ଲଗାତାର ୧୩ ଦିନରେ ତୈଳଦରରେ ବୃଦ୍ଧି, ଲିଟର ପିଛା ୮୦ ଟଙ୍କା ଛୁଇଁଲା

ନୂଆଦିଲ୍ଲୀ , (ଓଡିଶା ଟାଇମ୍) : ଦେଶରେ କ୍ରମାଗତ ୧୩ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି। ତୈଳ ବିପଣନ କମ୍ପାନୀଗୁଡ଼ିକ ଶୁକ୍ରବାର ପୁଣି ଥରେ ତୈଳଦର ବୃଦ୍ଧି କରିଛନ୍ତି। ଶୁକ୍ରବାର ପେଟ୍ରୋଲ ଓ ଡିଜେଲ ଦର … Read More

ଜମ୍ମୁ-କାଶ୍ମୀର ସୀମାରେ ଅପରେସନ ଅଲ୍ଆ‌ଉଟ୍ : ୮ଆତଙ୍କୀ ନିହତ

ଜମ୍ମୁ-କାଶ୍ମୀର , (ଓଡିଶା ଟାଇମ୍) : ଜାମ୍ମୁ-କାଶ୍ମୀରର ସୋପିଆନ ଏବଂ ଅବନ୍ତୀପୁରା ଅଞ୍ଚଳରେ ଘଟିଥିବା ଦୁଇଟି ପୃଥକ ଏନକାଉଣ୍ଟରରେ ଭାରତୀୟ ସେନାକୁ ବଡ଼ ସଫଳତା ମିଳିଛି। ଏହି ୨ଟି ଏନକାଉଣ୍ଟରରେ ୮ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସୋପିଆନ ଜିଲାର … Read More

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜନ୍ମମାଟିରେ ସମ୍ପନ୍ନ ହେଲା ଦୁଇ ଓଡିଆ ଯବାନଙ୍କ ଶେଷକୃତ୍ୟ

ଭୁବନେଶ୍ବର, (ଓଡିଶା ଟାଇମ୍) : ଜନ୍ମମାଟିରେ ସହିଦ ଓଡିଆ ଯବାନଙ୍କୁ ଶେଷ ବିଦାୟ । ଅନ୍ତିମ ସଂସ୍କାର ଆଗରୁ ପ୍ରଦାନ କରାଗଲା ରାଷ୍ଟ୍ରୀୟ ସମ୍ମାନ । ତୋପସଲାମିରେ କମ୍ପିଲା ଅଂଚଳ । ଲଦାଖର ଗଲଓ୍ଵାନ ଘାଟିରେ ଭାରତ ଓ ଚୀନ ମଧ୍ୟରେ … Read More

କୌଣସି ଭାରତୀୟ ଯବାନ ନିଖୋଜ ନାହାନ୍ତି – କେନ୍ଦ୍ର ସରକାର

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଲଦାଖର ଗାଲୱାନ ଘାଟୀରେ ଚୀନ୍ ସୈନ୍ୟଙ୍କ ସହ ହୋଇଥିବା ସଂଘର୍ଷ ପରେ କୌଣସି ଭାରତୀୟ ଯବାନ ନିଖୋଜ ନାହାନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସ୍ପଷ୍ଟ କରିଛି। ଗୁରୁବାର ସାପ୍ତାହିକ ସୂଚନା ପ୍ରଦାନ କରିବା ଅବସରରେ … Read More

କାଳିଆ କପଟିଆ ନା କପଟରେ କାଳିଆ!

କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ… । ୧୭ଶ’ ଶତାବ୍ଦୀର ପ୍ରାରମ୍ଭରେ ଜଗନ୍ନାଥପ୍ରେମୀ ମହାନ ମୁସଲମାନ ସନ୍ଥ ଭକ୍ତ ସାଲ ବେଗଙ୍କ ଭାବାବେଗରେ ରଚିତ ଏହି ଭଜନ  ଆଜି ଏକ ଭିନ୍ନ ଇଙ୍ଗିତ ଦେଉଛି । ସେତେବେଳେ ଶ୍ରୀଜଗନ୍ନାଥଙ୍କ ସାଧାରଣ ରୀତି ନୀତିକୁ … Read More

ରାଜ୍ୟରେ ପୁଣି ଚିହ୍ନଟ ହେଲେ ୧୬୫ କରୋନା ସଂକ୍ରମିତ, ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୬୭୭କୁ ବୃଦ୍ଧି

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ୧୬୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୬୭୭ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ … Read More

ଡଃ. ଲକ୍ଷ୍ମୀକାନ୍ତ ସାହୁ ହେଲେ କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ

ଭୁବନେଶ୍ଵର, (ଓଡିଶା ଟାଇମ୍) : କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଭାବେ ଡା. ଲକ୍ଷ୍ମୀଧର ସାହୁଙ୍କୁ ନିଯୁକ୍ତି ଦିଆଯାଇଛି। ହସ୍ପିଟାଲର ଅଧୀକ୍ଷକ ଭାବେ ଡା. ବିରଞ୍ଚି ନାରାୟଣ ବାରିକଙ୍କୁ ଅବସ୍ଥାପିତ କରାଯାଇଛି। ଆଜି ଉଭୟ କାର୍ୟ୍ୟରେ ଯୋଗଦେବେ‌ ବୋଲି ହସ୍ପିଟାଲ ସୂତ୍ରରୁ ସୂଚନା … Read More

କରୋନା ଅପ୍‌ଡେଟ୍: ୨୪ ଘଣ୍ଟାରେ ଦେଶରେ ୩୩୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ , (ଓଡିଶା ଟାଇମ୍) : ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଦେଶରେ ୩୩୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ହଜାର ୮୮୧ ଆକ୍ରାନ୍ତ ହୋଇଛନ୍ତି। ଦେଶରେ ମୃତ୍ୟୁ ସଂଖ୍ୟା … Read More

ଓଲଟିଲା ଯାତ୍ରୀବାହୀ ବସ ; ୧୨ ଆହତ, ୨ ଗୁରୁତର

ଭୁବନେଶ୍ବର , (ଓଡିଶା ଟାଇମ୍) : ଯାତ୍ରାବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ । ମୋହନା ଅନ୍ତର୍ଗତ ଅଡବା ଥାନା ଖ୍ରୀଷ୍ଟପୁର ଗାଁ ନିକଟରେ ଓଲଟିଲା ବସ୍‌ । ଦୁର୍ଘଟଣାରେ ୧୨ଜଣରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କୁ ନିକଟସ୍ଥ … Read More

ନେପାଳ ଏବଂ ପାକିସ୍ତାନକୁ ଉତ୍ତେଜିତ କରି ଭାରତ ବିରୋଧରେ ଚୀନ୍ ଯୁଦ୍ଧ କରିବାକୁ ଚାହୁଁଛି

ଭାରତ ସହ ସୀମାକୁ ନେଇ ଚୀନ୍ ସହ ବିବାଦ ବର୍ତ୍ତମାନ ବାସ୍ତବ ରୂପ ନେଇଛି ଏବଂ ଚୀନ୍‌ ଭାରତୀୟ ସେନା ଉପରେ ଆକ୍ରମଣ କରି ଭାରତକୁ ଦମନ କରିବାକୁ ଯାଇପାରେ ବୋଲି ଚିନ୍ତା କରୁଛି । କିନ୍ତୁ ଭାରତର ସାହସୀ ସୈନିକମାନେ … Read More