ରାଜ୍ୟରେ ୯ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ବର, (ଓଡିଶା ଟାଇମ୍) :ଗତ ୨୪ ଘଣ୍ଟା ମଧ୍ୟରେ ୯ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୯୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର … Read More

ରାଜ୍ୟରେ ଚିହ୍ନଟ ହେଲେ ୨୮୧୯ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ୨୪ ଘଣ୍ଟା ମଧ୍ୟରେ ୨୮୧୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୫୫୩୭ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ … Read More

ବିଜେପି ନେତା ଜୟରାମ ପାଙ୍ଗିଙ୍କୁ କରୋନା

କୋରାପୁଟ, (ଓଡିଶା ଟାଇମ୍) : ବରିଷ୍ଠ ବିଜେପି ନେତା ଜୟରାମ ପାଙ୍ଗି କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଗତକାଲି ପଜିଟିଭ ଚିହ୍ନଟ ହେବା ପରେ ସେ ନିଜେ ଏନେଇ ସୂଚନା ଦେଇଛନ୍ତି । ଏହାସହ ସେ ହୋମ ଆଇସୋଲେସନରେ … Read More

ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି; ଦିନକରେ ୬୯,୮୭୮ ଆକ୍ରାନ୍ତ ଓ ୯୪୫ ମୃତ

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୨୯ ଲକ୍ଷରୁ ଅଧିକ ଟପିଛି। ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୫,୭୯୪ରେ … Read More

ଆଜି ପବିତ୍ର ଗଣେଶ ଚତୁର୍ଥୀ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ପବିତ୍ର ଗଣେଶ ଚତୁର୍ଥୀ। ସମଗ୍ର ଦେଶରେ ଏହା ଗଣେଶଙ୍କ ପୂଜା ପାଳିତ ହୋଇଥାଏ। ହେଲେ ଏ ବର୍ଷ କରୋନା ସଂକ୍ରମଣକୁ ଆଖିରେ ରଖି ସର୍ବସାଧାରଣ ସ୍ଥାନରେ ଗଣେଶ ପୂଜା ହେଉନାହିଁ। ନିଜ ଘରେ କେବଳ … Read More

ଆସୁଛି ଆଉ ଏକ ଲଘୁଚାପ : ୨୪ରୁ ୨୬ ଯାଏଁ ଲଗାଣ ବର୍ଷା

ଭୁବନେଶ୍ବର, (ଓଡିଶା ଟାଇମ୍) :ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଆସନ୍ତା ୨୩ ତାରିଖବେଳକୁ ଏକ ଲଘୁଚାପ ସମ୍ଭାବନା ରହିଛି । ଏହା ପ୍ରଭାବରେ ୨୨ରୁ କ୍ରମଶଃ ବର୍ଷା ବଢ଼ିବ । ବେଶି ବର୍ଷାହେବ ୨୪ରୁ ୨୬ ତାରିଖ ମଧ୍ୟରେ … Read More

ରାଜଧାନୀରେ ଆଉ ୩୨୪ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ଭୁବନେଶ୍ୱରରୁ ଆଜି ୩୨୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୭୨୦ରେ ପହଁଚିଛନ୍ତି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୭୩ଜଣ ରହିଥିବା ବେଳେ ସ୍ଥାନୀୟ ସଂକ୍ରମିତ … Read More

ବିଦ୍ୟା ବାଲାନଙ୍କ ସମ୍ବଲପୁରୀ ଶାଢ଼ୀ କିଣିଲେ ଓଡିଆ ଆଇଆଇଟି ଛାତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍) : ଗାଣିତଜ୍ଞ ଶକୁନ୍ତଳା ଦେବୀଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ବଲିଉଡ଼୍ ଅଭିନେତ୍ରୀ ବିଦ୍ୟାବାଲାନ ଫିଲ୍ମରେ ପିନ୍ଧିଥିବା କଳା ରଙ୍ଗର ଜ୍ୟାମିତିକ ପାଟଶାଢ଼ୀ ବିକ୍ରି ହୋଇଛି। ଏହି ଶାଢ଼ୀକୁ ଅନଲାଇନ୍‌ରେ ବିକ୍ରି କରାଯାଇଛି। ଜଣେ ଓଡିଆ ଝିଅ ଏହି … Read More

କଟକରେ ସାର୍ବଜନୀନ ଗଣେଶ ପୂଜାକୁ ମିଳିବନି ଅନୁମତି : ଡିସିପି

କଟକ, (ଓଡିଶା ଟାଇମ୍) : ଚଳିତ ବର୍ଷ କଟକରେ ସାର୍ବଜନୀନ ଗଣେଶ ପୂଜାକୁ ଅନୁମତି ମିଳିବ ନାହିଁ । କଟକ ଡିସିପି ପ୍ରତୀକ ସିଂହ ଆଜି ଏହା ସ୍ପଷ୍ଟ କରିଛନ୍ତି । ସାଂପ୍ରତିକ କରୋନା ପରିସ୍ଥିତି ଦେଖୁ ଅନୁମତି ଦିଆଯାଇପାରିବ ନାହିଁ … Read More

ବିପଦ ସଂକେତ ଟପିଲା ବୈତରଣୀ

ଭୁବନେଶ୍ବର, (ଓଡିଶା ଟାଇମ୍) : ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁ ବେହାଲ ସାରା ଓଡିଶା।  ଭଦ୍ରକ ଜିଲାରେ ତିନି ଦିନ ଧରି ଲଗାଣ ବର୍ଷା ଲାଗି ରହିବା ଯୋଗୁ ବନ୍ୟା ପରିସ୍ଥତି ସୃଷ୍ଟି ହୋଇଛି। ଭଦ୍ରକ ଜିଲା ଦେଇ ପ୍ରବାହିତ … Read More