ଅଜିତ୍‌ ଡୋଭାଲଙ୍କ ପାଇଁ ଦେଶ ଭିତରେ କିମ୍ବା ଦେଶ ବାହାରେ କିଛି ବି ଅସମ୍ଭବ ନୁହେଁ…

ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଏବଂ ପିଏମ ମୋଦୀଙ୍କ ସବୁଠାରୁ ନିର୍ଭରଯୋଗ୍ୟ ଅଜିତ୍‌ ଡୋଭାଲ ଦେଶ ତଥା ବାହାରେ ଏଭଳି ସଫଳ ଅପରେସନ୍ କରିଛନ୍ତି ଯାହା ସମ୍ପୂର୍ଣ୍ଣ ଅସମ୍ଭବ ମନେ ହେଉଥିଲା । ସଦ୍ୟତମ ମାମଲା ଚୀନ୍ ସହ ଜଡ଼ିତ … Read More

କରୋନା ଯୁଦ୍ଧ ଜିତିବାକୁ ହେଲେ ଆମକୁ ତ୍ୟାଗ, ସଂଜମ ଓ ଶୃଙ୍ଖଳାର ମାର୍ଗ ଆପଣେଇବାକୁ ପଡିବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍) : କରୋନା ଯୁଦ୍ଧ ଜିତିବା ପାଇଁ ୩ଟି ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ ନବୀନ। ତ୍ୟାଗ, ସଂଯମ ଓ ଶୃଙ୍ଖଳା ମନ୍ତ୍ର ଦେଲେ ନବୀନ ପଟ୍ଟନାୟକ। ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧିତ କରିବା ଅବସରରେ କରୋନା ବିରୋଧି ଲଢେଇରେ … Read More

ଭାରତ ଚୀନ୍‌ର ଅଯାଗା ଘା’ରେ ହାତ ରଖି ଅର୍ଥନୈତିକ ଏବଂ କୂଟନୈତିକ ସ୍ତରରେ ବଡ଼ ଆଘାତ ଦେଇଛି

ନିଜର ଦୁର୍ବଳତାରୁ ଧ୍ୟାନ ହଟାଇବା ପାଇଁ ଚୀନ୍ ପ୍ରାୟତଃ ସୀମା ବିବାଦକୁ ଆଳ କରୁଥିଲା, କିନ୍ତୁ ଏଥର ଏକ ଶକ୍ତିଶାଳୀ ଅର୍ଥନୈତିକ ଏବଂ ରଣନୀତିକ ପ୍ରତିକ୍ରିୟା ଏହାର ସ୍ଥିତିକୁ ଓଲଟାଇ ଗାଲୱାନ୍ ଉପତ୍ୟକାରୁ ପଛକୁ ଫେରିବାକୁ ବାଧ୍ୟ କରିଛି । ବାସ୍ତବରେ, … Read More

ରାଜ୍ୟ ପାଇଁ ଭଲ ଖବର, ସୁସ୍ଥ ହେଲେ ଆଉ ୨୬୨ କରୋନା ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ୪୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୬୨ଜଣ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୬୪୮୬କୁ ବୃଦ୍ଧି ପାଇଛି ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର … Read More

ଭୁବନେଶ୍ୱରରୁ ଆଜି ୧୭ ପଜିଟିଭ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ଭୁବନେଶ୍ୱରରୁ ଆଜି ୧୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି  । ଏହାମଧ୍ୟରୁ ୧୦ ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ୫ଜଣ କ୍ୱାରେଣ୍ଟାଇନରେ ରହିଥିଲେ । ଏହାସହ ୪ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ ମଧ୍ୟ କରିଛନ୍ତି … Read More

ବାଲେଶ୍ୱରର ଜଣେ ବିଧାୟକଙ୍କୁ କରୋନା !

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ପ୍ରଥମ ଥର ଲାଗି ଜଣେ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ନୀଳଗିରି ବିଧାୟକ ସୁକାନ୍ତ ନାୟକ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ବିଧାୟକଙ୍କ କରୋନା ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି। ଏ … Read More

ବିଧାନସଭାର ସମସ୍ତ କମିଟି ବୈଠକକୁ ବାତିଲ୍ କଲେ ବାଚସ୍ପତି

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ରାଜ୍ୟରେ ନୂଆ ୪୫୬ ଜଣ ପଜିଟିଭ ଚିହ୍ନଟ ହେବା ସହ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏହାରି ମଧ୍ୟରେ କରୋନା ପାଇଁ ବିଧାନସଭାର ସବୁ କମିଟି ବୈଠକ ବାତିଲ୍ କରାଯାଇଛି । ଏନେଇ … Read More

କରୋନା ସଂକ୍ରମିତ ଚିହ୍ନଟ ପରେ କଟକ ଶିଶୁଭବନ ଆଉଟଡୋର ବନ୍ଦ

କଟକ, (ଓଡିଶା ଟାଇମ୍) : ଆଜି ରାଜ୍ୟରେ ନୂଆ ୪୫୬ ଜଣ ପଜିଟିଭ ଚିହ୍ନଟ ହେବା ସହ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏହାରି ମଧ୍ୟରେ କଟକ ସ୍ଥିତ ଶିଶୁଭବନ ଆଉଟଡୋର ବନ୍ଦ ହୋଇଛି । ଗତକାଲି ଶିଶୁଭବନରେ ଜଣେ … Read More

ସଂକ୍ରମଣରେ ଭାରତ ବିଶ୍ବରେ ତୃତୀୟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଭାରତରେ କ୍ରମାଗତ ଭାବେ ବଢିଚାଲିଛି। ୱାଲଡୋମିଟର ତଥ୍ୟ ଅନୁଯାୟୀ, ସଂକ୍ରମଣ କ୍ଷେତ୍ରରେ ଭାରତ କିଛିଦିନ ଚତୁର୍ଥ ସ୍ଥାନରେ ରହିବା ପରେ ରବିବାର ତୃତୀୟ ସ୍ଥାନକୁ ଉଠିଛି। ଅର୍ଥାତ୍‌ କରୋନା ସଂକ୍ରମଣରେ … Read More

ରାଜ୍ୟରେ କରୋନା ନେଲା ଆଉ ୨ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ଆଜି ରାଜ୍ୟରେ ନୂଆ ୪୫୬ ଜଣ ପଜିଟିଭ ଚିହ୍ନଟ ହେବା ସହ ୨ ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମ ଓ … Read More