ରଥଯାତ୍ରାକୁ ଅନୁମତି

ଜଗାର ଲୀଳା । ତାକୁ ବୁଝିବା ବହୁତ କଷ୍ଟକର । ଗତ ୧୮ ତାରିଖରେ ଯେଉଁ ସୁପ୍ରିମକୋର୍ଟ ଜଗାର ରଥଯାତ୍ରାକୁ ସ୍ଥଗିଥ କରିଥିଲେ ସେହି ସୁପ୍ରିମକୋର୍ଟ ଆଜି ପୁଣି ଅନୁମତି ପ୍ରଦାନ କରିଛନ୍ତି । କିନ୍ତୁ ସର୍ବୋଚ୍ଚ ଅଦାଲତର ଏହି ନିଷ୍ପତ୍ତି … Read More

ବାଟ ଫିଟୁଛି: ବିନା ଭକ୍ତରେ ରଥଯାତ୍ରା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହମତି

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ପୁରୀରେ ବିନା ଭକ୍ତଙ୍କ ଉପସ୍ଥିତିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ବାଟ ଫିଟୁଛି। ସୁପ୍ରିମ୍‌କୋର୍ଟଙ୍କ ପୂର୍ବ ରାୟରେ ପରିବର୍ତ୍ତନ ଆଣି ରଥଯାତ୍ରାକୁ କଟକଣା ସହ ପାଳନ କରିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ … Read More

କରୋନା ଅପ୍‌ଡେଟ୍: ୨୪ ଘଣ୍ଟାରେ ଦେଶରେ ୪୪୫ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଦେଶରେ ୪୪୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ହଜାର ୮୨୧ ଆକ୍ରାନ୍ତ ହୋଇଛନ୍ତି।  ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ଦେଶରେ … Read More

ଜୁନ୨୨ ରାଶିଫଳ: ଜାଣନ୍ତୁ ପେସା ଅନୁସାରେ କ’ଣ କହୁଛି ଆପଣଙ୍କ ରାଶି

ମେଷ  କାର୍ଯ୍ୟରେ ସ୍ୱଚ୍ଛତା ପାଇଁ ସମ୍ମାନିତ ହୋଇପାରନ୍ତି । ଧନାଗମ ହେବ । ସ୍ୱ ଅର୍ଜିତ ଧନ ଭୋଗ କରିବେ । କ୍ଷେତ୍ରପତି ହୋଇପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୩ । ଚାଷୀ- ଶ୍ରମ ସାର୍ଥକ … Read More

ସ୍ୱାସ୍ଥ୍ୟ ପାଇଁ ଉପକାରୀ କମଳା ଜୁସ୍‌, କେମିତି ତିଆରିବେ

ଭୁବନେଶ୍ୱର, (ଓଡିଶା ଟାଇମ): ଶରୀରକୁ ସୁସ୍ଥ ରଖିବା ପାଇଁ ସମସ୍ତେ ଚାହିଁଛନ୍ତି । ଏଥିପାଇଁ ପ୍ରତିଦିନ ଲୋକମାନେ ଯୋଗ, ପ୍ରାଣାୟମ ଭଳି ବ୍ୟାୟାମ କରିବା ସହ ଉପଯୁକ୍ତ ଖାଦ୍ୟପେୟ ଆହରଣ କରିଥାଏ । ଶରୀରର ସୁସ୍ଥତା ପାଇଁ ବିଭିନ୍ନ ଫଳମୂଳ ଖୁବ୍ … Read More

ଯୋଗ କଲେ ମିଳେ ଏହି ସୁଫଳ

ଆଜି ଦେଶ ବିଦେଶର ବିଭିନ୍ନ କୋଣରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ଆଶା କରାଯାଏ ନିୟମିତ ଯୋଗାଭ୍ୟାସ ମନୁଷ୍ୟକୁ ସୁସ୍ଥ ଓ ଦୀର୍ଘ ଜୀବୀ କରିଥାଏ । ପ୍ରାଚୀନ ଭାରତୀୟ ପରମ୍ପରାକୁ ଯେତେବେଳେ ସାରା ବିଶ୍ଵ ଗ୍ରହଣ କରିଲା ସେତେବେଳେ … Read More

ମତ ବଦଳାଇଲେ ରାଜ୍ୟ ସରକାର: ରଥଯାତ୍ରା କରାଇବାକୁ ନିବେଦନ କରିବେ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରଥଯାତ୍ରା ପ୍ରସଙ୍ଗରେ ଓଡ଼ିଶା ସରକାର ୟୁ -ଟର୍ନ ନେଇଛନ୍ତି। ଆସନ୍ତା କାଲି ସୁପ୍ରିମ୍‌କୋର୍ଟରେ ରଥଯାତ୍ରା ପ୍ରସଙ୍ଗର ପୁନଃ ବିଚାର ବେଳେ ସରକାର ପୁରୀରେ ରଥଯାତ୍ରା କରାଇବାକୁ ଆଦେଶ ପାଇଁ ନିବେଦନ କରିବେ ବୋଲି କହିଛନ୍ତି। ଗଜପତି ମହାରାଜାଙ୍କ … Read More

ମୁହଁରେ ଲଗାନ୍ତୁ ମସୁର ଡାଲି, ପାଇବେ ଗ୍ଲୋଇଂ ସ୍କିନ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ସମସ୍ତଙ୍କ ରୋଷେଇ ଘରେ ମସୁର ଡାଲି ଖୁବ୍ ସହଜରେ ମିଳିଯାଇଥାଏ । ଏଥିରେ କେବଳ ଟେଷ୍ଟି ଖାଇବା ତିଆରି ହୁଏ ତା’ନୁହେଁ ବରଂ ଚେହେରାରେ ଚମକ ଆଣିବାରେ ମଧ୍ୟ ସାହାଯ୍ୟ କରିଥାଏ । ଶୁଷ୍କ ତ୍ୱଚା ଠାରୁ … Read More

୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର, (ଓଡିଶା ଟାଇମ୍) : ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୧ ଜିଲ୍ଲାକୁ ବିର୍ଷା ଓ ବଜ୍ରପାତ ବିପଦ । ୫ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରି ସତର୍କ ରହିବାକୁ ପରାମର୍ଶ ଦେଲା ଆଞ୍ଚଳିକ ପାଣିପାଗ ବିଭାଗ । ଏହି … Read More

ଭୂକମ୍ପରେ ଥରିଲା ଉତ୍ତର-ପୂର୍ବାଞ୍ଚଳ, ମିଜୋରାମରେ ୫.୧ ତୀବ୍ରତାର ଝଟକା ଅନୁଭୂତ

ନୂଆଦିଲ୍ଲୀ , (ଓଡିଶା ଟାଇମ୍) : ମିଜୋରାମରେ ଆଜି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ଥିବା ରେକର୍ଡ କରାଯାଇଛି। ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ଅନୁଯାୟୀ ଭୂକମ୍ପ ସନ୍ଧ୍ୟା ୪ଟା ୧୬ରେ ଅନୁଭୂତ ହୋଇଛି। … Read More