ରାଜ୍ୟରେ ପୁଣି ୫୭୧ ପଜିଟିଭ୍ ଚିହ୍ନଟ, ୧୦ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୭୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦, ୦୯୭ ରେ ପହଞ୍ଚିଛି । ଏନେଇ ରାଜ୍ୟ … Read More

କନ୍ଧମାଳରେ ଆଉ ଏକ ମାଓବାଦୀ ନିହତ, ଅପରେଶନ ଜୋରଦାର

କନ୍ଧମାଳ, (ଓଡିଶା ଟାଇମ୍) : କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଶିର୍ଲା ଜଙ୍ଗଲରେ ପୁଣି ଏନ୍‌କାଉଣ୍ଟର। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଜଣେ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ନିହତ ମାଓବାଦୀ ଜଣକ ବଂଶଧାରା ଘୁମୁସର ନାଗାବଳୀ ଡିଭିଜନ ସଦସ୍ୟ ବୋଲି କୁହାଯାଉଛି … Read More

ଭିଜିଲାନ୍ସ ଜାଲରେ ପୌର ନିର୍ବାହୀ ଅଧିକାରୀ

ଭୁବନେଶ୍ଵର, (ଓଡିଶା ଟାଇମ୍) : ଭିଜିଲାନ୍ସ ଜାଲରେ ଦେବଗଡ଼ ପୌର ପରିଷଦ ନିର୍ବାହୀ ଅଧିକାରୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ। ଦେବଗଡ଼ ପୌରାଞ୍ଚଳର ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନଙ୍କ ଭିଜିଲାନ୍ସ ରେଡ୍‌ । ବାସଭବନ … Read More

ଦେଶରେ ୨୦ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୭ ଲକ୍ଷରୁ ଅଧିକ ଟପିଛି। ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୦, … Read More

ଅରୁଣାଚଳ ପ୍ରଦେଶରେ ଭୁମିକମ୍ପ ଝଟକା

ନୂଆଦିଲ୍ଲୀ,(ଓଡିଶା ଟାଇମ୍‌): ଅରୁଣାଚଳ ପ୍ରଦେଶରେ ମଙ୍ଗଳବାର ଭୁମିକମ୍ପ ଝଟକା ଅନୁଭୂତ ହୋଇଛି । ବିଳମ୍ବିତ ରାତି ପ୍ରାୟ ୧ଟା ୩୩ମି.ରେ ତାୱାଙ୍ଗ ଠାରେ ଅନୁଭୂତ ହୋଇଥିବା ଏହି ଭୁମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୪ ରହିଛି । ତାୱାଙ୍ଗ ଠାରୁ ଉତ୍ତର-ଉତ୍ତରପୂର୍ବରୁ … Read More

ଆଜିଠୁ କଟକରେ ଆଣ୍ଟିଜେନ୍ ଟେଷ୍ଟ ଆରମ୍ଭ

କଟକ , (ଓଡିଶା ଟାଇମ୍) : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ ଆଜିଠୁ କଟକ ବଡ ମେଡିକାଲରେ ଆରମ୍ଭ ହେବ ଆଣ୍ଟିଜେନ୍ ଟେଷ୍ଟ । ପ୍ରଥମ ପର୍ଯ୍ୟାୟରେ ୫ ହଜାର କିଟ୍ ଏସସିବିକୁ ଆସିଛି … Read More

ଚୀନ୍ ଆମ ସୀମାରୁ ଓହରି ଯାଇଛି, ପ୍ରଧାନମନ୍ତ୍ରୀ ମୋଦୀ କ୍ଷମା ମାଗିବା ଉଚିତ – କଂଗ୍ରେସ

ଆଜିଠାରୁ ଭାରତ ଏବଂ ଚୀନ୍ (ଭାରତ-ଚୀନ୍ ଗାଲୱାନ୍ ଉପତ୍ୟକା) ମଧ୍ୟରେ ତିକ୍ତ ପରିସ୍ଥିତି କିଛି ମାତ୍ରାରେ ସ୍ୱାଭାବିକ ହୋଇଛି। ଭାରତ ପକ୍ଷରୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସାମ୍ନାକୁ ଆସି ତାଙ୍କ ଚୀନ୍ ପ୍ରତିପକ୍ଷଙ୍କ ସହ କଥା ହୋଇଥିଲେ । … Read More

ବିଶ୍ଵ ବିଦ୍ୟାଳୟ ଏବଂ ଶିକ୍ଷା ଅନୁଷ୍ଠାନ ଲକ୍‌ଡାଉନ୍‌ରେ କରିବେ ପରୀକ୍ଷା, କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସବୁଜ ସଙ୍କେତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ କରୋନା ଭାଇରସ୍ ର ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବଡ ନିଷ୍ପତ୍ତି ନେଇ କରୋନା ମହାମାରୀ ସମୟରେ ପରୀକ୍ଷା ଆୟୋଜନକୁ ସବୁଜ ସଙ୍କେତ ଦେଇଛନ୍ତି। … Read More

ବିନା ଯୁଦ୍ଧରେ ଜିତିଲା ଭାରତ !

ପ୍ରଧାନମନ୍ତ୍ରୀ ମୋଦୀ ଚୀନ୍‌ର ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇ ଲେହ ପରିଦର୍ଶନ କରିଥିଲେ, ଏବେ ଚୀନ୍‌ର ସେନା ବ୍ୟାଗ ପ୍ୟାକ୍ କରି ସୀମାରୁ ବାହାରିଗଲେ ।  ଚାଇନିଜ ଆପ୍ ଉପରେ ଭାରତୀୟ ଆକ୍ରମଣ ପରେ ଚୀନ୍ ଏବେ ଲାଇନକୁ ଆସୁଛି । … Read More

ପରଲୋକରେ ବରିଷ୍ଠ ବିଜେଡି ନେତା ବିଷ୍ଣୁ ଦାସ

ଭୁବନେଶ୍ବର, (ଓଡିଶା ଟାଇମ୍) :ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପରଲୋକ। ବିଜୁ ଜନତା ଦଳର ବରିଷ୍ଠ ସଦସ୍ୟ ବିଷ୍ଣୁ ଦାସ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଗତ କିଛି … Read More