Top 10 Odia News Headlines: ଆସିବେ ରାଷ୍ଟ୍ରପତି; ଅନିଶ୍ଚିତତାରେ ଆମେରିକା-ଇରାନ ଆଲୋଚନା
ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଅବସରରେ ସେ ରାଉରକେଲାର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ। ଏହାସହ ରାଉରକେଲା ପ୍ଲାନେଟୋରିୟମ, ବିଜ୍ଞାନ କେନ୍ଦ୍ର, ନିର୍ମଳ ମୁଣ୍ଡା ପରିବେଶ ପଥ, ଏକ ଆଦିବାସୀ ମ୍ୟୁଜିୟମ … Read More











