ମହାନଦୀ ଜଳ ବିବାଦ ମାମଲା : ଛତିଶଗଡର ପ୍ରସ୍ତାବକୁ ଓଡିଶାର ଅଗ୍ରାହ୍ୟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ମହାନଦୀ ଜଳ ବିବାଦ ମାମଲାର ଟ୍ରିବ୍ୟୁନାଲରେ ଶନିବାର ଶୁଣାଣି ହୋଇଛି । ଛତିଶଗଡର ପ୍ରସ୍ତାବକୁ ଅଗ୍ରାହ୍ୟ କରିଛି ଓଡିଶା । ମୂଳ ମାମଲା ସମାଧାନ ପାଇଁ ଦୁଇ ପକ୍ଷଙ୍କୁ ସମୟ ନିର୍ଦ୍ଧାରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି … Read More

ମାଟ୍ରିକ ପରୀକ୍ଷା ଫର୍ମ ଫିଲ୍‌ଅପ୍‌ ପ୍ରକ୍ରିୟା ସ୍ଥଗିତ ରହିଲା

ଭୁବନେଶ୍ବର, (ଓଡିଶା ଟାଇମ୍) :ଶିକ୍ଷାବର୍ଷ ଆରମ୍ଭ ନ ହେଉଣୁ ରାଜ୍ୟରେ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ଫିଲ୍‌ଅପ୍‌ ପ୍ରସଂଗ ଜୋର୍‌ ଧରିଥିବା ବେଳେ ଫର୍ମ ଫିଲ୍‌ଅପ୍‌‌ ବିଜ୍ଞପ୍ତିକୁ ପ୍ରତ୍ୟାହାର କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦକୁ ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ୍‌ ଓ ଗଣଶିକ୍ଷା … Read More

କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ ; ୩ ଗିରଫ

ଭୁବନେଶ୍ବର, (ଓଡିଶା ଟାଇମ୍) : ବାଲେଶ୍ୱର ସହଦେବ ଖୁଣ୍ଟାରୁ ପ୍ରାୟ ୧ କେଜି ୧୦୩ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ଶନିବାର ଜଣାପଡ଼ିଛି। ଜବତ ବ୍ରାଉନସୁଗାରର ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବ। ଉକ୍ତ ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। … Read More

ରାଜ୍ୟରେ ଆଉ ୧୭ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୪ ଶହ ଟପିଲା ମୃତକଙ୍କ ସଂଖ୍ୟା

ଭୁବନେଶ୍ବର, (ଓଡିଶା ଟାଇମ୍) :୨୪ ଘଣ୍ଟା ମଧ୍ୟରେ ୧୩୭୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୪୧୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ … Read More

ରାଜ୍ୟରେ ଚିହ୍ନଟ ହେଲେ ୧୩୭୨ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩୭୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୦୧୪୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ … Read More

ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ ସୁନ୍ଦରଗଡ଼ ଜିଲ୍ଲାରେ ଅଣକୁଶଳୀ ଶ୍ରମିକଙ୍କୁ ଏବେ ଦୈନିକ ମିଳିବ ଅଧିକ ୯୬.୪୦ ଟଙ୍କା ମଜୁରି

ସୁନ୍ଦରଗଡ଼, (ଓଡିଶା ଟାଇମ୍) : ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ବା ନରେଗା ଯୋଜନାରେ ଜିଲ୍ଲାର ଅଣକୁଶଳୀ ଶ୍ରମିକଙ୍କୁ ଏଣିକି ଦୈନିକ ୩୦୩ ଟଙ୍କା ୪୦ ପଇସା ହାରରେ ମଜୁରି ମିଳିବ। ଆଗରୁ ଦୈନିକ ମଜୁରି ୨୦୭ ଟଙ୍କା … Read More

ଡିସେମ୍ବର ୩୧ ଯାଏଁ ସ୍କୁଲ ବନ୍ଦ, ଜାରି ରହିବ ପରୀକ୍ଷା ଓ ମୂଲ୍ୟାୟନ

ଭୁବନେଶ୍ବର, (ଓଡିଶା ଟାଇମ୍) : ଡିସେମ୍ବର ୩୧ ପର୍ଯ୍ୟନ୍ତ ରାଜ୍ୟରେ ସବୁ ସ୍କୁଲ ବନ୍ଦ ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ଜାରି କରାଯାଇଛି। ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା ପରେ ବିଦ୍ୟାଳୟ ଓ ଗଣଶିକ୍ଷା … Read More

ରାଉରକେଲାରୁ ଆସିଛି ୭୦କୋଟି ଟଙ୍କାର GST ଠକେଇ ଅଭିଯୋଗ, ପାଇପ ମିସ୍ତ୍ରୀଙ୍କ ନାଁରେ ଚାଲିଥିଲା ଅର୍ଥ କାରବାର

ରାଉରକେଲା, (ଓଡିଶା ଟାଇମ୍) :ରାଉରକେଲାରେ ଥମିବାର ନାଁ ନେଉନି ଜିଏସଟି ଠକେଇ ମାମଲା । ରାଉରକେଲାରେ ପୁଣି ଜିଏସ୍‌ଟି ଠକେଇ ନେଇ ଅଭିଯୋଗ ହୋଇଛି । ଏଥର ପାଇପ୍ ମିସ୍ତ୍ରୀଙ୍କ ନାଁରେ ୭୦ କୋଟିର କେଇ ଅଭିଯୋଗ ଆସିଛି । ସେକ୍ଟର-୧୮ … Read More

ରାଜଧାନୀରୁ ଆଉ ୬୧ କରୋନା ପଜିଟିଭ୍ ଚିହ୍ନଟ, ସୁସ୍ଥ ହେଲେ ୯୧

ଭୁବନେଶ୍ବର, (ଓଡିଶା ଟାଇମ୍) : ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୬୧ ଜଣ କରୋନା ପଜିଟିଭ୍ । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯୫୮୩ରେ ପହଞ୍ଚିଛି ।ଶୁକ୍ରବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୩ ଜଣ ରହିଥିବା ବେଳେ ୪୨ ଜଣ … Read More

ପାରିବାରିକ ବିବାଦ : ଥାନାର ଦ୍ୱାରସ୍ଥ ହେଲେ ବର୍ଷା ଓ ତାଙ୍କ ଶାଶୁ

କଟକ, (ଓଡିଶା ଟାଇମ୍) : କଟକ ପୁରୀଘାଟ ଥାନାର ଦ୍ବାରସ୍ଥ ହେଲେ ସାଂସଦ ଅନୁଭବଙ୍କ ମାଆ ମଧୁସ୍ମିତା ମହାନ୍ତି।ବର୍ଷାଙ୍କ ନାଁରେ ଥାନାରେ ଅଭିଯୋଗ କଲେ ଅନୁଭବଙ୍କ ମାଆ। ଘର ମରାମତି ପାଇଁ ବର୍ଷାଙ୍କୁ ୧୦ ଦିନ ପାଇଁ ଘର ଛାଡ଼ିବାକୁ କହିଥିଲେ। … Read More