ଭାରତ-ଚୀନ୍ ସେନା ମୁହାଁମୁହିଁ ଘଟଣା; ୨୦ ଭାରତୀୟ ଯବାନ ସହିଦ !

ଲାଦାଖ୍, (ଓଡିଶା ଟାଇମ୍) : ଲଦାଖରେ ବାସ୍ତବ ନିୟନ୍ତ୍ରଣ ରେଖା(LAC)ରେ ଚୀନ ସହିତ  ହୋଇଥିବା ବଡ ହିଂସାତ୍ମକ ସଂଘର୍ଷରେ ଭାରତର ୨୦ ଜଣ ଯବାନ ସହିଦ ହୋଇଛନ୍ତି। ଏହା ପୂର୍ବରୁ ମଙ୍ଗଳବାର ଅପରାହ୍ନ ସୁଦ୍ଧା ଜଣେ ଅଧିକାରୀ ଏବଂ ଦୁଇ ଜଣ … Read More

ଲଦାଖରେ ଭାରତ-ଚୀନ୍ ସେନା ହାତାହାତି : ଭାରତୀୟ ସେନାର ଜଣେ ଅଫିସରଙ୍କ ସହ ୨ଯବାନ ସହିଦ

ଲାଦାଖ୍ , (ଓଡିଶା ଟାଇମ୍) : ଗତ କିଛି ତଳେ LAC ସୀମାରେ ଭାରତର ରାସ୍ତା ନିର୍ମାଣକୁ ନେଇ ଚୀନ୍‌ ସେନା ସହିତ ବିବାଦ ଦେଖାଦେଇଥିଲା । ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ପରେ ପରିସ୍ଥିତି କିଛିଟା ଶାନ୍ତ ପଡିଥିଲା । … Read More

ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ପେଟ୍ରୋଲ ଏବଂ ଡିଜେଲ ଦର ଲଗାତାର ବୃଦ୍ଧି ପାଇ ଚାଲିଛି। ତୈଳ ବିପଣନ କମ୍ପାନୀଗୁଡ଼ିକ ମଙ୍ଗଳବାର ପୁଣି ଥରେ ତୈଳଦର ବୃଦ୍ଧି କରିଛନ୍ତି। ପେଟ୍ରୋଲ ମୂଲ୍ୟ ୪୭ ପଇସା ଏବଂ ଡିଜେଲ ମୂଲ୍ୟ ୫୭ ପଇସା … Read More

ଆଜିଠାରୁ ମୁଖ୍ୟମନ୍ତ୍ରୀମାନଙ୍କ ସହ ପୁଣି ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ କରୋନା ମୁକାବିଲା, ଲକ୍‌ଡାଉନ୍‌ ସ୍ଥିତି ଓ ଆର୍ଥିକ ଗତିବିଧି ତ୍ବରାନ୍ବିତ କରିବା ପ୍ରସଙ୍ଗ … Read More

ଭାରତରେ କରୋନା: ପୁଣି ୩୮୦ ମୃତ

ନୂଆଦିଲ୍ଲୀ , (ଓଡିଶା ଟାଇମ୍) : ଭାରତରେ ମହାମାରୀ କରୋନା ଭୂତାଣୁ ଦିନକୁ ଦିନ ଭୟଙ୍କର ରୂପ ନେଉଛି। ଭୂତାଣୁ ଥମିବାର ନା ଧରୁନାହିଁ। ପ୍ରତିଦିନ ୧୦ ହଜାରରୁ ଅଧିକ ରୋଗୀ ଏଥିରେ ସଂକ୍ରମିତ ହେଉଛନ୍ତି। ମୃତ୍ୟୁ ସଂଖ୍ୟା ୧୦ ହଜାର … Read More

ପଞ୍ଚଭୂତରେ ଲୀନ ହେଲେ ଅଭିନେତା ସୁଶାନ୍ତ ସିଂ ରାଜପୁତ

ମୁମ୍ବାଇ , (ଓଡିଶା ଟାଇମ୍) : ପଞ୍ଚଭୂତରେ ଲୀନ ହୋଇଛି ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପାର୍ଥିବ ଶରୀର। ମୁମ୍ବାଇ ଭିଲେପାର୍ଲେସ୍ଥିତ ଶ୍ମଶାନଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। କରୋନା ପାଇଁ କଟକଣା ରହିଥିଲେ ମଧ୍ୟ ଅନେକ ବଲିଉଡ୍ କଳକାର … Read More

ଟିକ୍‌ଟକ୍ ଭିଡିଓରୁ ଗଲା ଜୀବନ : ତଣ୍ଟି ବାଟେ ପଶିଗଲା ଜୀଅନ୍ତା ମାଛ

ତାମିଲନାଡ଼ୁ,(ଓଡିଶା ଟାଇମ୍) : ଜିଅନ୍ତା ମାଛକୁ ପାଟିରେ ପୁରାଇ କରୁଥିଲେ ଟିକ୍ ଟକ୍ ଭିଡିଓ, ତଣ୍ଟିରେ ଅଟକିଯିବାରୁ ଉଡିଗଲା ପ୍ରାଣବାୟୁ ଆଜିକାଲିର ଯୁବପିଢିକୁ ଲାଗିଛି ଟିକ୍ ଟକ୍ର ନିଶା । କେତେ ଯେ ଭିଡିଓ ପ୍ରସ୍ତୁତ କରାବେଳେ ମଲେଣି, ତାର ଠିକଣା … Read More

ପାକିସ୍ତାନରୁ ୨ ଭାରତୀୟ ଦୂତବାସ ଅଧିକାରୀ ନିଖୋଜ

ପାକିସ୍ତାନ, (ଓଡିଶା ଟାଇମ୍) : ପାକିସ୍ତାନରେ ଭାରତୀୟ ଉଚ୍ଚ ଆୟୋଗ ସହ ଜଡିତ ଦୁଇ ଅଧିକାରୀ ନିଖୋଜ ଥିବା ଖବର ସାମ୍ନାକୁ ଆସିଛି l ୨ ଭାରତୀୟ ଅଧିକାରୀ ଗତ ଦୁଇ ଘଣ୍ଟା ହେଲା ନିଖୋଜ ଥିବା କୁହାଯାଉଛି l ଭାରତୀୟ … Read More

୨୪ ଘଣ୍ଟାରେ ୩୨୫ ଜଣଙ୍କ ଜୀବନ ନେଲା କରୋନା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ ମହାମାରୀ କରୋନା ଭାଇରସ ଥମିବାର ନାଁ ଧରୁନି । ଦିନକୁ ଦିନ ଏହା ଦ୍ରୁତଗତିରେ ମାଡ଼ିବାରେ ଲାଗିଛି । ବିଶ୍ବର କ୍ଷତିଗ୍ରସ୍ତ ଦେଶଗୁଡ଼ିକର ତାଲିକାର ୪ନଂରେ ଥିବା ଭାରତରେ ପୁଣିଥରେ ଗୋଟିଏ ଦିନରେ ୧୧ … Read More

ଗୁଜରାଟରେ ଭୂକମ୍ପ ଝଟକାରେ ଥରି ଉଠିଲା ମାଟି, ତୀବ୍ରତା ୫.୮

ଗାନ୍ଧୀନଗର, (ଓଡିଶା ଟାଇମ୍) : ଗୁଜରାଟରେ ଭୂମିକମ୍ପ। ଆଜି ସନ୍ଧ୍ୟା ୮.୧୩ ମିନିଟ ସମୟରେ ଗୁଜରାଟରେ ଭୂମିକମ୍ପ ଅନୁଭୂତ ହୋଇଛି। ନ୍ୟାସ୍‌ନ୍ୟାଲ୍ ସେଣ୍ଟର ଫର୍‌ ସେସ୍ମୋଲୋଜୀ (ଏନ୍‌ସିଏସ୍‌)ର ପ୍ରାଥମିକ ରିପୋର୍ଟ ନୁସାରେ, ଏହାର ତୀବ୍ରତା ୫.୮ ରହିଥିବା ଜଣାପଡ଼ିଛି। ଭୂକମ୍ପର କେନ୍ଦ୍ରସ୍ଥଳ … Read More