ଏନ୍କାଉଣ୍ଟରରେ ପୁଣି ଟଳିଲେ ୨ଆତଙ୍କୀ, ଜଣେ ଯବାନ ସହିଦ
ଜାମ୍ମୁ-କାଶ୍ମୀରର, (ଓଡିଶା ଟାଇମ୍) : ଜାମ୍ମୁ-କାଶ୍ମୀରର ପୁଲଓ୍ୱାମାରେ ପୁଣି ଥରେ ମୁଁହାମୁଁହି ହୋଇଛନ୍ତି ସୁରକ୍ଷାକର୍ମୀ-ଆତଙ୍କବାଦୀ। ଏହି ଏନ୍କାଉଣ୍ଟରରେ ଦୁଇ ଜଣ ଆତଙ୍କୀ ନିହତ ହୋଇଥିବା ଜଣାପଡିଛି । କିନ୍ତୁ ଦୁଃଖର ଯେ, ଏନ୍କାଉଣ୍ଟରେ ଜଣେ ସିଆର୍ପିଏଫ୍ ଯବାନ ମଧ୍ୟ ସହିଦ ହୋଇଛନ୍ତି … Read More











