ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୪୪ କରୋନା ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଉ ୧୫୪୪ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ମୋଟ୍ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୩୦୨୪୧ରେ ପହଁଚିଛି । ଗଞ୍ଜାମ ଜିଲ୍ଲାରୁ ୫୬୦ ଜଣ ଆରୋଗ୍ୟ ଲାଭ କରିଥିବା … Read More

ଭୁବନେଶ୍ୱରରୁ ଆଜି ୧୯୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବି ମଧ୍ୟ ଭୁବନେଶ୍ୱରରୁ ୧୯୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ … Read More

ରାଜ୍ୟରେ ଆଉ ଜଣେ ସାଂସଦଙ୍କୁ କରୋନା

ଭୁବନେଶ୍ବର, (ଓଡିଶା ଟାଇମ୍) :ବିଜେପିର ବରିଷ୍ଠ ନେତା ତଥା ବରଗଡ଼ ସାଂସଦ କରୋନା ପଜିଟିଭ୍‌ ଚିହ୍ନଟ । ଏନେଇ ସେ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ଲକ୍ଷଣ ନଥାଇ ପରୀକ୍ଷା କରାଇଥିଲେ ସାଂସଦ ସୁରେଶ ପୂଜାରୀ । ତେବେ … Read More

ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ହାର ୭୮% ପର୍ଯ୍ୟନ୍ତ ରହିଛି: ଜିଲ୍ଲାପାଳ

ଗଞ୍ଜାମ, (ଓଡିଶା ଟାଇମ୍) : ଗଞ୍ଜାମର କରୋନା ସ୍ଥିତିକୁ ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଗଞ୍ଜାମରେ କରୋନା ସୁସ୍ଥ ହାର ୭୮% ପର୍ଯ୍ୟନ୍ତ ରହିଛି । କରୋନାରୁ ସୁସ୍ଥ ହୋଇ ଫେରୁଥିବା ଲୋକମାନେ ଅନ୍ୟମାନଙ୍କୁ ସଚେତନ … Read More

ଭୁବନେଶ୍ୱରରେ କରୋନା ସ୍ଥିତିକୁ ନେଇ ବିଏମସି କମିସନରଙ୍କ ସୂଚନା

ଭୁବନେଶ୍ବର, (ଓଡିଶା ଟାଇମ୍) : କ୍ରମାଗତ ଭାବେ ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଭୁବନେଶ୍ୱରରେ କରୋନା ସ୍ଥିତି ନେଇ ବିଏମସି କମିସନର ପ୍ରେମଚନ୍ଦ୍ର ଚୌଦୁରୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।ଗତ ୧୦ ଦିନରେ ଭୁବନେଶ୍ୱରରେ … Read More

ଗଞ୍ଜାମର ସହରାଞ୍ଚଳରେ ପଞ୍ଚମ ପର୍ଯ୍ୟାୟ ହେଲ୍‌ଥ ସ୍କ୍ରିନିଂ

ଗଞ୍ଜାମ, (ଓଡିଶା ଟାଇମ୍) : ଆଜିଠୁ ଗଞ୍ଜାମ ଜିଲ୍ଲାର ସହରାଞ୍ଚଳରେ ପଞ୍ଚମ ପର୍ଯ୍ୟାୟ ହେଲ୍‌ଥ ସ୍କ୍ରିନିଂ ଆରମ୍ଭ ହୋଇଛି।ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଶେଷ କରି ସହରାଞ୍ଚଳରେ ସଂକ୍ରମଣ ଅଧିକ ହେଉଥିବାରୁ ଜିଲ୍ଲାପାଳ ପୁଣି ଥରେ ସହରାଞ୍ଚଳରେ … Read More

କନ୍ଧମାଳରେ ସ୍ଥିତି ସଙ୍ଗୀନ : କରୋନା ଯୋଦ୍ଧାଙ୍କ ସମେତ ୨ମୃତ

କନ୍ଧମାଳ, (ଓଡିଶା ଟାଇମ୍) :ଗଞ୍ଜାମରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିବା ବେଳେ ଖୋର୍ଦ୍ଧା ଓ ଅନ୍ୟ କିଛି ଜିଲ୍ଲାରେ ଗ୍ରାଫ ଉପରମୁହାଁ ରହିଛି । ଯେପରି କନ୍ଧମାଳ ଜିଲ୍ଲାରେ ମଧ୍ୟ ସଂକ୍ରମିତ ସଂଖ୍ୟା ବଢିଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ … Read More

ଭଞ୍ଜନଗର ଥାନା ଅଞ୍ଚଳରେ ବୋମାମାଡ଼: ଜଣେ ମୃତ, ୩ ଗୁରୁତର

ଭଞ୍ଜନଗର, (ଓଡିଶା ଟାଇମ୍) :ଭଞ୍ଜନଗର ଥାନା ଅନ୍ତର୍ଗତ ଦଦରଲୁଣ୍ଡା ଗ୍ରାମରେ ବୋମା ମାଡ଼ରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ରାତି ୯ ଟା ସମୟରେ ବୋମା ମାଡ଼ ହୋଇଥିଲା। ଏଥିରେ ଦଦରଲୁଣ୍ଡା ଗ୍ରାମର ଦିଲୀପ ଗୌଡ଼ଙ୍କର … Read More

ରାଜ୍ୟରେ ଆଜି ମଧ୍ୟ ୧୨ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ୧୬୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨ଜଣଙ୍କ ଜୀବନ ନେଇଛି କରୋନା । ମୃତକଙ୍କ ମଧ୍ୟରୁ ଗଞ୍ଜାମ, କେନ୍ଦୁଝର, କନ୍ଧମାଳ ଓ ଖୋର୍ଦ୍ଧାରୁ ୨ଜଣ ଲେଖାଏଁଙ୍କ ମୃତ୍ୟୁ ହୋଇଛି । … Read More

ରାଜ୍ୟରେ ଚିହ୍ନଟ ହେଲେ ୧୬୪୩ କରୋନା ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ୧୬୪୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୪୧୯୩ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ … Read More