ମହିଳା ଓ ନାବାଳିକାଙ୍କୁ ସୁରକ୍ଷା ଯୋଗାଇବା ଦିଗରେ କାର୍ଯ୍ୟ କରିବ ମହିଳାମୋର୍ଚ୍ଚା :ସ୍ମୃତି ପଟ୍ଟନାୟକ

ଭୁବନେଶ୍ବର, (ଓଡିଶା ଟାଇମ) : ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ଶ୍ରୀମତୀ ସ୍ମୃତି ପଟ୍ଟନାୟକ ଆଜି ରାଜ୍ୟକାର୍ଯ୍ୟାଳୟରେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ବିଗତ ଦିନରେ ତାଙ୍କୁ ବିଜେପି ସଭାନେତ୍ରୀ ଭାବେ ଦାୟୀତ୍ୱ ଦିଆଯାଇଥିଲା । କରୋନା ସଙ୍କଟ ଏବଂ … Read More

କେନ୍ଦ୍ର ସରକାରଙ୍କ କୃଷି ଆଇନ୍ ବିରୁଦ୍ଧରେ ପିସିସି ପକ୍ଷରୁ କ୍ଷେତ ବଂଚାଅ ଶୋଭାଯାତ୍ରା

ଭୁବନେଶ୍ବର, (ଓଡିଶା ଟାଇମ୍) :କେନ୍ଦ୍ର ବିଜେପି ସରକାର ଦେଶର କୃଷି, କୃଷକ ଓ ଶ୍ରମିକମାନଙ୍କ ସ୍ୱାର୍ଥକୁ ସଂପୂର୍ଣ୍ଣ ରୂପେ ଅଣଦେଖା କରି ୩ ଗୋଟି ବିଧେୟକ ସଂସଦରେ ପାରିତ କରି ଆଇନ୍‌ରେ ପରିଣତ କରିଛନ୍ତି । କୃଷି ଓ କୃଷକଙ୍କ ସ୍ୱାର୍ଥ … Read More

କରୋନାକୁ ପରାସ୍ତ କଲେ ୯୨ ବର୍ଷୀୟ ବୟୋଜ୍ୟେଷ୍ଠା, ସମ୍ କୋଭିଡ ହସ୍ପିଟାଲ୍‌ରେ ହେଲେ ସୁସ୍ଥ

ଭୁବନେଶ୍ବର, (ଓଡିଶା ଟାଇମ୍) : ଉପଯୁକ୍ତ ଚିକିତ୍ସା, ଯତ୍ନ ଓ ସେବା ଫଳରେ କରୋନା ଭଳି ଭୟଙ୍କର ବ୍ୟାଧିରୁ ମଧ୍ୟ ସୁସ୍ଥ ହୋଇପାରିବେ ବରି ନାଗରିକମାନେ । ଏହି କଥାକୁ ପୁଣି ଥରେ ପ୍ରମାଣିତ କରିପାରିଛି ସମ୍ କୋଭିଡ ହସ୍ପିଟାଲ୍ । … Read More

କଟକରେ କାଳୀପୂଜା ନେଇ କଟକଣା, ବାଣ ଫୁଟାଇଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

କଟକ, (ଓଡିଶା ଟାଇମ୍) : କଟକରେ କାଳୀପୂଜା, ଦୀପାବଳି ଓ ବାଣଫୁଟା ପାଇଁ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। କଟକ ଡିସିପି ପ୍ରତୀକ ସିଂହ ଏ ସଂପର୍କରେ ସୂଚନା ଦେଇ ଦଶହରା ଭଳି କାଳୀପୂଜା ପାଇଁ କଟକଣା ଜାରି ରହିବ … Read More

ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ବର, (ଓଡିଶା ଟାଇମ୍) :୨୪ ଘଣ୍ଟା ମଧ୍ୟରେ ୧୨୧୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୪୪୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ … Read More

ରାଜ୍ୟରେ ଚିହ୍ନଟ ହେଲେ ୧୨୧୯ କରୋନା ସଂକ୍ରମିତ, ୩୦୨୭୯୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର, (ଓଡିଶା ଟାଇମ୍) : ୨୪ ଘଣ୍ଟା ମଧ୍ୟରେ ୧୨୧୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୨୭୯୩ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ … Read More

୨୪ ଘଣ୍ଟା ମଧ୍ୟରେ ୪୫,୯୦୩ ଜଣ କରୋନା ସଂକ୍ରମିତ ଚିହ୍ନଟ, ୪୮,୪୦୫ଜଣ ସୁସ୍ଥ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଆଜି ପୁଣି ୫୦,୦୦୦ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।  ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୪୫ହଜାର ୯୦୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦ‌ାୟ ୮୫ ଲକ୍ଷ … Read More

ସୋନପୁରରେ ସର୍ବନିମ୍ନ ୯.୬ଡିଗ୍ରୀ ; ୫ଟି ସ୍ଥାନରେ ୧୨ଡିଗ୍ରୀ ତଳେ ପାରଦ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାତିର ସର୍ବନିମ୍ନ ତାପମାତ୍ରା ଧୀରେ ଧୀରେ ଖସିବାରେ ଲାଗିଛି। ବିଶେଷ କରି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ଥଣ୍ଡା ଅନୁଭୂତ ହେଉଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୫ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୨ଡ଼ିଗ୍ରୀ ସେଲସିୟସ … Read More

ନୋଟବନ୍ଦୀରୁ ତାଲା ବନ୍ଦ ଦେଶର ସର୍ବଗ୍ରାସୀ ବିପର୍ୟ୍ୟୟକାରୀଙ୍କୁ ହଟାଅ-ଭାରତ ବଞ୍ଚାଅ, ଭୁବନେଶ୍ୱର ଠାରେ ଜାତୀୟ ଆର୍ଥିକ ବିପର‌୍ୟୟ ଦିବସ ପାଳନଞ୍ଚ

ଭୁବନେଶ୍ବର, (ଓଡିଶା ଟାଇମ୍) : ନୋଟବନ୍ଦୀ ଠାରୁ ତାଲା ବନ୍ଦ ପର୍ୟ୍ୟନ୍ତ ୮ ନଭେମ୍ୱର ନୋଟବନ୍ଦୀର ୪ର୍ଥ ବାର୍ଷିକୀ ଅବସରରେ ଆର୍ଥିକ ମହାବିପର‌୍ୟ୍ୟର୍ୟ୍ୟୟ ଦିବସ ଭାବେ \”ଆମେ ଭାରତବାସୀ\” ପକ୍ଷରୁ ଭୁଵନେଶ୍ଵର ସ୍ଥିତ ମାଷ୍ଟର କ୍ୟାଣ୍ଟିନ୍ ଠାରେ ପାଳିତ ହୋଇଯାଇଛି। ସୂଚନାଯୋଗ୍ୟ … Read More

ରାଜଧାନୀରୁ ଆଉ ୫୭ କରୋନା ପଜିଟିଭ୍ ଚିହ୍ନଟ, ସୁସ୍ଥ ହେଲେ ୯୭

ଭୁବନେଶ୍ବର, (ଓଡିଶା ଟାଇମ୍) : ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୫୭ ଜଣ କରୋନା ପଜିଟିଭ୍ । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯୭୦୪ରେ ପହଞ୍ଚିଛି । ରବିବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୩ ଜଣ ରହିଥିବା ବେଳେ ୪୪ … Read More