ହଟସ୍ପଟ୍ ଜିଲ୍ଲାରୁ ଭୁବନେଶ୍ୱରକୁ ଆସିଲେ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ

ଭୁବନେଶ୍ବର, (ଓଡିଶା ଟାଇମ୍) :ହଟସ୍ପଟ୍ ଜିଲ୍ଲାରୁ ଭୁବନେଶ୍ୱରକୁ ଆସିଲେ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ । କରୋନା ସ୍ଥିତିକୁ ନଜରରେ ରଖି ଏପରି କଟକଣା ଜାରି କରିଛି ବିଏମସି । ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚାନ୍ଦ ଚୌଧରୀ । ବିଏମସି କମିଶନର … Read More

ରାଜ୍ୟରେ ବଢିବ କୋଭିଡ୍ ଟେଷ୍ଟ

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଖ୍ୟା । ଜୁଲାଇ ମାସରେ କରୋନା ଟେଷ୍ଟ ବଢାଯିବ । ଏସସିବି, ଆଇସିଏମଆର, ଆଇଏଲଏସରେ ଟେଷ୍ଟ ବଢାଯିବ । ୭ଟି ମେଡିକାଲ କଲେଜରେ ୧୫୦ରୁ ୨ ଶହ … Read More

ଫାଇନ୍ ଗଣିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ବର, (ଓଡିଶା ଟାଇମ୍) : ପିସିସି ସଭାପତିଙ୍କୁ ୫ ଶହ ଟଙ୍କା ଫାଇନ୍। ମାଷ୍ଟର କ୍ୟାଣ୍ଟିନ୍‌ରେ ବିକ୍ଷୋଭ ବେଳେ ସାମାଜିକ ଦୂରତା ନିୟମ ଉଲଂଘନ କରି ପିସିସି ସଭାପତି ୫ ଶହ ଟଙ୍କା ଜରିମାନା ଦେଇଛନ୍ତି। କରୋନା ମହାମାରୀ ପାଇଁ ସାରା … Read More

ଅନ୍ୟ ଜିଲାର ପୁଲିସଙ୍କୁ ପୁରୀ ମନା

ଭୁବନେଶ୍ବର, (ଓଡିଶା ଟାଇମ୍) : ବାହାର ଜିଲାର ପୁଲିସଙ୍କୁ ପୁରୀ ଯିବା ପାଇଁ ବାରଣ କରାଯାଇଛି। ଶ୍ରୀଜିଉଙ୍କ ଦର୍ଶନରେ ସ୍ବଚ୍ଛତା ଅବଲମ୍ବନ ଲାଗି ଡିଜିପି ଶ୍ରୀ ଅଭୟ ନିର୍ଦେଶ ଦେଇଛନ୍ତି। ସୂଚନାଅନୁସାରେ, ମହାପ୍ରଭୁଙ୍କ ନିଳାଦ୍ରୀବିଜେ ନହେବା ଯାଏଁ ପୁରୀରେ କଟକଣା ଲାଗୁ … Read More

ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୧୮ ଆକ୍ରାନ୍ତ, ୬ହଜାର ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଉ ୨୧୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୧୮୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ … Read More

କୋଭିଡ୍‌ ଛାଟ: ଯାଞ୍ଚ ପରେ ୧୦ ହସ୍ପିଟାଲକୁ ବିଏମ୍‌ସିର ନୋଟିସ୍‌

ଭୁବନେଶ୍ବର, (ଓଡିଶା ଟାଇମ୍) : କୋଭିଡ୍‌ ଗାଇଡ୍‌ଲାଇନ୍‌ ମାନୁନଥିବା ରାଜଧାନୀର ହସ୍ପିଟାଲକୁ କଡ଼ା ଚେତାବନୀ ଦେଲା ବିଏମ୍‌ସି। କରୋନା ବେଳରେ ହସ୍ପିଟାଲ ପ୍ରୋଟୋକଲ ନମାନିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) କମିଶନର। ୧୦ଟି ହସ୍ପିଟାଲକୁ ବିଏମସିର ନୋଟିସ୍‌। … Read More

ରାଜ୍ଯ ପାଇଁ ଭଲ ଖବର, ସୁସ୍ଥ ହେଲେ ଆଉ ୧୬୮ କରୋନା ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ଯ ପାଇଁ ଭଲ ଖବର । ରାଜ୍ୟରେ ଆଉ ୧୬୮ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଏବେସୁଦ୍ଧା ମୋଟ ୪୨୯୧ଜଣ ସଂକ୍ରମିତ ଆରୋଗ୍ୟ ଲାଭ କଲେଣି । ସୁସ୍ଥ ହୋଇଥିବା … Read More

ଭୁବନେଶ୍ୱରରୁ ଆଜି ୩୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ଭୁବନେଶ୍ବରରୁ ଆଜି ଆଉ ୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୫ ଜଣ ହୋମ କ୍ବାରେଣ୍ଟାଇନ୍ ସେଣ୍ଟରରୁ ଓ ୧୩ ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ବରରୁ … Read More

ରାଜ୍ୟ ପାଇଁ ଭଲ ଖବର, ଆଉ ୧୩୫ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟ ପାଇଁ ଭଲ ଖବର । ରାଜ୍ଯରେ ଆଜି ଆଉ  ୧୩୫ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୪୧୨୩କୁ ବୃଦ୍ଧି ପାଇଛି । ସୁସ୍ଥ … Read More

ଭୁବନେଶ୍ୱର: ଚିହ୍ନଟ ହେଲେ ଆଉ ୨୨ କରୋନା ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜଧାନୀ ଭୁବନେଶ୍ୱରରୁ ଆଉ ୨୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୫ଜଣ ସୁସ୍ଥ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩ ଜଣ କ୍ୱାରେଣ୍ଟାଇନରେ ରହିଥିବା ବେଳେ ୧୯ ଜଣ ସ୍ଥାନୀୟ ବ୍ୟକ୍ତି ରହିଛନ୍ତି । … Read More