ଘରୋଇ ବସ୍ ପାଇଁ ଟାକ୍ସ ରିହାତି କଲେ ସରକାର

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ କରୋନା ମହାମାରୀ ନିଜର କାୟାବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି । ଯାହାକି ସରକାର ମହାମାରୀକୁ ରୋକିବା ଲାଗି ଲକ୍ ଡାଉନ୍ ବ୍ୟବସ୍ଥା କରିଛନ୍ତି । ଏହି … Read More

ଭଲ ଖବର: ରାଜ୍ୟରେ ପୁଣି ସୁସ୍ଥ ହେଲେ ୪୫୭ ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ଆଉ ୪୫୭ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ମୋଟ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୧୨,୯୦୯ରେ ପହଁଚିଛି । ଗଞ୍ଜାମ ଜିଲ୍ଲାରୁ ୧୧୮, ନୟାଗଡ଼ରୁ ୫୩, କଟକରୁ … Read More

କରୋନା ଯୋଦ୍ଧାଙ୍କୁ ମିଳିବ ପ୍ରୋତ୍ସାହନ ରାଶି

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ କରୋନା ମହାମାରୀ ମାଡି ମାଡି ଚାଲିଥିବା ବେଳେ ସେମାନଙ୍କ ସେବାରେ ଲାଗିପଡିଛନ୍ତି କରୋନା ଯୋଦ୍ଧା । ଏନେଇ ରାଜ୍ୟରେ କୋଭିଡ ସେବକଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି । କେବଳ କରୋନା ପଜିଟିଭ … Read More

ରାଜଧାନୀରୁ ଆଉ ୪୯ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) :ଭୁବନେଶ୍ୱରରୁ ଆଉ ୪୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩୪ଜଣ କ୍ୱାରେଣ୍ଟାଇନରେ ରହିଥିବା ବେଳେ ୧୫ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏକ ସରକାରୀ ଅଫିସର ୩୮ ବର୍ଷୀୟ କର୍ମଚାରୀ, ୟୁନିନ-୩ର … Read More

ଦେଶୀ କରୋନା ଭ୍ୟାକ୍ସିନର ସବୁଠାରୁ ବଡ ପରୀକ୍ଷା, ଏମ୍ସରେ ୧୦୦ ଲୋକଙ୍କୁ ଡୋଜ୍ ଦିଆଯିବ

ଭାରତରେ ନିର୍ମିତ ପ୍ରଥମ କରୋନା ଭୂତାଣୁ ଟୀକା କୋଭାକ୍ସିନ୍‌ ମାନବ ପରୀକ୍ଷା ଦିଲ୍ଲୀର ଏମ୍ସରେ ଆରମ୍ଭ ହେଉଛି । ଏହି ପରୀକ୍ଷା ପରିଚାଳନା କରୁଥିବା ମୁଖ୍ୟ ଅନୁସନ୍ଧାନକାରୀ ଡା. ସଞ୍ଜୟ ରାୟ ଅଲ ଇଣ୍ଡିଆ ରେଡ଼ିଓକୁ କହିଛନ୍ତି ଯେ ପଞ୍ଜୀକରଣ ପ୍ରକ୍ରିୟା … Read More

ଆସନ୍ତାକାଲିଠାରୁ ନବରଙ୍ଗପୁର ସଟଡାଉନ

ନବରଙ୍ଗପୁର, (ଓଡିଶା ଟାଇମ୍) : ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି । ଏହାରି ମଧ୍ୟରେ ନବରଙ୍ଗପୁର ଜିଲ୍ଲାକୁ ସଟଡାଉନ କରାଯିବାକୁ ଘୋଷଣା କରାଯାଇଛି । ଆସନ୍ତାକାଲି ସକାଳ ୫ଟାରୁ ୨୨ ତାରିଖ ମଧ୍ୟରାତ୍ରୀ ଯାଏଁ ନବରଙ୍ଗପୁର … Read More

ବୁଡ଼ୁଛି ଅର୍ଥନୀତି- ଗ୍ଲୋବାଲ୍ ସିଇଓଙ୍କ ଶରଣରେ ଗ୍ରେଟ୍ ଜିନ୍‌ପିଙ୍ଗ୍‌

ଏକ ସମୟରେ ଯେତେବେଳେ ଫେସବୁକ୍‌ ଭଳି ବଡ଼ ଆମେରିକୀୟ କମ୍ପାନୀ, ଗୁଗୁଲ ଭାରତରେ ଏକ ବଡ଼ ଢଙ୍ଗରେ ପୁଞ୍ଜି ବିନିଯୋଗ କରୁଛନ୍ତି, ଏହି ସମୟରେ ଚୀନ୍‌ରେ ଶିଳ୍ପ ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି ହେବ ବୋଲି ଜିନ୍‌ପିଙ୍ଗ୍‌ ବିଦେଶୀ ଶିଳ୍ପପତିମାନଙ୍କୁ … Read More

ଟ୍ବିନ୍‌ସିଟିରେ ଦାୟିତ୍ଵ ନେଲେ ନୂଆ ଡିସିପି

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ଦାୟିତ୍ୱଭାର ଗ୍ରହଣ କରିଛନ୍ତି ଟ୍ୱିନସିଟିର ଦୁଇ ନବ ନିଯୁକ୍ତ ଡିସିପି । ଭୁବନେଶ୍ୱରର ନୂଆ ଡ଼ିସିପି ଭାବେ ଦାୟିତ୍ୱ ନେଇଛନ୍ତି ଉମାଶଙ୍କର ଦାସ । ପୋଲିସ ସେବା ଭବନରେ ଅନୁପ ସାହୁଙ୍କ ଠାରୁ ସେ … Read More

ପାକିସ୍ତାନର ଟଙ୍କାରେ ବ୍ରିଟିଶ ଲେବର ପାର୍ଟିର ସାଂସଦଙ୍କର ଭାରତ ବିରୋଧି ପଦକ୍ଷେପ

ଲେବର ପାର୍ଟିର ସାଂସଦ ଡେବି ଆବ୍ରହାମ୍‌ସଙ୍କ ବିଷୟରେ ମନେ ଅଛି ନା ନାହି ? ହଁ, ଡେବି, ଯିଏ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନର ଆଭିମୁଖ୍ୟକୁ ପ୍ରୋତ୍ସାହିତ କରିଥିଲେ ଏବଂ ତା’ପରେ ଭାରତ ତାଙ୍କ ଭିସା ବାତିଲ କରିଦେଇଥିଲା ? … Read More

ଛତୁ ଖାଇବା ଦ୍ୱାରା ଏହି ସବୁ ରୋଗ ହୋଇନଥାଏ, ଜାଣନ୍ତୁ କିପରି ?

(ଓଡିଶା ଟାଇମ୍) :ଛତୁ କାହାକୁ ଭଲ ନଲାଗେ ।  ଭାରତୀୟ ଖାଦ୍ୟରେ ଛତୁର ଲୋକପ୍ରିୟତା ବେଶି ରହିଥାଏ । ଭାରତର ଛୋଟ ଢାବାଠାରୁ ଆରମ୍ଭ କରି ବଡ଼ ବଡ଼ ରେଷ୍ଟୁରାଣ୍ଟ ପର୍ଯ୍ୟନ୍ତ ସବୁଠି ଛତୁକୁ ନେଇ ନାନା ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ … Read More