌ ଯାଏ ସମ୍ପ୍ରସାରଣ କରିଛନ୍ତି। ଅର୍ଥାତ୍‌ ଏହି ସମୟ ଯାଏ କୌଣସି ମନ୍ଦିର, ଦେବାଳୟରେ ସାଧାରଣ ପୂଜାର୍ଚନା, ଶପିଂମଲ୍‌, ସିନେମା ହଲ୍‌  ଖୋଲିବ ନାହିଁ। ଜନସାଧାରଣଙ୍କ ସ୍ଵାସ୍ଥ୍ୟ ନିରାପଦ ରଖିବା … Read More