ଗୌତମ ବୁଦ୍ଧଙ୍କ ଜନ୍ମସ୍ଥଳୀକୁ ନେଇ ଏଭଳି ଜବାବ ରଖିଲା ଭାରତ

ନୂଆଦି‌ଲ୍ଲୀ, (ଓଡିଶା ଟାଇମ୍‌): ଗୌତମ ବୁଦ୍ଧଙ୍କ ଜନ୍ମସ୍ଥଳୀକୁ ନେଇ ହେଉଥିବା ବିବାଦ ସମ୍ପର୍କରେ ଜବାବ ଦେଇଛନ୍ତି ଭାରତର ବୈଦେଶିକ ମନ୍ତ୍ରଣାଳୟ । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସିଆଇଆଇ ସମ୍ମିଳନୀରେ ଏସ୍‌. ଜୟଶଙ୍କର ‘ ’ ସମ୍ପର୍କରେ … Read More

କରୋନା ଲଢେଇରେ ଆଖିବୁଜିଲେ ୨ କରୋନା ଯୋଦ୍ଧା

ପୁରୀ, (ଓଡିଶା ଟାଇମ୍) : କରୋନାରେ ଦୁଇ ପୋଲିସ ଯୋଦ୍ଧାଙ୍କ ଜୀବନ ଯାଇଛି । କରୋନା ସହ ସମ୍ମୁଖ ଲଢ଼େଇ କରୁ କରୁ ସେମାନଙ୍କ ଜୀବନ ଦୀପ ଲିଭିଯାଇଛି । ଏହି ଦୁଇ ଯୋଦ୍ଧା ହେଲେ ପୁରୀ ଜିଲ୍ଲାର କନେଷ୍ଟବଳ ଶୁଭ୍ରାଂଶୁ … Read More

ରାଜ୍ୟରେ ମନ୍ଦିର ଖୋଲିବା ପ୍ରସଙ୍ଗ, ଆଜି ଶୁଣାଣି କରିବେ ହାଇକୋର୍ଟ

ଭୁବନେଶ୍ବର, (ଓଡିଶା ଟାଇମ୍) :ପୁରୀ ଶ୍ରୀମନ୍ଦିର ସମେତ ରାଜ୍ୟର ଅନ୍ୟ ମନ୍ଦିର ଖୋଲିବା ସମ୍ପର୍କିତ ମାମଲାରେ ଆଜି ଶୁଣାଣି କରିବେ ମାନ୍ୟବର ହାଇକୋର୍ଟ । ହାଇକୋର୍ଟରେ ଦାୟର ହୋଇଥିବା ଜନସ୍ବାର୍ଥ ମାମଲା ଉପରେ ଆଜି ଶୁଣାଣି ହେବ । ରାଜ୍ୟରେ ମନ୍ଦିର … Read More

ବଢୁଛି କରୋନା ସଂକ୍ରମଣ, ୨ଦିନ ପାଇଁ ଏନ୍ଏସି ସଟ୍‌ଡାଉନ୍‌

କଳାହାଣ୍ଡି, (ଓଡିଶା ଟାଇମ୍) :କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ କେସିଙ୍ଗା ଏନ୍ଏସିକୁ ସଟଡାଉନ୍ ଘୋଷଣା କରାଯାଇଛି । ଆଜି ଓ ଆସନ୍ତାକାଲି ସଟଡାଉନ ରହିବ କେସିଙ୍ଗା … Read More

ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି; ଦିନକରେ ୬୨,୦୬୪ ଆକ୍ରାନ୍ତ ଓ ୧୦୦୭ ମୃତ

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୨୨ ଲକ୍ଷ ୧୫ ହଜାର ୦୭୫ରୁ ଅଧିକ ଟପିଛି । ଦେଶରେ କରୋନା … Read More

ଆୟୁଷ୍ମାନଙ୍କୁ ଚାପଲୁସ୍ ଆଉଟସାଇଡର କହିଲେ କଙ୍ଗନା

ମୁମ୍ବାଇ, (ଓଡିଶା ଟାଇମ୍‌): ବଲିଉଡର ବିବାଦୀୟ କୁଇନ୍ ଭାବେ ପରିଚିତ କଙ୍ଗନା ରଣାୱତ ଅନେକ ସମୟରେ ନିଜ କଥା ପାଇଁ ବିବାଦରେ ରହିଥାନ୍ତି । ଏପରିକି ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ସେ ବଲିଉଡର ନେପୋଟିଜମ ତଥା ଗ୍ରୁପୁଜିମକୁ ଟାଗେର୍ଟ … Read More

“ଭାଇ, ନିର୍ବାଚନରେ ଏଠାକୁ ଆସ ନାହିଁ”, ବିହାର କଂଗ୍ରେସ ଚତୁରତାର ସହ ରାହୁଲଙ୍କୁ କହିଛି

ବିହାର ନିର୍ବାଚନ ପାଇଁ ଆଉ ମାତ୍ର କିଛି ମାସ ବାକି ଅଛି ଏବଂ କଂଗ୍ରେସ ହାଇକମାଣ୍ଡ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରି ନିର୍ବାଚନ ପ୍ରଚାର ଆଗକୁ ନେବାକୁ ନିଷ୍ପତ୍ତି … Read More

ମାଇକ୍ରୋସଫ୍ଟ-ଟିକ୍‌ଟକ୍‌ ଚୁକ୍ତିରେ ଟ୍ୱିଟର ଭୟଭୀତ- କିଣିବା ଦୌଡ଼ରେ ସାମିଲ

ଆମେରିକା ଟିକ୍‌ଟକ୍‌ର ପ୍ୟାରେଣ୍ଟ୍ କମ୍ପାନୀ ‘ବାଇଟ୍ ଡାନ୍ସ’କୁ ନିଷିଦ୍ଧ କରିଛି, ତେଣୁ ବର୍ତ୍ତମାନ ଟିକ୍‌ଟକ୍‌କୁ ଆମେରିକାରୁ ବ୍ୟବସାୟ ବନ୍ଦ କରିବାକୁ ପଡ଼ିବ କିମ୍ବା ଏହାର କେବଳ ଗୋଟିଏ ଉପାୟ ଅଛି ଯେ ଅନ୍ୟ କୌଣସି କମ୍ପାନୀ ଏହି ଆପ୍ କିଣି ପାରିବେ। … Read More

ମୋଦୀଙ୍କ ୬ଜଣ ମନ୍ତ୍ରୀ ଚୀନ୍‌ ପାଇଁ ଦୁଃସ୍ୱପ୍ନ ପାଲଟିଛନ୍ତି

ଚୀନ୍‌ ବିରୋଧୀ ମାନସିକତା ବିଶ୍ୱବ୍ୟାପୀ ସର୍ବୋଚ୍ଚ ସ୍ତରରେ ଅଛି, କିନ୍ତୁ କେବଳ କିଛି ଦେଶ ଅଛନ୍ତି ଯେଉଁମାନେ ଚୀନ୍ ବିରୁଦ୍ଧରେ ଦୃଢ଼ ଭାବରେ ଠିଆ ହୋଇଛନ୍ତି ଏବଂ ଚୀନ୍‌କୁ ଏକ ଶିକ୍ଷା ଦେଉଛନ୍ତି । ଅଷ୍ଟ୍ରେଲିଆ, ଆମେରିକା, ଜାପାନ ଏବଂ ଭାରତ … Read More

ରାଜ୍ୟରେ ଆଜି ସର୍ବାଧିକ ୧୫୪୩ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟରେ ଆଉ ୧୫୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୩୧,୭୮୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି … Read More