କାରେଣ୍ଟାଇନରେ ଗଲେ ୩୭୨ ଅଗ୍ନିଶମ କର୍ମଚାରୀ

ଭୁବନେଶ୍ବର,(ଓଡିଶା ଟାଇମ୍) : ପଶ୍ଚିମବଙ୍ଗରୁ ଉଦ୍ଧାର କାର୍ଯ୍ୟ ସାରି ଓଡ଼ିଶା ଫେରିବା ପରେ କାରେଣ୍ଟାଇରେ ଗଲେ ଓଡ଼ିଶା ଅଗ୍ନିଶମ ବିଭାଗର ୩୭୨ କର୍ମଚାରୀ । ସମସ୍ତଙ୍କୁ ୧୪ ଦିନିଆ କାରେଣ୍ଟାଇରେ ରଖାଯାଇଛି । କୃପାଜଳ ଇଂଜିନିୟରିଂ କ୍ୟାମ୍ପସ ଏବଂ ରେଭିନ୍ୟୁ ଅଫିସର୍ସ … Read More

ପ୍ରବାସୀ କରୋନା ମାମଲାରେ ଓଡ଼ିଶା ଦେଶର ୨ୟ ସ୍ଥାନରେ- ମଇ ୨ ରେ ଗଞ୍ଜାମରେ ମାମଲା ନଥିବାବେଳେ ବର୍ତ୍ତମାନ ୫୩୩ ମାମଲା

ଦେଶର ଗାଁମାନଙ୍କରେ ସହର ଅପେକ୍ଷା କରୋନା ରୋଗୀ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ମଇ ୨ରେ ଓଡ଼ିଶାର ଗଞ୍ଜାମରେ କୌଣସି ମାମଲା ନଥିବାବେଳେ ବର୍ତ୍ତମାନ ୫୩୩ମାମଲା ପଞ୍ଜିକୃତ ହୋଇଛି । ଲକ୍‌ଡାଉନ୍‌ ପରେ ଯେତେବେଳେ ଅନ୍ୟ ରାଜ୍ୟର … Read More

ଅପରାହ୍ନ ୫ଟା ୩୦ ସୁଦ୍ଧା ୭ ଜିଲ୍ଲାରେ କାଳବୈଶାଖୀ !

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ତାପମାତ୍ରା ହ୍ରାସ ପାଇବା ସହ ବହୁତ ଶୀଘ୍ର ମୌସୁମୀ ଓଡ଼ିଶା ଛୁଇଁବା ନେଇ ସୂଚନା ରହିଛି । ଏହାସହ ସ୍ଥାନେ ସ୍ଥାନେ କାଳବୈଶାଖୀ ମଧ୍ୟ ହେଉଛି । ସେହିପରି ଆଜି ଅପରାହ୍ନ ୫ଟା ୩୦ … Read More

ସଟଡ଼ାଉନ ସମୟରେ କଣ ଖୋଲା ରହିବ? ଜାଣନ୍ତୁ..

ଭୁବନେଶ୍ବର, (ଓଡିଶା ଟାଇମ୍) : କରୋନା ସଂକ୍ରମଣ ରୋକିବା ପାଇଁ ୧୧ ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ରାଜ୍ୟ ସରକାର। ପ୍ରତି ଶନିବାର ଓ ରବିବାର ୧୧ ଜିଲ୍ଲାକୁ ସଟ୍‌ଡାଉନ୍‌ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। … Read More

ଆଜି ବିଶ୍ବ ପରିବେଶ ଦିବସ: ହ୍ରାସ ପାଇଛି ପରିବେଶ ପ୍ରଦୂଷଣ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ହେଉଛି ବିଶ୍ବ ପରିବେଶ ଦିବସ । ଏହି ଅବସରରେ ଆମେ ଆମ ପରିବେଶ ସମ୍ପର୍କରେ ପୁଣି ଥରେ ଟିକେ ଚିନ୍ତା କରିବାର ଆବଶ୍ୟକତା ରହିଛି । ମଣିଷ ପାଇଁ ପ୍ରକୃତିର ଏହି ସୁନ୍ଦର ସୃଷ୍ଟିକୁ … Read More

ରାଜ୍ୟରେ କରୋନା ନେଲା ଆଉ ଜଣଙ୍କ ଜୀବନ, ୮କୁ ବୃଦ୍ଧି ପାଇଲା ମୃତ୍ୟୁସଂଖ୍ୟା

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଉ ୧୩୦ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ନେଇ ଖବର ସାମ୍ନାକୁ ଆସିଥିବାବେଳେ ଏବେ ଆଉ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ରାଜ୍ୟରେ କରୋନା ନେଲା ଆଉ ଜଣଙ୍କ ମୁଣ୍ଡ । … Read More

୨୧ ଜିଲ୍ଲାରୁ ୧୩୦ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ଵର, (ଓଡିଶା ଟାଇମ୍) : ରାଜ୍ୟରେ ଆଉ ୧୩୦ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୧ଟି ଜିଲ୍ଲାରୁ ଏହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ … Read More

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା : ସ୍ନାନମଣ୍ଡପରେ ବିଜେ ଚତୁର୍ଦ୍ଧାମୂର୍ତ୍ତି, ୧୦୮ ଗରା ସୁବାସିତ ଜଳରେ ସ୍ନାନ କରୁଛନ୍ତି ଶ୍ରୀଜିଉ

ଭୁବନେଶ୍ଵର, (ଓଡିଶା ଟାଇମ୍) : ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ପହଣ୍ଡି ବିଜେରେ ରତ୍ନସଂହାସନରୁ ସ୍ନାନବେଦୀକୁ ଓହ୍ଲାଇ ଆସିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ସ୍ନାନ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଓ ଅବକାଶ … Read More

ସଟଡ଼ାଉନ ବେଳେ ଚାଲିବ ବସ୍

ଭୁବନେଶ୍ବର, (ଓଡିଶା ଟାଇମ୍) :   ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏନେଇ କରୋନା ସତର୍କତା ଦୃଷ୍ଟିରୁ ୧୧ଜିଲ୍ଲାରେ ଜୁନ ୩୦ ଯାଏଁ ପ୍ରତି ସପ୍ତାହର ଶନିବାର ଓ ରବିବାର ସଟଡ଼ାଉନ ରହିବ । … Read More

ସ୍ନାନଯାତ୍ରା ପାଇଁ ୩୮ ପ୍ଲାଟୁନ୍ ପୋଲିସ ଫୋର୍ସ

ଭୁବନେଶ୍ବର, (ଓଡିଶା ଟାଇମ୍) :  ପୁରୀରେ ଆଜି ରାତିରୁ ୧୪୪ ଧାରା ଜାରି ହେବ । ବିନା ଭକ୍ତରେ ହେବ ଚଳିତ ବର୍ଷର ଦେବସ୍ନାନ ପୂର୍ଣ୍ଣିମା । ସୀମିତ ସଂଖ୍ୟକ ସେବାୟତ ଓ କୋଭିଡ-୧୯ ସାମାଜିକ କଟକଣା ମଧ୍ୟରେ ଏହି ଯାତ୍ରା … Read More