ଭାରତ-ଚୀନ୍ ବିବାଦ ପ୍ରସଙ୍ଗକୁ ଆମେ ହାଲୁକାଭାବେ ଗ୍ରହଣ କରୁନାହୁଁ –ଶାହା
ଗତ କିଛିଦିନ ହେବ ଲଦାଖ ସୀମାରେ ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ଜାରି ରହିଛି । ଭାରତ ଏବଂ ଚୀନ୍ର ସେନାବାହିନୀ ମୁହାଁମୁହିଁ ଠିଆ ହୋଇଛନ୍ତି । ଚୀନ୍ ଅନେକ ଥର ଭାରତୀୟ ସୀମାରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରେ, … Read More











