ଚୀନ୍‌କୁ ବଡ଼ ଝଟ୍‌କା – ଉଇଗର୍‌ଙ୍କ ମାମଲାକୁ ନେଇ ପ୍ରତିବନ୍ଧକ ଲଗାଇଲା ଟ୍ରମ୍ପ ପ୍ରଶାସନ

ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ତିକ୍ତତା ବଢ଼ିବା ମଧ୍ୟରେ ଆମେରିକା ବର୍ତ୍ତମାନ ଚୀନ୍ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍‌କୁ ଉଇଗର୍‌ ମୁସ୍‌ଲମାନ ଏବଂ ଅନ୍ୟାନ୍ୟ ଅନୁସୂଚିତ ଜାତି ବିରୁଦ୍ଧରେ ଦଣ୍ଡିତ କରିଥିବା ଏକ … Read More

ରାଜ୍ଯ ପାଇଁ ଭଲ ଖବର: କରୋନାରୁ ସୁସ୍ଥ ହେଲେ ଆଉ ୧୫୩ ଜଣ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଉ ୧୫୩ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ସୁସ୍ଥ ହୋଇଥିବା ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୨୦୦ରେ ପହଁଚିଛି । ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ କଟକର ୪୩, ଜଗତସିଂପୁରର … Read More

କୋରୋନା ପଜିଟିଭ ସତୈନ୍ଦ୍ର ଜୈନ, ବିଗୁଡ଼ୁଛି ସ୍ୱାସ୍ଥ୍ୟାବସ୍ଥା !

ନୂଆଦିଲ୍ଲୀ , (ଓଡିଶା ଟାଇମ୍): ଦିଲ୍ଲୀର ସ୍ଵାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ଵାସ୍ଥ୍ୟବସ୍ଥା ପୁଣି ଥରେ ବିଗିଡିଛି। ସତ୍ୟେନ୍ଦ୍ରଙ୍କୁ ନିଃଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ ହେଉଥିବାରୁ ତାଙ୍କୁ ଅକ୍ସିଜେନ୍‌ ସପୋର୍ଟରେ ରଖାଯାଇଛି। ଉଲ୍ଲେଖନୀୟ ଦିଲ୍ଲୀର ସ୍ଵାସ୍ଥ୍ୟ ମନ୍ତ୍ରୀ ଦୁଇ ଦିନ … Read More

ଚୀନ୍‌କୁ ମିଳିବ ଆର୍ଥିକ ଝଟ୍‌କା !

ସାମରିକ ଏବଂ କୂଟନୈତିକ ବିକଳ୍ପ ସହିତ ପୂର୍ବ ଲଦାଖରେ ଚୀନ୍‌ର ଘୃଣ୍ୟ କାର୍ଯ୍ୟକଳାପକୁ ଜବାବ ଦେବା ପାଇଁ ଅର୍ଥନୈତିକ ଦିଗରେ ଅନେକ ପଦକ୍ଷେପ ନିଆଯାଉଛି । ଚୀନ୍ ଉପରେ ଆର୍ଥିକ ନିର୍ଭରଶୀଳତା ହ୍ରାସ କରିବା ପାଇଁ ବ୍ୟାପକ ଯୋଜନା ପ୍ରସ୍ତୁତ କରାଯାଉଛି। … Read More

ପିପିଇ କିଟ୍‌ ପିନ୍ଧି ଭୋଟ ଦେଲେ କରୋନା ଆକ୍ରାନ୍ତ କଂଗ୍ରେସ ବିଧାୟକ

ଭୋପାଳ, (ଓଡିଶା ଟାଇମ୍) : ଦେଶର ୮ଟି ରାଜ୍ୟର ୧୯ଟି ଆସନ ପାଇଁ ଆଜି ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ ହେଉଛି। ମଧ୍ୟପ୍ରଦେଶରେ ଆଜି ୩ଟି ଆସନ ପାଇଁ ମତ ସଂଗ୍ରହ ଚାଲିଛି। ଏହା ଭିତରେ ଶୁକ୍ରବାର ଦ୍ବିପ୍ରହରରେ ଏକ ନିଆରା … Read More

ଆମେରିକାର ସାଂସଦ ମିଚ୍‌ ମାକୋନେଲଙ୍କ ଅଭିଯୋଗ- ଭାରତୀୟ ଅଞ୍ଚଳକୁ ଦଖଲ କରିବାକୁ ଲଦାଖରେ ପିଏଲଏର ହିଂସାତ୍ମକ ସଂଘର୍ଷ

ମିଚ୍ ମାକୋନେଲ କହିଛନ୍ତି ଯେ ବିଶ୍ୱ ମାନଚିତ୍ରକୁ ପୁନଃ ଚିତ୍ର କରି ଚୀନ୍ ଆନ୍ତର୍ଜାତୀକ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରୁଛି ବୋଲି ଏକ ସ୍ପଷ୍ଟ ଉଦାହରଣ ।   ଲଦାଖରେ ହିଂସାତ୍ମକ ସଂଘର୍ଷରେ ଭାରତୀୟ ସୈନିକଙ୍କ ମୃତ୍ୟୁ ପରେ ଭାରତ କ୍ରମାଗତ ଭାବରେ ଆମେରିକାର … Read More

ସନ୍ଧ୍ୟାରେ ପୁଣି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ, (ଓଡିଶା ଟାଇମ୍) : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହେବା ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ପୁଣି ସନ୍ଧ୍ୟା ୬ଟାରେ ବୈଠକ ବସିବ । ଛତିଶାନିଯୋଗ କର୍ମକର୍ତ୍ତାଙ୍କ ସହ … Read More

ଭୁବନେଶ୍ବରରୁ ଆଉ ୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ୧୭ଜିଲ୍ଲାରୁ ଆଜି ଆଉ ନୂଆ ୧୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ଜଣ ଭୁବନେଶ୍ୱରର । ଏହାସହ ୭ଜଣଙ୍କ ମଧ୍ୟରେ ୪ଜଣ ହୋମ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୩ଜଣ … Read More

୩ ଦିନ ପରେ ୧୦ ଯବାନଙ୍କୁ ଛାଡ଼ିଲା ଚୀନ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ପୂର୍ବ ଲଦାଖର ଗଲୱାନ ଉପତ୍ୟକା ଅଞ୍ଚଳରେ ଭାରତ-ଚୀନ ମଧ୍ୟରେ ହୋଇଥିବା ସଂଘର୍ଷ ବେଳେ ଅଟକ ରଖିଥିବା ୧୦ ଭାରତୀୟ ଯବାନଙ୍କୁ ମୁକ୍ତ କରିଛି ଚୀନ୍ । ପିଟିଆଇର ରିପୋର୍ଟ ଅନୁଯାୟୀ, ଚୀନ ସେନା ୨ ମେଜର … Read More

ରଥଯାତ୍ରା ବନ୍ଦ ପ୍ରସଙ୍ଗ: ରାୟକୁ ସ୍ବାଗତ ସହ ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟଙ୍କୁ ଶଙ୍କରାଚାର୍ଯ୍ୟଙ୍କ ପ୍ରସ୍ତାବ

ଭୁବନେଶ୍ବର, (ଓଡିଶା ଟାଇମ୍) : ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ କୋର୍ଟଙ୍କ ନିଷ୍ପତ୍ତି ସ୍ୱାଗତଯୋଗ୍ୟ । ଏହାସହ ସେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର ପୁନର୍ବିଚାର ଆବେଦନ … Read More