ଭୁବନେଶ୍ୱରରେ ଆଜି ୧୬୬ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ଭୁବନେଶ୍ୱରରୁ ୧୬୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୯୮ ଓ ସ୍ଥାନୀୟ ଅଞ୍ଚଳରୁ ୬୮ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୧୧୩ ଜଣ ସୁସ୍ଥ … Read More

କଟକରେ କରୋନା: ସୁସ୍ଥ ହାର ୬୬.୦୩%, ମୃତ୍ୟୁ ହାର ୦.୦୧ ପ୍ରତିଶତ

କଟକ, (ଓଡିଶା ଟାଇମ୍) : କଟକରେ କରୋନା ସ୍ଥିତି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି ଯେ, ଅଧିକ ପରୀକ୍ଷା ଯୋଗୁଁ ଅଧିକ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । … Read More

ପାଚନ ସମସ୍ୟାରୁ ଉପଶମ ଦିଏ ଗୁଜୁରାତି

ଭୁବନେଶ୍ୱର, (ଓଡିଶା ଟାଇମ୍‌): ସାଧାରଣତଃ ବଜାରରେ ଦୁଇ ପ୍ରକାରର ଅଳେଇଚ ମିଳିଥାଏ । ଗୋଟିଏ ବଡ ଓ ଅନ୍ୟଟି ଛୋଟ । ଛୋଟ ସବୁଜ ଅଳେଇଚକୁ ଗୁଜୁରାତି ବୋଲି କୁହାଯାଇଥାଏ । ଭାରତରେ ଏହାକୁ ଗରମ ମସଲା ଭାବେ ବ୍ୟବହାର କରାଯାଇ … Read More

“ଭାରତ ବିରୁଦ୍ଧରେ ଯିବା ଏକ ବଡ଼ ଭୁଲ ଥିଲା”, ବିନାଶ ପରେ ମହାଥୀର୍‌ଙ୍କ ବୁଦ୍ଧି ଆସିଲା

ଭୁଲ୍‌ ପ୍ରତ୍ୟେକ ମଣିଷ ସହିତ ଘଟେ, ଏବଂ ଏହା ସ୍ୱାଭାବିକ, କିନ୍ତୁ ବହୁତ କମ୍ ଲୋକ ସେହି ଭୁଲ୍‌କୁ ଗ୍ରହଣ କରିବାକୁ ସାହସ କରନ୍ତି । ମାଲେସିଆର ପୂର୍ବତନ ରାଜ୍ୟ ମୁଖ୍ୟ ମହାଥୀର୍‌ ମହମ୍ମଦ ଏକ ସାକ୍ଷାତ୍‌କାରରେ ସ୍ୱୀକାର କରିଛନ୍ତି ଯେ … Read More

ସୁଶାନ୍ତ ସିଂହ ରାଜପୁତଙ୍କ ସିଏ’ଙ୍କ ଆକାଉଣ୍ଟକୁ ଯାଇଛି ମୋଟା ଅଙ୍କର ଅର୍ଥ!

ମୁମ୍ବାଇ, (ଓଡିଶା ଟାଇମ୍‌): ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ମନି ଲଣ୍ଡରିଂ ନେଇ ଇଡି ପକ୍ଷରୁ ଖୋଳତାଡ ଆରମ୍ଭ ହୋଇଥିବା ବେଳେ ଦିନକୁ ଦିନ ନୂଆ ଖବର ସାମ୍ମନାକୁ ଆସୁଛି । ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ … Read More

ବିଜୟୱାଡା ଅଗ୍ନିକାଣ୍ଡ: ହସ୍ପିଟାଲ ଓ ହୋଟେଲ୍ ବିରୋଧରେ ପୋଲିସରେ ଏଫଆଇଆର ଦାଏର

ବିଜୟୱାଡା, (ଓଡିଶା ଟାଇମ୍‌): ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ଥିବା ଏକ କୋଭିଡ କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଫଳରେ ମୃତ୍ୟୁ ସଂଖ୍ୟା ୧୧କୁ ଛୁଇଁଛି । ସୂଚନାନୁଯାୟୀ, ରମେଶ ହସ୍ପିଟାଲ ପକ୍ଷରୁ କରୋନା ରୋଗୀଙ୍କ ଚିକିତ୍ସା ଲାଗି ସ୍ୱର୍ଣ୍ଣ ପାଲେସ୍ ହୋଟେଲ୍ ସହ ବୁଝାମଣା … Read More

ଅକସାଇଚୀନ୍ ଛାଡ଼ିବାକୁ ତାଜିକିସ୍ତାନ ଉପରେ ଚୀନ୍‌ର ଦାବି, କିନ୍ତୁ ପୁଟିନ୍ ମଧ୍ୟ ଏସିଆରେ ଚୀନ୍‌ ଦଖଲକୁ ପସନ୍ଦ କରନ୍ତି ନାହିଁ

ଚୀନ୍ ବିସ୍ତାରବାଦୀ ନୀତି ଅନୁସରଣ କରେ, ଏହାର ପ୍ରତ୍ୟେକ ପଦକ୍ଷେପ ପଛରେ ଏକ ଭୌଗୋଳିକ କାରଣ ସହିତ ଜଣାଶୁଣା । ଉଦାହରଣସ୍ୱରୂପ, ତାଜିକିସ୍ତାନ ଉପରେ ଚୀନ୍ ଦେଇଥିବା ଦାବିକୁ ନିକଟରେ ଜଣେ ଚୀନ୍‌ର ଐତିହାସିକ ଲେଖିଛନ୍ତି ଯେ ତାଜିକିସ୍ତାନର ପାମିର ଅଞ୍ଚଳ … Read More

ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉପହାର; ଶୁଭାରମ୍ଭ କଲେ ୧ ଲକ୍ଷ କୋଟିର କୃଷି ଭିତ୍ତିଭୂମି ପାଣ୍ଠି

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ପ୍ରଧାନମନ୍ତ୍ରୀ ମୋଦି କୃଷି ଭିତ୍ତିଭୂମି ପାଣ୍ଠି ଅନୁସାରେ ଏକ ଲକ୍ଷ କୋଟି ଟଙ୍କା ଆର୍ଥିକ ସୁବିଧା ଆରମ୍ଭ କରିଛନ୍ତି । ଏହି ପାଣ୍ଠି କୃଷି ଉଦ୍ୟୋଗୀ, ଷ୍ଟାର୍ଟଅପ୍, କୃଷି କ୍ଷେତ୍ରରେ ଟେକ୍ନୋଲୋଜି କମ୍ପାନୀ ଏବଂ କୃଷକ … Read More

କାମାକ୍ଷାନଗର ଏନ୍ଏସି ୩ ଦିନ ପାଇଁ ସଟ୍‌ଡାଉନ୍‌

ଢେଙ୍କାନାଳ , (ଓଡିଶା ଟାଇମ୍) : ଢେଙ୍କାନାଳ ଜିଲ୍ଲାରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏହିପ୍ରରିପ୍ରେକ୍ଷୀରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ଅଂଚଳକୁ ୩ ଦିନ ପାଇଁ ସଟ୍‌ଡାଉନ ଘୋଷଣା କରାଯାଇଛି । ଏନେଇ … Read More

ସାଉଦି ଆରବ ପାକିସ୍ତାନକୁ ତାର ଔକାତ୍‌ ଦେଖାଇଲା- ଉଧାରରେ ତୈଳ ଯୋଗାଣ ବନ୍ଦ

ସମଗ୍ର ବିଶ୍ୱରେ ପାକିସ୍ତାନ ହେଉଛି ଏକମାତ୍ର ଦେଶ ଯିଏ ଏହାର ଅଞ୍ଚଳ ବାହାରେ ଅନ୍ୟ ଦେଶର ସରକାରଙ୍କୁ ଧମକ ଦେବା ବନ୍ଦ କରେ ନାହିଁ, ଯଦିଓ ଏହାର ଫଳାଫଳ ଭାବରେ କେବଳ ଯନ୍ତ୍ରଣା ଭୋଗିବାକୁ ପଡ଼ିବ । ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ … Read More