ଆଜି ଗୋଟିଏ ଦିନରେ ସୁସ୍ଥ ହେଲେ ସର୍ବାଧିକ ୧୮୧୦ କରୋନା ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ସର୍ବାଧିକ ୧୮୧୦ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ମୋଟ୍ ୨୮୬୯୭ ଜଣ ଆରୋଗ୍ୟ ଲାଭ କରିଛନ୍ତି । ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ … Read More

ରାଜଧାନୀରୁ ଆଉ ୧୦୧ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜଧାନୀ ଭୁବନେଶ୍ୱରରୁ ଶୁକ୍ରବାର ଆହୁରି ୧୦୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରେ କ୍ୱାରେଣ୍ଟାଇନରୁ ୫୨ ଜଣ ଥିବା ବେଳେ ୪୯ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ସେହିପରି ୧୦୬ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି … Read More

ଆସନ୍ତକାଲିଠୁ ରାଜ୍ୟରେ ୧୧ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟରେ ଆସନ୍ତାକାଲିଠାରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅଗଷ୍ଟ ୯ରେ ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ହେବା କାରଣରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅଗଷ୍ଟ ୭ରେ … Read More

ଜୟପୁର ଉପ-କାରାଗାରରେ ଦୁଇ ବିଚାରାଧିନ କଏଦୀ କରୋନା ସଂକ୍ରମିତ

ଜୟପୁର, (ଓଡିଶା ଟାଇମ୍) : ଜୟପୁର ଉପ କାରାଗାରରେ ବିଚାରାଧିନ କଏଦୀଙ୍କୁ କରୋନା । ଦୁଇ ଜଣ କଏଦୀ କରୋନାରେ ସଂକ୍ରମିତ ହୋଇଥିବା କୋରାପୁଟ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏମାନଙ୍କୁ କାରାଗାରରେ ଏକ ସ୍ବତନ୍ତ୍ର କରୋନା ଆଇସୋଲେସନ ଓ୍ବାର୍ଡରେ ରଖାଯାଇଥିବା … Read More

ରାମ ମନ୍ଦିର ପ୍ରସଙ୍ଗରେ ଓୱାଇସି କଂଗ୍ରେସକୁ ବଦନାମ୍‌ କରି AIMIMକୁ ମୁସଲମାନମାନଙ୍କର ଦଳ ଘୋଷଣା କରିବାକୁ ଚାହୁଁଛନ୍ତି

କିଛି ବି କୁହନ୍ତୁ, କିନ୍ତୁ ଅସାଦୁଦ୍ଦିନ ଓୱାଇସି ସଂପୂର୍ଣ୍ଣ ଖରାପ ବ୍ୟକ୍ତି ନୁହଁନ୍ତି । ତାଙ୍କର ମତ ଯେତେ ସଂକୀର୍ଣ୍ଣ ଏବଂ ଅଯୌକ୍ତିକ ହେଲେ ବି  ସେଗୁଡ଼ିକର ସଂସ୍କୃତି ଏବଂ ଏହାର ପ୍ରତିରକ୍ଷା ପାଇଁ ସେମାନେ ସମ୍ପୂର୍ଣ୍ଣ ପ୍ରତିବଦ୍ଧ । ଏହାକୁ … Read More

ନୂଆ ଶିକ୍ଷା ନୀତିରେ ସଶକ୍ତ ହେବ ଭାରତ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ଦେଶରେ ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ଦେଶବାସୀଙ୍କୁ ସମ୍ବୋଧିତ କରଛନ୍ତି । ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏକ କନକ୍ଲେଭରେ ଉଚ୍ଚ ଶିକ୍ଷା ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ … Read More

‘ତୁର୍କୀ ଭାରତ ବିରୋଧୀ କାର୍ଯ୍ୟକଳାପକୁ ଅର୍ଥ ପ୍ରଦାନ କରୁଛି’, ଚୀନ୍ ଏବଂ ପାକିସ୍ତାନ ଅପେକ୍ଷା ତୁର୍କୀର ଉଦ୍ଦେଶ୍ୟ ଅଧିକ ବିପଜ୍ଜନକ

ଇଦ୍-ଉଲ୍-ଉଜାହ୍‌ ଅବସରରେ ତୁର୍କୀ ରାଷ୍ଟ୍ରପତି ରିସେପ୍ ତାଇପ ଏର୍ଦାଗନ ପାକିସ୍ତାନର ରାଷ୍ଟ୍ରପତି ଆରିଫ୍ ଅଲଭି ଏବଂ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ସହ କଥାହୋଇ କାଶ୍ମୀରରେ ପାକିସ୍ତାନକୁ ସମର୍ଥନ କରିବେ ବୋଲି କହିଛନ୍ତି । ଗତବର୍ଷ ପାକିସ୍ତାନକୁ ସମର୍ଥନ କରି ତୁର୍କୀ ମଧ୍ୟ … Read More

ପାକିସ୍ତାନୀ ମୌଳବାଦୀଙ୍କ କାଶ୍ମୀର ରାଲି ଉପରେ ସିନ୍ଧୁଦେଶ ସେନାର ଗ୍ରେନେଡ଼୍‌ମାଡ଼

ନିକଟରେ ପାକିସ୍ତାନରେ ଏକ ରାଲିରେ ଗ୍ରେନେଡ଼୍‌ ଆକ୍ରମଣ ପରେ ପାକିସ୍ତାନ ଏବଂ ଚୀନ୍ ଏକ ନୂଆ ଭୟର ସମ୍ମୁଖୀନ ହେବାକୁ ଲାଗିଛନ୍ତି । ଏହି ଭୟ ହେଉଛି ସିନ୍ଧୁଦେଶ ବିପ୍ଳବୀ ସେନା (ଏସଆରଏ) । ଅଗଷ୍ଟ ୫ରେ, ପାକିସ୍ତାନର ଜମାତ-ଇ-ଇସ୍‌ଲାମିର ଏକ … Read More

ରାଜ୍ୟରେ ୯୦୫ ନୂଆ ପୁଲିସ ପଦବୀ ସହ ୬ଟି ନୂଆ ଥାନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟ ପୋଲିସରେ ନୂଆ ନିଯୁକ୍ତିକୁ ମଞ୍ଜୁରି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ପୋଲିସର ୯୦୫ ପଦବୀରେ ନିଯୁକ୍ତି ପାଇଁ ଅନୁମତି ମିଳିଛି । ୨୨୦ ପୋଲିସ ଷ୍ଟେସନ ପାଇଁ ୯୦୫ ପଦବୀକୁ ଓ … Read More

୩ଦିନ ପାଇଁ ସଟଡାଉନ ରହିବ ନବରଙ୍ଗପୁର ଜିଲ୍ଲା

ନବରଙ୍ଗପୁର, (ଓଡିଶା ଟାଇମ୍) : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ ସବୁ ଜିଲ୍ଲାରେ କରୋନା ମୁକାବିଲା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ସେହିପରି ନବରଙ୍ଗପୁର ଜିଲ୍ଲାରେ ମଧ୍ୟଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ … Read More