ଚୀନ୍ ସଙ୍କଟ ବଢ଼ିଲା: ଆମେରିକାର ବୃହତ୍ତମ ଯୁଦ୍ଧ ଜାହାଜ ଆଣ୍ଡାମାନରେ ପହଞ୍ଚିଲା

ଦକ୍ଷିଣ ଚୀନ୍ ସାଗରରେ ଚୀନ୍‌କୁ ଏକ ଶକ୍ତିଶାଳୀ ବାର୍ତ୍ତା ଦେବା ପରେ ବର୍ତ୍ତମାନ ଆମେରିକାର ସୁପର କ୍ୟାରିଅର୍ ଆଣ୍ଡାମାନ ଏବଂ ନିକୋବରରେ ପହଞ୍ଚିଛି । ଆମେରିକୀୟ ବିମାନ ବାହକ ଭାରତୀୟ ନୌସେନା ସହିତ ଯୁଦ୍ଧଭ୍ୟାସ କରିପାରିବ । ଆମେରିକାର ଯୁଦ୍ଧ ଜାହାଜ … Read More

୭୦ ବର୍ଷରେ ନସିରୁଦ୍ଦିନ ଶାହା

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ବଲିଉଡର ଭେଟେରାନ୍ ଅଭିନେତା ନସିରୁଦ୍ଦିନ ଶାହା ଆଜି ୭୦ ବର୍ଷରେ ପଦାର୍ପଣ କରିଛନ୍ତି । ୧୯୫୦ ମସିହା ଜୁଲାଇ ୨୦ ତାରିଖରେ ସେ ଉତ୍ତର ପ୍ରଦେଶରେ ଜନ୍ମ ଗ୍ରହଣ କରିଥିଲେ । ସେ ଏଭଳି ଜଣେ କଳାକାର … Read More

ମଲ୍ଟିନ୍ୟାସନାଲ୍ କମ୍ପାନୀର ୨୮୮ କର୍ମଚାରୀ କରୋନା ପଜିଟିଭ୍

ହରିଦ୍ଵାର, (ଓଡିଶା ଟାଇମ୍) :ଏକ ମଲ୍ଟିନ୍ୟାସନାଲ କମ୍ପାନୀର ୨୮୮ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି କର୍ମଚାରୀ ଅଲଗା ଅଲଗା ଅଞ୍ଚଳରେ ରୁହନ୍ତି | ପଜିଟିଭ୍ ଚିହ୍ନଟ ହୋଇଥିବା ସଂକ୍ରମିତ ସାଧାରଣ ଲୋକଙ୍କ ସମ୍ପର୍କରେ ମଧ୍ୟ ଆସିଛନ୍ତି । … Read More

ଟ୍ରାକ୍ଟର ଚଳାଉଛନ୍ତି ସଲମାନ୍‌; ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍‌

ମୁମ୍ବାଇ, (ଓଡିଶା ଟାଇମ୍‌); ବଲିଉଡରେ ଭାଇଜାନ୍ ଭାବେ ପରିଚିତ ସଲମାନ୍ ଖାନ୍ କ୍ଷେତରେ ଟ୍ରାକ୍ଟର ଚଳାଉଥିବା ନଜର ଆସୁଛନ୍ତି । ଏହି ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ସଲମାନ୍ ଏବେ ପନବେଲ୍ ସ୍ଥିତ ତାଙ୍କ ଫାର୍ମହାଉସରେ … Read More

ଜନମଙ୍ଗଳ ସରକାର ଓ କୋକୁଆ ମାୟା

ବିଜ୍ଞାନ ଯୁଗରେ ଆମେ କଣ ପୁରାଣ ଯୁଗର କୋକୁଆ ମାୟାରେ ବାୟା ହୋଇ ଯିବା କି ? ଦେଶରେ ବା ରାଜ୍ୟରେ ଜନମଙ୍ଗଳ ସରକାର ଶାସନ କରୁଛନ୍ତି କିମ୍ବା କୋକୁଆ ମାୟା ତିଆରୁଛନ୍ତି? ଏଭଳି ପ୍ରଶ୍ନ ଆଜି ଅନେକଙ୍କୁ ଆନ୍ଦୋଳିତ କରୁଛି, … Read More

ରାଜ୍ୟରେ ଆଜି ଆଉ ୬ ମୁଣ୍ଡ ନେଲା କରୋନା

ଭୁବନେଶ୍ବର, (ଓଡିଶା ଟାଇମ୍) :ଆଜି ରାଜ୍ୟରେ ୬୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ … Read More

ରାଜ୍ୟରେ ଆଉ ୬୭୩ କରୋନା ପଜିଟିଭ୍ ଚିହ୍ନଟ, ୧୮୦୦୦ ଟପିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୧୧୦ ରେ ପହଞ୍ଚିଛି । ଏନେଇ ରାଜ୍ୟ … Read More

କୁଖ୍ୟାତ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ପୋଷ୍ଟମର୍ଟମ ରିପୋର୍ଟ କ’ଣ କହୁଛି, ପଢନ୍ତୁ

ଭୁବନେଶ୍ୱର, (ଓଡିଶା ଟାଇମ୍‌): ବହୁ ଚର୍ଚ୍ଚିତ ତଥା କୁଖ୍ୟାତ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ପୋଷ୍ଟମର୍ଟମ ରିପୋର୍ଟ ସୋମବାର ଦିନ ଆସିଛି । ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ ଗୁଳି ବାଜିବା ପରେ ଶରୀରରୁ ଅଧିକ ରକ୍ତ ବାହାରିବା ଯୋଗୁଁ ବିକାଶର ମୃତ୍ୟୁ ଘଟିଛି … Read More

“ଟିକଟକ୍ କେବଳ ନମୁନା ଥିଲା”, ବର୍ତ୍ତମାନ ପିଏମ ମୋଦୀଙ୍କ ରାଡାରରେ ପିଏଲଏ ଏବଂ ଆଲିବାବା

ଯେତେବେଳେ ଭାରତ ଚୀନ୍‌ର ୫୯ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ସ୍ଥିର କଲା, ସେତେବେଳେ ଲୋକମାନେ ଜାଣି ନଥିଲେ ଯେ ଭାରତ ସରକାରଙ୍କ ଏହି ପଦକ୍ଷେପ ବର୍ତ୍ତମାନ ଆରମ୍ଭ ହେଉଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଦେଶକୁ ଚୀନ୍ … Read More

ବାଲେଶ୍ୱରରୁ ବିରଳ ହଳଦିଆ ରଙ୍ଗର କଇଁଛ ଉଦ୍ଧାର

ବାଲେଶ୍ୱର, (ଓଡିଶା ଟାଇମ୍‌): ବାଲେଶ୍ୱର ଜିଲ୍ଲାରେ ଗତ ରବିବାର ଦିନ ସ୍ଥାନୀୟ ଗ୍ରାମବାସୀ ମାନେ ଏକ ବିରଳ ପ୍ରଜାତିର କଇଁଛକୁ ଠାବ କରିଛନ୍ତି । ଉଦ୍ଧାର କଇଁଛ ଏକ ବିରଳ ପ୍ରଜାତିର ବୋଲି ଜଣେ ବରିଷ୍ଠ ବନ ଅଧିକାରୀ ସୂଚନା ଦେଇଛନ୍ତି … Read More