ଜୁଲାଇ ୬ରୁ ୮ ଯାଏ ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ

କଟକ, (ଓଡିଶା ଟାଇମ୍) :ଆସନ୍ତାକାଲିଠୁ ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ହାଇକୋର୍ଟ ଏବଂ ଏହାର ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ। ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ ନିର୍ଦ୍ଦେଶ ଜାରି କରାଯାଇଛି। କଟକ ସହର ସଟ୍‌ଡାଉନ୍‌କୁ ଦୃଷ୍ଟିରେ … Read More

ମଦର ହୋମ ଡେଲିଭରୀ: ଶୃଙ୍ଖଳିତ ମଦ୍ୟପାନ ଦିଗରେ ଗୋଟିଏ ପାଦ

କରୋନା ସଂକ୍ରମଣର ଆଶଙ୍କାରେ ଆଶଙ୍କିତ ହୋଇ ସାରା ଦେଶ ଲକଡାଉନ ହୋଇ ଗତ ଦୁଇମାସ ହେଲା ଅସ୍ତବ୍ୟସ୍ତ ହୋଇପଡିଥିଲା । ଏହି ସମୟ ମଧ୍ୟରେ କରୋନାଛଡା ଯଦି ଅନ୍ୟ କୌଣସି ବିଷୟକୁ ନେଇ ଚର୍ଚ୍ଚା ହୋଇଛି ତାହା ହେଲା ମଦ୍ୟପାନକୁ ନେଇ … Read More

ଭାରତରେ ୨୪ ଘଣ୍ଟାରେ ସର୍ବାଧିକ ୨୪,୮୫୦ ଆକ୍ରାନ୍ତ, ୬୧୩ ମୃତ

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୬ ଲକ୍ଷରୁ ଅଧିକ ଟପିଛି। ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯, … Read More

ଅମରନାଥ ଯାତ୍ରା: ଦୈନିକ ୫୦୦ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ଅନୁମତି

ଶ୍ରୀନଗର, (ଓଡିଶା ଟାଇମ୍‌): କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ବାର୍ଷିକ ଅମରନାଥ ଯାତ୍ରାକୁ ସୀମିତ ଭାବେ କରିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି । ଜାମ୍ମୁ-କାଶ୍ମୀର ପ୍ରଶାସନ ଶନିବାର ଦିନ କହିଛନ୍ତି ଯେ ସଡକ ମାର୍ଗ ଠାରୁ ୩,୮୮୦ ମି. ଉଚ୍ଚରେ … Read More

କାରଗିଲରେ ଭୁମିକମ୍ପ ଝଟକା, ଲୋକେ ଭୟଭୀତ

କାରଗିଲ,(ଓଡିଶା ଟାଇମ୍‌): ଜାମ୍ମୁ-କାଶ୍ମୀରରେ ରବିବାର ଭୋର ସମୟରେ ଭୁମିକମ୍ପ ଝଟକା ଅନୁଭୂତ ହୋଇଛି । ଲଦାଖର କାରଗିଲରେ ଭୋର ୩ଟା ୩୭ମି.ରେ ଅନୁଭୂତ ହୋଇଥିବା ଏହି ଭୁମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୭ ରହିଛି । କାରଗିଲ୍ ଠାରୁ ଉତ୍ତର-ଉତ୍ତରପୂର୍ବରୁ ୪୩୩ … Read More

ରେଳବାଇ ନୂଆ ଟାଇମ୍‌ ଟେବୁଲ୍ ତିଆରି କରୁଛି, ବର୍ତ୍ତମାନ ଟ୍ରେନ୍‌ଗୁଡ଼ିକ କମ୍ ଷ୍ଟେସନରେ ଅଟକିବ

ସମସ୍ତ ଯାତ୍ରୀବାହୀ ଟ୍ରେନ୍ ପାଇଁ ରେଳବାଇ ଏକ ନୂତନ କାର୍ଯ୍ୟସୂଚୀ ପ୍ରସ୍ତୁତ କରୁଛି ।   ରେଳ ରହଣୀ ଷ୍ଟେସନଗୁଡ଼ିକ ସୀମିତ ହେବା ଉଚିତ ଯାହା ଦ୍ୱାରା ଯାତ୍ରା ସମୟ ହ୍ରାସ ପାଇବ ।   ହ୍ରାସ ହେତୁ ଟ୍ରେନ୍‌ଗୁଡ଼ିକ ଭଲ ବେଗରେ ଦୀର୍ଘ … Read More

ଚୀନ୍‌କୁ ଦୃଢ଼ ବାର୍ତ୍ତା, ଏଲଏସି ଉପରେ ଉଡ଼ୁଛି ଭାରତୀୟ ବାୟୁସେନା ଯୁଦ୍ଧ ଜାହାଜ

ଏଲଏସି ଉପରେ ଚୀନ୍ ସହ ତିକ୍ତତା ମଧ୍ୟରେ ସୀମାରେ ଭାରତ ନିଜର କାର୍ଯ୍ୟକଳାପକୁ ତୀବ୍ର କରିଛି । ଭାରତୀୟ ବାୟୁସେନା ଏହାର ଯୁଦ୍ଧ ବିମାନ ସୀମା ନିକଟରେ ଥିବା ଏୟାରବେସରେ ନିୟୋଜିତ କରିସାରିଛି । ଆପାଚେ ହେଲିକପ୍ଟରଗୁଡ଼ିକ ମଧ୍ୟ ବାୟୁସେନାର ସୁଖୋଇ … Read More

ଗଲୱାନ୍ ଘାଟି ବିବାଦ ଉପରେ ଫିଲ୍ମ କରିବେ ଅଜୟ ଦେବଗନ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ଗଲୱାନ ଘାଟି ବିବାଦ ତଥା ସହିଦ ଭାରତୀୟ ଯବାନଙ୍କ ଉପରେ ଫିଲ୍ମ ବନାଇବାକୁ ଯାଉଛନ୍ତି ବଲିଉଡର ଜଣାଶୁଣା ଅଭିନେତା ଅଜୟ ଦେବଗନ । ଏନେଇ ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି । … Read More

ଲକଡାଉନରେ ଘରେ ବୋର୍ ଲାଗୁଛି କି; ସହଜରେ ତିଆରି କରନ୍ତୁ ଆଳୁ ଭୁଜିଆ

ଭୁବନେଶ୍ୱର, ଓଡିଶା ଟାଇମ: ବର୍ତ୍ତମାନ ସମୟରେ ଲକଡାଉନ ଯୋଗୁଁ ସ୍କୁଲ, କଲେଜ ଓ ଅଫିସ୍ ଆଦି ବନ୍ଦ ରହିଛି । ଏପରିକି ସନ୍ଧ୍ୟା ସମୟରେ ବହୁ ଲୋକ ବୋର୍ ହେଉଥିବେ ନିଶ୍ଚୟ । ଯଦି ଆପଣମାନେ ବି ଘରେ ବସି ବସି … Read More

ବଢିଲା ଆୟକର ରିଟର୍ଣ୍ଣ ଦାଖଲର ଅବଧି

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ୨୦୧୯-୨୦ ବର୍ଷ ପାଇଁ ଦାଖଲ ହେବାକୁ ଥିବା ଆୟକର ରିଟର୍ଣ୍ଣ (ଆଇଟିଆର) ଅବଧିକୁ ବଢାଇଛନ୍ତି କେନ୍ଦ୍ର ସରକାର । କରୋନା ଜନିତ ଲକଡାଉନକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଆୟକର ରିଟର୍ଣ୍ଣର ଦାଖଲ … Read More