ଭାରତ-ଚୀନ୍ କମାଣ୍ଡର ସ୍ତରର ବୈଠକ ୧୪ ଘଣ୍ଟା ଧରି ଚାଲିଥିଲା, ମଇ ୫ ପୂର୍ବରୁ ସ୍ଥିତିକୁ ପୁନଃ ସ୍ଥାପିତ କରିବା ଉପରେ ଗୁରୁତ୍ୱାରୋପ

ପୂର୍ବ ଲଦାଖର ସମସ୍ତ ଅଞ୍ଚଳରେ ସାମରିକ ନିୟୋଜନ ହ୍ରାସ ପ୍ରସଙ୍ଗରେ ମଙ୍ଗଳବାର ଦିନ ଭାରତ ଏବଂ ଚୀନ୍ କମାଣ୍ଡୋମାନେ ପ୍ରାୟ ୧୪ ଘଣ୍ଟା ଧରି ଆଲୋଚନା କରିଥିଲେ । ଏହି ବୈଠକରେ ଲଦାଖରେ ଥିବା ଏଲଏସି ଉପରେ ଟେନସନ ହ୍ରାସ କରିବା … Read More

ଭୁଟାନର ଯେଉଁ ଅଞ୍ଚଳ ଚୀନ୍ ଦାବି କରିଛି, ବର୍ତ୍ତମାନ ସେଠାରେ ଭାରତ ରାସ୍ତା ନିର୍ମାଣ କରିବ

ସମ୍ପ୍ରତି ଚୀନ୍ ଏହାର ବିସ୍ତାରବାଦୀ ନୀତିର ଏକ ଅଂଶ ଭାବରେ ଭୁଟାନର କିଛି ଅଞ୍ଚଳକୁ ନିଜର ବୋଲି ମଧ୍ୟ ଦାବି କରିଛି। ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁଯାୟୀ, ପୂର୍ବ, ମଧ୍ୟ ଏବଂ ପଶ୍ଚିମ ଅଞ୍ଚଳରେ ଭୁଟାନ ସହିତ ଦୀର୍ଘ ଦିନ ଧରି … Read More

ଗୁଗୁଲ୍ ପରବର୍ତ୍ତୀ ଟିକ୍‌ଟକ୍ ହେବାକୁ ଚାହୁଁନାହିଁ !

ଟିକ୍‌ଟକ୍ ସଂକେତ ଗୁଗୁଲ ପାଖରେ ପହଞ୍ଚିଛି, ସେଥିପାଇଁ ଏହା ଭାରତରେ ୭୫ ହଜାର କୋଟି ନିବେଶ ଘୋଷଣା କରିଛି। ଭାରତରେ ୧୦ ବିଲିୟନ ଆମେରିକୀୟ ଡଲାର କିମ୍ବା ପ୍ରାୟ ୭୫ ହଜାର କୋଟି ଟଙ୍କା ବିନିଯୋଗ କରିବାକୁ ସୋମବାର ଦିନ ଆମେରିକାର … Read More

ଆସନ୍ତାକାଲି ପ୍ରକାଶ ପାଇବ ସିବିଏସଇ ଦଶମ ଶ୍ରେଣୀ ରେଜଲ୍ଟ

ଭୁବନେଶ୍ଵର, (ଓଡିଶା ଟାଇମ୍) : ଆସନ୍ତାକାଲି ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ । ଏଥିସହିତ ସେ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ମଧ୍ୟ … Read More

ଅଭିନେତ୍ରୀ ଦିବ୍ୟା ଚୌକସେଙ୍କ ପରଲୋକ; ମୃତ୍ୟୁ ପୂର୍ବରୁ ଲେଖିଲେ- “କ୍ୟାନ୍ସର ମୋତେ ମାରିଦେବ”

ମୁମ୍ବାଇ, (ଓଡିଶା ଟାଇମ୍) : ବଲିଉଡ ଅଭିନେତ୍ରୀ ତଥା ମଡେଲ୍ ଦିବ୍ୟା ଚୌକସେ ଦୀର୍ଘଦିନରୁ କ୍ୟାନ୍ସରରେ ପିଡିତ ଥିବା ବେଳେ ରବିବାର ଦିନ ତାଙ୍କର ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୩୦ ବର୍ଷ ବୟସ ହୋଇଥିଲା। ‘ହେ ଅପନା … Read More

ତାଇୱାନକୁ ଆମେରିକାର ସମର୍ଥନ ପରେ, ବର୍ତ୍ତମାନ ଭାରତ ତାଇୱାନ ସହିତ କୂଟନୈତିକ ସମ୍ପର୍କକୁ ମଜବୁତ କରୁଛି

ତାଇୱାନରେ ବରିଷ୍ଠ କୂଟନୀତିଜ୍ଞଙ୍କୁ ନିୟୋଜିତ କରି ଭାରତ ବଡ଼ ଘୋଷଣା କରିଛି । ଚୀନ୍ ବର୍ତ୍ତମାନ ସିନୋ-ବ୍ରିଟିଶ ମିଳିତ ଘୋଷଣାନାମାକୁ ଅମାନ୍ୟ କରି ହଂକଂକୁ ବେଆଇନ ଭାବେ କବ୍‌ଜାକୁ ନେଇ ତାଇୱାନ ଉପରେ ନଜର ରଖିଛି । ଚୀନ୍‌ ତାଇୱାନକୁ ଦେଶର … Read More

ଅମିତାଭ ବଚ୍ଚନଙ୍କୁ କରୋନା, ମୁମ୍ବାଇ ସ୍ଥିତ ନାନାବତି ହସ୍ପିଟାଲକୁ କରାଗଲା ସ୍ଥାନାନ୍ତର

ମୁମ୍ବାଇ, (ଓଡିଶା ଟାଇମ୍) : ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସ୍ବାବ ନମୁନା ପରୀକ୍ଷାରେ କୋଭିଡ୍ ପଜିଟିଭ ବାହାରିବା ପରେ ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅମିତାଭ ନିଜେ ଟୁଇଟ୍ … Read More

ଚାରି ଜଣ ଲୋକ ସମାନ ନୁହଁନ୍ତି, ତଥାପି ଆମେରିକାର ୪ଜଣ ରାଷ୍ଟ୍ରପତି ଭାରତ ସହ ସମ୍ପର୍କକୁ ମଜବୁତ କରିବାକୁ ଚାହୁଁଛନ୍ତି – ଜୟଶଙ୍କର

ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କକୁ ମଜବୁତ କରିବା ବାହାନାରେ ବୈଦେଶିକ ମନ୍ତ୍ରୀ ଡା. ଏସ. ଜୟଶଙ୍କର ଡ୍ରାଗନ୍‌କୁ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି । ଇଣ୍ଡିଆ ଗ୍ଲୋବାଲ୍ ସପ୍ତାହ ୨୦୨୦ରେ, ସେ ଅନେକ ଦେଶ ସହିତ ଭାରତର ଉତ୍ତମ ସମ୍ପର୍କ … Read More

ଚୀନ୍‌କୁ ଚାରି ଦିଗରୁ ଆକ୍ରମଣ – ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନ ଭାରତ ସହିତ ମିଳିତ ଯୁଦ୍ଧ ଅଭ୍ୟାସରେ ପ୍ରଥମ ଥର ପାଇଁ ଯୋଗଦେବେ

ପ୍ରଶାନ୍ତ ତଥା ଭାରତ ମହାସାଗରରେ ଚୀନ୍‌କୁ ରୋକିବା ପାଇଁ ଚାରିଟି ପ୍ରମୁଖ ଶକ୍ତି ପ୍ରଥମ ଥର ପାଇଁ ମାଲାବରରେ ଏକାଠି ହେବାକୁ ପ୍ରସ୍ତୁତ ଅଛନ୍ତି । ଚଳିତ ବର୍ଷର ମାଲାବାର ନୌବାହିନୀ ପାଇଁ ଅଷ୍ଟ୍ରେଲିଆ ଖୁବ୍ ଶୀଘ୍ର ଭାରତଦ୍ୱାର ନିମନ୍ତ୍ରିତ ହୋଇପାରେ … Read More

କରୋନା ସହିତ ଯୁଦ୍ଧ ଜିତିବାର ସଂକେତ ଦେଉଛି ଏହି ପରିସଂଖ୍ୟାନ

ଜନସଂଖ୍ୟା ଦୃଷ୍ଟିରୁ ଚୀନ୍ ପରେ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଜନସଂଖ୍ୟାର ଦେଶ । ଦେଶର ଜନସଂଖ୍ୟା ୧୩୦କୋଟି । ଏଭଳି ପରିସ୍ଥିତିରେ ଯଦି ବିଶ୍ୱର ଅନ୍ୟ ଦେଶମାନଙ୍କ ସହିତ ତୁଳନା କରାଯାଏ, ତେବେ କୋଭିଡ଼୍‌ -୧୯ ମହାମାରୀର ମୁକାବିଲା କରିବାରେ … Read More