ରାଜ୍ୟରେ ଚିହ୍ନଟ ହେଲେ ୧୬୪୩ କରୋନା ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ୧୬୪୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୪୧୯୩ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ … Read More

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଡାକ୍ତର କରୋନା ପଜିଟିଭ

ଭଦ୍ରକ, (ଓଡିଶା ଟାଇମ୍) :ଭଦ୍ରକ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରୁ ଜଣେ ଡାକ୍ତର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି । ଏହାପରେ  ୪୮ ଘଣ୍ଟା ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟର OPD ସେବା ରହିବ ବୋଲି ଘୋଷଣ କରାଯାଇଛି । ସୂଚନାଯୋଗ୍ୟ ଯେ, … Read More

ପୂର୍ବ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ, ଚିକିତ୍ସାଧିନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ

ଭଦ୍ରକ, (ଓଡିଶା ଟାଇମ୍) :ପୂର୍ବ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ । ଚିକିତ୍ସାଧିନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ହୋଇଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ଘଣ୍ଟେଶ୍ଵର ବଜରାପୁର ପଞ୍ଚାୟତ ଷଣ୍ଢଗଡା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା । ସୂଚନା … Read More

ଗଜପତି ଜିଲ୍ଲାରେ ମୃଦୁ ଭୁମିକମ୍ପ ଝଟକା, ଲୋକେ ଭୟଭୀତ

ଗଜପତି,(ଓଡିଶା ଟାଇମ୍): ଗଜପତି ଜିଲ୍ଲାରେ ଶନିବାର ଭୋର ସମୟରେ ମୃଦୁ ଭୁମିକମ୍ପ ଝଟକା ଅନୁଭୂତ ହୋଇଛି । ଆଜି ଭୋର ୭ଟା ୧୦ମି.ରେ ଅନୁଭୂତ ହୋଇଥିବା ଏହି ଭୁମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୮ ରହିଛି । ଭୁବନେଶ୍ୱର ସ୍ଥିତ ମେଟ୍ରୋଲେଜିକାଲ୍ … Read More

ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି; ଦିନକରେ ୬୧,୫୩୭ ଆକ୍ରାନ୍ତ ଓ ୯୩୩ ମୃତ

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୨୦ ଲକ୍ଷ ୮୮ ହଜାର ୬୧୨ରୁ ଅଧିକ ଟପିଛି । ଦେଶରେ କରୋନା … Read More

ହୀରାକୁଦ ଡ୍ୟାମ୍‌ର ଖୋଲିଲା ଆଉ ଗୋଟିଏ ଗେଟ୍

ସମ୍ବଲପୁର, (ଓଡିଶା ଟାଇମ୍) : ସମ୍ବଲପୁରରେ ଖୋଲିଲା ହୀରାକୁଦ ଡ୍ୟାମ୍‌ର ଗୋଟିଏ ଗେଟ୍।ଏବେ ମୋଟ ୮ଟି ଗେଟ୍ ଦେଇ ଡ୍ୟାମ୍‌ରୁ ଜଳ ନିଷ୍କାସନ ଜାରି ରହିଛି। ଲଘୁଚାପ ଯୋଗୁଁ ରାଜ୍ୟର କେତେକ ଜିଲ୍ଲା ରେ ବର୍ଷା ହେଉଛି। ସେହିପରି ଆଗାମୀ ୧୧ତାରିଖ … Read More

କେରଳ ବିମାନ ଦୁର୍ଘଟଣା: ୨ ପାଇଲଟଙ୍କ ସମେତ ୧୮ ମୃତ

କୋଝିକୋଡ, (ଓଡିଶା ଟାଇମ୍‌): କେରଳ କୋଝିକୋଡ଼ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୮ରେ ପହଞ୍ଚିଛି । ଆହତଙ୍କ ମଧ୍ୟରେ ଦୁଇ ଜଣ ପାଇଲଟ ରହିଥିବା ବେଳେ ୧୨୭ ଜଣ ଆହତ ହୋଇଛନ୍ତି । ନ୍ୟୁଜ ଏଜେନ୍ସି ଏଏନଆଇର ରିପୋର୍ଟ ଅନୁଯାୟୀ ଦୁବାଇରୁ … Read More

କେରଳ ବିମାନ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଲା, ୧୨୩ ଆହତଙ୍କ ମଧ୍ୟରୁ ୧୫ ଗୁରୁତର

କୋଝିକୋଡ଼, (ଓଡିଶା ଟାଇମ୍) : କେରଳ କୋଝିକୋଡ଼ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଛି । ୧୨୩ ଜଣ ଆହତ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି । ଦୁବାଇରୁ ଆସୁଥିବା ଆଇଏକ୍ସ-୧୩୪୪ … Read More

କେରଳ କୋଝିକୋଡ଼େରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ

କେରଳ, (ଓଡିଶା ଟାଇମ୍) :କେରଳ କୋଝିକୋଡ଼ରେ ଆଜି ଏକ ବଡ ଧରଣର ବିମାନ ଦୁର୍ଘଟଣା ଘଟିଛି। କୋଝିକୋଡ଼ କରିପୁର ବିମାନବନ୍ଦରରେ ଅବତରଣ ବେଳେ ଏୟାର ଇଣ୍ଡିଆ ବିମାନ ବି-୭୩୭ ରନୱେରେ ସ୍ଲିପ୍‌ ହୋଇ ଘାଟିକୁ ଖସିପଡିଛି। ଫଳରେ ପାଇଲଟ୍‌ ଓ ଅନ୍ୟ … Read More

କର୍ପୂରରେ କେଉଁ ସବୁ ଗୁଣ ରହିଛି, ଜାଣନ୍ତୁ

ଭୁବନେଶ୍ୱର, (ଓଡିଶା ଟାଇମ୍‌): ପ୍ରତ୍ୟେକ ଲୋକଙ୍କ ଘରେ କର୍ପୂରକୁ ପୂଜାର୍ଚ୍ଚନାରେ ବ୍ୟବହାର କରିଥାନ୍ତି । କର୍ପୂର ଯେ ଖାଲି ପୂଜାର୍ଚ୍ଚନାରେ ବ୍ୟବହାର ହୋଇଥାଏ ତା’ନୁହେଁ ଗନ୍ଧ କର୍ପୁରକୁ ଇନଫେକ୍ସନ୍ ଦୂର କରିବା ଓ କେଶ ସମସ୍ୟା ଦୂର କରିବାରେ ମଧ୍ୟ ବ୍ୟବହାର … Read More