ଜୁଲାଇ ୩୧ ଯାଏ ଲକଡାଉନ୍ ବଢ଼ାଇଲା ଏହି ରାଜ୍ୟ

ମୁମ୍ବାଇ, (ଓଡିଶା ଟାଇମ୍) :ସାରା ଦେଶରେ କରୋନା ପରିସ୍ଥିତି ଭୟଙ୍କର ହେବାରେ ଲାଗିଲାଣିି । ଏହାରି ମଧ୍ୟରେ ଲକ-ଡାଉନକୁ ୩୧ ଜୁଲାଇ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ମହାରାଷ୍ଟ୍ର ସରକାର । ରାଜ୍ୟରେ ଲଗାତାର କରୋନା ମାମଲା ବଢୁଥିବାର ଦେଖି ଉଦ୍ଧବ ଠାକରେ … Read More

ପାକିସ୍ତାନ କରାଚିରେ ଥିବା ଷ୍ଟକ ଏକ୍ସଚେଞ୍ଜ ଉପରେ ଆତଙ୍କବାଦୀ ଆକ୍ରମଣ

ଇସଲାମାବାଦ, (ଓଡିଶା ଟାଇମ୍) : କରାଚୀରେ ଥିବା ପାକିସ୍ତାନ ଷ୍ଟକ୍‌ ଏକ୍ସଚେଞ୍ଜରେ ସୋମବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ୪ ବନ୍ଧୁକଧାରୀ ଆତଙ୍କବାଦୀ ଷ୍ଟକ ଏକ୍ସଚେଞ୍ଜ କାର୍ଯ୍ୟାଳୟରେ ପଶି ଆଖିବୁଜା ଗୁଳିଚାଳନା କରିବାରୁ ୫ ନାଗରିକଙ୍କ ମୃତ୍ୟୁ ଘଟିଛି। ଏହା ସହିତ ପୁଲିସ … Read More

ବାତିଲ ହେଲା ଯୁକ୍ତ ଦୁଇ ଅବଶିଷ୍ଟ ପରୀକ୍ଷା

ଭୁବନେଶ୍ବର, (ଓଡିଶା ଟାଇମ୍) : ବାତିଲ ହେଲା ଯୁକ୍ତ ଦୁଇ ଅବଶିଷ୍ଟ ପରୀକ୍ଷା। ପରୀକ୍ଷାର୍ଥୀଙ୍କୁ ଆଉ ଦେବାକୁ ପଡ଼ିବ ନାହିଁ ବାକି ଥିବା ପରୀକ୍ଷା। ଏନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। ଯେହେତୁ କେନ୍ଦ୍ର ମାନବ … Read More

ଗଞ୍ଜାମ ପରେ ଯାଜପୁରରେ କରୋନା ସଂକ୍ରମଣ ଚିନ୍ତା, ସରକାରୀ କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କୁ ମନା

ଭୁବନେଶ୍ବର, (ଓଡିଶା ଟାଇମ୍) : ଗଞ୍ଜାମ ପରେ ଯାଜପୁର ଜିଲ୍ଲାରେ ସର୍ବସାଧାରଣଙ୍କୁ ସରକାରୀ ଅଫିସ୍ ଯିବାକୁ ବାରଣ କରାଯାଇଛି।  ୮ ତାରିଖ ମଧ୍ୟରାତ୍ର ଯାଏ ସାଧାରଣ ଲୋକଙ୍କୁ ସରକାରୀ ଅଫିସ୍ ଯିବାକୁ ବାରଣ କରିଛନ୍ତି ଯାଜପୁର ଜିଲ୍ଲାପାଳ। ୪୮ ଘଣ୍ଟା ମଧ୍ୟରେ ଯାଜପୁରରେ … Read More

ଖୁସି ଖବର: ରାଜ୍ୟରେ ଆଉ ୨୦୩ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ଆଉ ୨୦୩ କରୋନା ଆକ୍ରନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪୯୪୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । … Read More

ପୁରୀରୁ ଆରମ୍ଭ ହେଲା ସେରୋଲୋଜିକାଲ ଟେଷ୍ଟ

ପୁରୀ, (ଓଡିଶା ଟାଇମ୍) :ପୁରୀରୁ ଆରମ୍ଭ ହୋଇଛି ସେରୋଲୋଜିକାଲ ଟେଷ୍ଟ । ବାହୁଡା ଯାତ୍ରା ଥିବାରୁ ପୁରୀକୁ ପ୍ରାଥମିକତା ଦିଆଯାଉଛି।  ପୁରୀ ପରେ ଭୁବନେଶ୍ୱରରେ ଏହି ଟେଷ୍ଟ କରାଯିବ । ତା ପରେ ଗଞ୍ଜାମ ,ଗଜପତି, ବଡ଼ମ୍ବା- ନରସିଂହପୁରରେ ହେବ। ଏହାସହ … Read More

ଆସାମରେ ବନ୍ୟା ସ୍ଥିତ ଗମ୍ଭୀର; ପାଣି ଘେରରେ ୨୩ ଜିଲ୍ଲା

ଭୁବନେଶ୍ୱର, ଓଡିଶା ଟାଇମ: ପ୍ରବଳ ବର୍ଷା ଯୋଗୁଁ ଉତ୍ତର ପୂର୍ବ ରାଜ୍ୟରେ ସ୍ଥିତି ବିଗିଡିବାରେ ଲାଗିଛି । ଯାହାଫଳରେ ଆସାମରେ ବନ୍ୟା ଯୋଗୁଁ ୨୩ ଜିଲ୍ଲାର ୯.୩ ଲକ୍ଷ ଲୋକ ପ୍ରଭାବିତ ହେବା ଅନେକଙ୍କ ମୃତ୍ୟୁ ହୋଇଛି । କ୍ଷୟକ୍ଷତି ନେଇ … Read More

ଭୁବନେଶ୍ଵରରୁ ୨୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ଆଉ ୨୪୫ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ରାଜଧାନୀ ଭୁବନେଶ୍ଵରରୁ ରହିଛନ୍ତି ୨୫ ସଂକ୍ରମିତ, ଯେଉଁଥିରୁ ୨୩ ଜଣ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ବା ଲୋକାଲ କେସ୍‌। ହୋମ୍‌ … Read More

୭ ଦିନ ପାଇଁ ସଟଡାଉନ୍ ହେଲା ଛତ୍ରପୁର ଏନଏସି

ଗଞ୍ଜାମ, (ଓଡିଶା ଟାଇମ୍) : ରାଜ୍ୟରେ ହୁ ହୁ ହୋଇ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଏନଏସିକୁ ୭ ଦିନ ପାଇଁ ସଟ ଡାଉନ୍ ଘୋଷଣା କରାଯାଇଛି । କାଲିଠାରୁ ଛତ୍ରପୁର … Read More

ନେପାଳ ରାସ୍ତା ଦେଇ ଦେଶରେ ପ୍ରବେଶ କରିଛନ୍ତି ଜୈସର ୬ ଆତଙ୍କବାଦୀ

ପାଟଣା, (ଓଡିଶା ଟାଇମ୍) :ପୋଲିସ ମୁଖ୍ୟାଳୟ ସୂତ୍ର ଅନୁଯାୟୀ, ସ୍ପେଶାଲ ବ୍ରାଞ୍ଚ ଏସପି ମୁଜାଫରପୁର ସହିତ ଉତ୍ତର ବିହାରର ସମସ୍ତ ଜିଲ୍ଲାରେ ହାଇ ଆଲର୍ଟ ଜାରି କରିଛନ୍ତି । ନେପାଳ ରାସ୍ତା ଦେଇ ଜୈସର ୬ରୁ ଅଧିକ ଆତଙ୍କବାଦୀ ବିହାରରେ ପ୍ରବେଶ … Read More