ଓଡିଶାକୁ ଆସିସାରିଛି କରୋନା ମେଡିସିନ୍

ଭୁବନେଶ୍ବର, (ଓଡିଶା ଟାଇମ୍) :କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ପାଇଁ ଆଶ୍ୱସ୍ତିର ଖବର।  ଓଡ଼ିଶାରେ ପହଞ୍ଚିଲା କରୋନା ଔଷଧ ରେମଡେସିଭିର୍। ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର। ଏହା ସହ କଟକଣାକୁ ନେଇ … Read More

ଓଡ଼ିଶାର ଏହି ଜିଲ୍ଲାରେ ବଢ଼ିଲା କ୍ୱାରେଣ୍ଟିନ୍‌ ଅବଧି

ଗଜପତି, (ଓଡିଶା ଟାଇମ୍) : ଗଜପତି ଜିଲାରେ କ୍ବାରେଣ୍ଟାଇନ ଅବଧି ୨୧ ଦିନକୁ ବୃଦ୍ଧି କରିଛି ଜିଲା ପ୍ରଶାସନ। ସୋମବାରଠାରୁ ଏହି ନୂଆ ନିୟମ ଲାଗୁ କରାଯାଇଛି। ପୂର୍ବରୁ ୧୪ ଦିନ କ୍ବାରେଣ୍ଟାଇନରେ ରହିବା ବ୍ୟବସ୍ଥା ଥିଲା। କିନ୍ତୁ ୧୪ ଦିନ … Read More

ରାଜ୍ୟରେ ଆଉ ଦୁଇ ମୁଣ୍ଡ ଗଡାଇଲା ମହାମାରୀ କରୋନା

ଗଜପତି, (ଓଡିଶା ଟାଇମ୍) :ରାଜ୍ୟରେ ଆଉ ୨ ଜଣଙ୍କ ମୁଣ୍ଡ ନେଲା ମହାମାରୀ କରୋନା ଭୂତାଣୁ। ମୃତକ ୨ ଜଣ ଗଞ୍ଜାମ ଜିଲ୍ଲାରୁ ହୋଇଥିବା ଜଣାପଡ଼ିଛି। ତେବେ ଏହି କ୍ରମରେ ରାଜ୍ୟରେ କରୋନାରେ ମୋଟ ୨୩ ଜଣଙ୍କ ମୃତ୍ୟୁ ହେଲାଣି। ଏନେଇ … Read More

ରାଜ୍ୟରେ ପୁଣି ୨୪୫ଜଣ କରୋନା ପଜିଟିଭ୍ ଚିହ୍ନଟ,ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୬୮୫୯

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ଆଉ ୨୪୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮୫୯କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ … Read More

ରାଜଧାନୀରେ ଓଏଫ୍‌ଏସ୍‌ ଅଫିସରଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ବର, (ଓଡିଶା ଟାଇମ୍) : ଚାକିରିରେ ଯୋଗ ଦେବାର ଦିନକ ପୂର୍ବରୁ ଆତ୍ମହତ୍ୟା କଲେ ଓଡ଼ିଶା ଫାଇନାନ୍ସ ସର୍ଭିସ( ଓଏଫ୍ଏସ୍)ର ଜଣେ ଅଧିକାରୀ। ଗତକାଲି ସନ୍ଧ୍ୟାରେ ଓଏଫ୍ଏସ୍ ଅଧିକାରୀ ଅଭିଳାଶ ସ୍ୱରୂପ ମହାପାତ୍ର ଡୁମଡୁମା ଫେଜ୍ ୪ରେ ରହୁଥିବା ବାସଭବନ ରୁ … Read More

ଆସନ୍ତା ୪ ଦିନ ସାରା ରାଜ୍ୟରେ ବର୍ଷା, କିଛି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣି ଜାରି

ଭୁବନେଶ୍ବର, (ଓଡିଶା ଟାଇମ୍) :ଆସନ୍ତା ୪ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏପରିକି କିଛି ଜିଲ୍ଲା ପାଇଁ ୟେଲୋୱାର୍ଣ୍ଣି ମଧ୍ୟ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ … Read More

୨୪ ଘଣ୍ଟାରେ ଭାରତରେ ୧୯,୪୫୯ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ, ଓଡ଼ିଶା ଟାଇମ୍: ଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ପାଞ୍ଚ ଲକ୍ଷରୁ ଅଧିକ ଟପିଛି। ଏଥି ସହିତ ମହାରାଷ୍ଟ୍ର ଓ ଦିଲ୍ଲୀରେ ସବୁଠାରୁ … Read More

ଆମେରିକାର ଚତୁର୍ଦ୍ଦିଗରେ ଚୀନର ଘେରାବନ୍ଦୀ, କିରିବାଟୀରେ ସାମରିକ ଭିତ୍ତିଭୂମି ନିର୍ମାଣ ପାଇଁ ପ୍ରସ୍ତୁତି

ବିଶ୍ୱର କରୋନା ମହାମାରୀ ମଧ୍ୟରେ ମଧ୍ୟ ଚୀନ୍ ଏହାର ନିଷ୍ଠୁର କାର୍ଯ୍ୟକଳାପକୁ ବୃଦ୍ଧି କରିଚବାରେ ଲାଗିଛି । ପ୍ରଶାନ୍ତ ମହାସାଗରରେ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ କିରିବାଟିରେ ଚୀନ୍ ନିଜର ଦୂତାବାସ ଆରମ୍ଭ କରିଥିବାବେଳେ ସମସ୍ତ ଦେଶ ଏହି ବିଶ୍ୱ ମହାମାରୀ ମୁକାବିଲା … Read More

ଲକ୍ ଡାଉନରେ ଭର୍ଚୁଆଲ୍ ସମ୍ଭୋଗ

କରୋନା ହୋଇଛି କାଳ । ଲକ୍ ଡାଉନ୍ କୋହଳ ହୋଇଥିଲେ ମଧ୍ୟ ଦିନକୁ ଦିନ କରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଯେଉଁଥି ପାଇଁ ସବୁ କ୍ଷେତ୍ର ପ୍ରଭାବିତ, ସବୁ ବେପାର ମାନ୍ଦା । ଅନେକ, ସେମାନଙ୍କ … Read More

କଟକ ସି.ଡି.ଏ ର ସେକ୍ଟର ୯କୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କଲା ସି.ଏମ.ସି

କଟକ,(ଓଡିଶା ଟାଇମ୍) :ସାରା ବିଶ୍ୱରେ ଏବେ ମହାମାରୀ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଏହି କରୋନାକୁ ମୁକାବିଲା କରିବା ପାଇଁ ସରକାର ଲକ ଡାଉନ ଏବଂ ସଟ ଡାଉନ ଆଦି ଲାଗୁ କରୁଛନ୍ତି । ତେବେ ଯେଉଁ … Read More