ପଶ୍ଚିମବଙ୍ଗରେ ବିଜେପିର ବିଜୟ, ଓଡ଼ିଶା ପାଇଁ କାଳ!
ଭୁବନେଶ୍ୱର: ମେ’୪ ତାରିଖ ବିଜେପି ପାଇଁ ଏକ ଅତ୍ୟନ୍ତ ଶୁଭକର ଦିନ। କାରଣ ଏହିଦିନ ଭାରତର ୧୬ତମ ରାଜ୍ୟଭାବେ ପଶ୍ଚିମବଙ୍ଗରେ ସରକାର ଗଢ଼ିବାକୁ ଜନାଦେଶ ପ୍ରାପ୍ତ ହୋଇଛି ବିଜେପି। ଖାଲି ସେତିକି ନୁହେଁ, ପଶ୍ଚିମବଙ୍ଗ ସମେତ ତାମିଲନାଡ଼ୁ, ଆସାମ, ପୁଡୁଚେରୀରେ କଂଗ୍ରେସକୁ … Read More











