ହିରୋ ସାଇକେଲର ଡ୍ରାଗନ୍‌ ସହିତ ୯୦୦ ନିୟୁତ ଚୁକ୍ତି ବାତିଲ

ଯେହେତୁ ସୀମାରେ ଭାରତୀୟ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ରକ୍ତାକ୍ତ ବିବାଦ ଲାଗି ରହିଛି ​​ଏବଂ ୨୦ଜଣ ଭାରତୀୟ ସୈନିକ ସହିଦ ହୋଇଛନ୍ତି, ଚୀନ୍‌ର ପ୍ରତିପକ୍ଷ ବିରୋଧ କରି ଚୀନ୍‌ ସାମଗ୍ରୀକୁ ବଏକଟ୍‌ କରିବା କଥା । ମୋଦୀ ସରକାର ଚୀନ୍‌ର … Read More

ରାଜ୍ୟ ପାଇଁ ଭଲ ଖବର, ସୁସ୍ଥ ହେଲେ ଆଉ ୨୨୯ କରୋନା ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟରେ ଆଜି ଆଉ ୨୨୯ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୫୯୩୪ରେ ପହଁଚିଛି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମର ୯୧ … Read More

ରାଜ୍ୟରେ ୫ ଜିଲ୍ଲାକୁ ଅରେଞ୍ଜ ଓ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଲଗାତାର ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କାଲି ୫ଟି ଜିଲ୍ଲାରେ ଭୀଷଣ ବର୍ଷା ହେବାର ଆଶଙ୍କା ଥିବାରୁ ସେଠାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । … Read More

ଭୁବନେଶ୍ୱରରେ ଆଉ ୪୫ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) :ଭୁବନେଶ୍ୱରରୁ ଆଜି ଆଉ ୪୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩୭ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୮ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ସେହିପରି ୩୧ଜଣ ଆରୋଗ୍ୟ ଲାଭ କରିଛନ୍ତି । … Read More

ଜୁଲାଇ ୮ ତାରିଖ ଯାଏ କଟକ ସହର ସଟଡ଼ାଉନ

କଟକ, (ଓଡିଶା ଟାଇମ୍) : ଜୁଲାଇ ୮ ରାତି ୧୨ଟା ଯାଏଁ କଟକ ସହର ସଟଡ଼ାଉନ ରହିବ । କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ସିଏମସି ପକ୍ଷରୁ ଏହିପରି ପଦକ୍ଷେପ ଗ୍ରହଣ କରାଯାଇଛି । କେବଳ ଅତ୍ୟାବଶ୍ୟକ ଦୋକାନ … Read More

କରୋନା ପାଇଁ ଏ ବର୍ଷ ବୋଲବମ୍‌ ଯାତ୍ରା ବନ୍ଦ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି । ଏହାରି ମଧ୍ୟରେ ଆଜି ୪୯୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କରୋନା ମୁବାକିଲା ପାଇଁ ରାଜ୍ୟ ସରକାର ଆପ୍ରାଣ ଉଦ୍ୟମ ଚଳାଇଥିବା … Read More

ଗଞ୍ଜାମରେ କରୋନା ମୁକାବିଲା ପାଇଁ ୨ ଆଇଏଏସ୍ ଏବଂ ୬ ଓଏଏସଙ୍କୁ ନିଯୁକ୍ତ କଲେ ରାଜ୍ୟ ସରକାର

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଏବେ ଦୁଇ ଦିନ ହେବ ରାଜ୍ୟର ଗଞ୍ଜାମ ଜିଲ୍ଲାରେ ସବୁଠାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗଞ୍ଜାମରେ କରୋନା … Read More

ନାଗାଲାଣ୍ଡରେ କୁକୁର ମାଂସ ବିକ୍ରି ଓ ସେବନ କରିବା ନେଇ ଲାଗିଲା କଟକଣା

ନାଗାଲାଣ୍ଡ, (ଓଡିଶା ଟାଇମ୍) : ନାଗାଲାଣ୍ଡ୍ ସରକାର କୁକୁର ମାଂସ ବିକ୍ରୟ ଏବଂ ଭକ୍ଷଣ ନିଷେଧ କରିଛନ୍ତି। ରାଜ୍ୟ ସାଂସଦୀୟ ବ୍ୟାପାର ମନ୍ତ୍ରୀ ନେଇବା କ୍ରୋନୁ କହିଛନ୍ତି, ରାଜ୍ୟ କ୍ୟାବିନେଟ୍‌ର ବୈଠକରେ ବାଣିଜ୍ୟିକ କୁକୁର ଆମଦାନି ଏବଂ ବ୍ୟବସାୟ ଓ ଉଭୟ … Read More

ଟିକ୍‌ଟକ୍‌ ନିଷେଧର ପ୍ରଭାବ, ଚୀନ୍‌ କମ୍ପାନୀର କ୍ଷତି ୪୫ ହଜାର କୋଟି !

ଭାରତରେ କ୍ଷୁଦ୍ର ଭିଡ଼ିଓ ତିଆରି କରୁଥିବା ଆପ୍ ଟିକ୍‌ଟକ୍‌ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ଏହାର ପ୍ୟାରେଣ୍ଟ୍ କମ୍ପାନୀ ବାଇଟ୍‌ଡାନ୍ସ କୋଟି କୋଟି ଟଙ୍କା ହରାଉଛି । ଚୀନ୍‌ର ମିଡ଼ିଆ ଅର୍ଗାନାଇଜେସନ୍ ଗ୍ଲୋବାଲ୍ ଟାଇମ୍ସଦ୍ୱାରା ଏହି ସପ୍ତାହରେ କୁହାଯାଇଥିଲା ଯେ ଟିକ୍‌ଟକ୍‌ … Read More

ବୁର୍ଲା ଭିସୁଟର ୪ କର୍ମଚାରୀଙ୍କୁ କରୋନା

ସମ୍ବଲପୁର, (ଓଡିଶା ଟାଇମ୍) : ବୁର୍ଲା ସ୍ଥିତ ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ୪ ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଆକ୍ରାନ୍ତ ଜଣେ ଅଧ୍ୟାପିକାଙ୍କ ସଂସ୍ପର୍ଶରେ … Read More