ଭାରତ-ଚୀନ ସୀମା ବିବାଦ ଉପରେ ମତ ରଖିଲେ ଜିନପିଙ୍ଗ, କହିଲେ ଦେଶ-ଦେଶ ମଧ୍ୟରେ ମତଭେଦ ହେବା ସାଧାରଣ କଥା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଲଦାଖ ସୀମାରେ ଭାରତ-ଚୀନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏହି କ୍ରମରେ ଏବେ ସୀମା ବିବାଦକୁ ନେଇ ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି ଦେଶ ଭିତରେ ମତଭେଦ ତଥା ମତାନ୍ତର … Read More

ଦେଶରେ ୯୦ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା , ୨୪ ଘଣ୍ଟାରେ ୧୦୮୫ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ  ୮୩  ହଜାର ୩୪୭ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା … Read More

ରାଜ୍ୟସଭାର ନିଲମ୍ବନ ସଦସ୍ୟଙ୍କ ସମର୍ଥନରେ ଲୋକସଭା ଅଧିବେଶନକୁ ବହିଷ୍କାର କଲେ ବିରୋଧୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ରାଜ୍ୟସଭାର ନିଲମ୍ବିତ ସାଂସଦଙ୍କ ସମର୍ଥନରେ ପୂରା ବିରୋଧୀ ଏକଜୁଟ୍ ହୋଇ ଯାଇଛନ୍ତି। କଂଗ୍ରେସ ନେତୃତ୍ଵରେ ବିରୋଧୀ ସାଂସଦ ଲୋକସଭା ଅଧିବେଶନକୁ ବହିଷ୍କାର କରଛନ୍ତି। କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି କୃଷକଙ୍କ ସଂପର୍କିତ ପ୍ରସଙ୍ଗରେ ଆମ … Read More

ସେପ୍ଟେମ୍ବର ୨୮ରୁ ଖୋଲିବ ସମସ୍ତ ସ୍କୁଲ, ଏହି ରାଜ୍ୟ ଜାରି କଲା ଗାଇଡଲାଇନ୍

ବିହାର, (ଓଡିଶା ଟାଇମ୍ବି) : ବିହାରରେ ସେପ୍ଟେମ୍ବର ୨୮ରୁ ସ୍କୁଲ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ସରକାରଙ୍କ ଏହି ନିଷ୍ପତ୍ତିରେ ପିଲାମାନେ ସପ୍ତାହରେ ୨ ଦିନ ସ୍କୁଲ ଆସିବେ । ଏହି ସମୟରେ ୫୦ ପ୍ରତିଶତ ଶିକ୍ଷକ … Read More

ଦେଶରେ ୨୪ ଘଣ୍ଟାରେ ୭୫ ହଜାର ୦୮୩ ନୂଆ କରୋନା ଆକ୍ରାନ୍ତ, ୧୦୫୩ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ  ୭୫ ହଜାର ୦୮୩ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ … Read More

୯ଟି ରାଜପଥ ପ୍ରକଳ୍ପର ଭିତ୍ତି ପ୍ରସ୍ଥର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନ୍‍ଫରେନ୍ସିଂ ଜରିଆରେ ବିହାରରେ ୧୪ ହଜାର ୨୫୮ କୋଟି ଟଙ୍କା ସମ୍ବଳିତ ୯ଟି ରାଜପଥ ପ୍ରକଳ୍ପର ଭିତ୍ତି ପ୍ରସ୍ଥର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଅଧୀନରେ ୩୫୦ କିଲୋମିଟର … Read More

ମହାରାଷ୍ଟ୍ର ଥାଣେର ଭିୱାଣ୍ଡିରେ ଭୁଶୁଡିଲା କୋଠା: ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି, ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଛନ୍ତି ଅନେକ

ମୁମ୍ବାଇ, (ଓଡିଶା ଟାଇମ୍) : ମହାରାଷ୍ଟ୍ରର ଥାଣେର ଭିୱାଣ୍ଡିରେ ଭୁଶୁଡିଲା କୋଠା । ପ୍ରଥମେ ଏହି ଦୁର୍ଘଟଣାରେ 8 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏବେ ଏହା ବୃଦ୍ଧି ପାଇ ୧୦ରେ ପହଞ୍ଚିଲାଣି ।  ଜନବସତି ମଧ୍ୟରେ ଥିବା ୩ ମହଲା କୋଠା … Read More

ଦେଶରେ ୨୪ ଘଣ୍ଟାରେ ୯୨ ହଜାର ୬୦୫ ଆକ୍ରାନ୍ତ ଚିହ୍ନଟ, ୧୧୩୩ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ରେକର୍ଡ଼ ସୃଷ୍ଟି କରୁଛି। ପ୍ରତିଦିନ ୯୦ ହଜାରୁ ଅଧିକ ଆକ୍ରାନ୍ତ ସୃଷ୍ଟି ହେଉଛନ୍ତି। ଦେଶରେ ୨୪ ଘଣ୍ଟାରେ ୯୨ ହଜାର ୬୦୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ … Read More

ଋଷିଆରୁ ଆସିଛି ଭଲ ଖବର : ଆସନ୍ତା ସପ୍ତାହରୁ ମିଳିବ କରୋନା ଔଷଧ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ବିଶ୍ୱର ପ୍ରଥମ କରୋନା ଟିକା ବାହାର କରିଥିବା ଋଷିଆରୁ ଆସିଛି ଆଉ ଏକ ଭଲ ଖବର । ସାମାନ୍ୟରୁ ମଧ୍ୟମ ଧରଣର ଲକ୍ଷଣ ଦେଖାଯାଉଥିବା କରୋନା ଆକ୍ରାନ୍ତଙ୍କ ପାଇଁ ଏକ ଔଷଧକୁ ଅନୁମତି ଦେଇଛି ପୁଟିନ ପ୍ରଶାସନ … Read More

ଦେଶରେ ୨୪ ଘଣ୍ଟାରେ ୯୩ ହଜାର ୩୩୭କରୋନା ପଜିଟିଭ ଚିହ୍ନଟ, ୧୨୪୭ କରୋନା ଆକ୍ରାନ୍ତଙ୍କ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଉଛି। ଦେଶରେ ୨୪ ଘଣ୍ଟାରେ ୯୩ ହଜାର ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨୪୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। … Read More