ସତରେ କ’ଣ ରାଜନୈତିକ ନେତା ଓ ଦଳ ଲୁଟେରା, ଆଇଏଏସ୍ ଅଫିସର ସଚ୍ଚୋଟ ?

ଭୁବନେଶ୍ୱର,( ଓଡ଼ିଶା ଟାଇମ୍‌) – ବେସାମରିକ ସେବା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟ ଏବେ ଆଲୋଚନାର ବିଷୟବସ୍ତୁ ପାଲଟଛି। ରାଜନୀତି କରୁଥିବା ନେତା ଓ ଦଳମାନେ ଲୁଟେରା ଓ ଆଇଏଏସ୍‍ ଅଫିସରମାନେ ସଚ୍ଚୋଟ। ତେଣୁ ସେମାନେ ରାଜନୈତିକ ଦଳ … Read More

ତ୍ରିଲୋଚନ କାନୁନଗୋଙ୍କ ପରଲୋକ

ଭୁୁବନେଶ୍ୱର, (ଓଡ଼ିଶା ଟାଇମ):  ପୂର୍ବତନ ସାଂସଦ, ଲେଖକ, ଅର୍ଥନୀତି ବିଶାରଦ ତଥା ରାଜ୍ୟ ଅର୍ଥ କମିଶନର ପୂର୍ବତନ ଅଧ୍ୟକ୍ଷ ତ୍ରିଲୋଚନ କାନୁନଗୋଙ୍କ ଆଜି ସକାଳ ୭ଟାରେ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ସେ କିଛିଦିନ ଧରି … Read More

‘ମହା’ ରାଜନୀତି: କଣ ହେବ ଆଗକୁ, କଣ କରିବେ ଉଦ୍ଧବ ଠାକରେ ?

ପ୍ରବଳ ପରିଶ୍ରମ କରି ସେ ସୃଷ୍ଟି କରିଥିଲେ ତାଙ୍କ ପରିବାରର ପରିଚୟ । ମରାଠୀ ଅସ୍ମିତା ଏବଂ ହିନ୍ଦୁତ୍ବ ବିଚାରଧାରାକୁ ମୂଳଦୁଆ କରି ଶିବସେନାକୁ ପରିଚିତ ଏବଂ ପ୍ରତିଷ୍ଠିତ କରାଇଥିଲେ । ଆଞ୍ଚଳିକ ରାଜନୈତିକ ଦଳ ମଧ୍ୟରେ ଏକ ସ୍ବତନ୍ତ୍ର ସ୍ଥାନ … Read More

ମୋଦୀଙ୍କୁ ରାବଣ କହିଲେ ସୁବ୍ରମଣିୟନ୍‌ ସ୍ୱାମୀ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌):  କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ, ମଲ୍ଲିକାର୍ଜ୍ଜୁନ ଖଡ଼୍‌ଗେଙ୍କ ପରେ ଖୋଦ୍‌ ହନ୍ଦୁତ୍ୱ ବିଚାରଧାରାର ଦୃଢ଼ ସମର୍ଥକ ସୁବ୍ରମଣିୟନ୍‌ ସ୍ୱାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ରାବଣ’ ବୋଲି ସମ୍ବୋଧନ କରିଛନ୍ତି। ନିଜ ସୋସିଆଲ୍‌ ମିଡିଆ ଆକାଉଣ୍ଟରେ ଏହିପରି ସମ୍ବୋଧନ … Read More

ପଡ଼ିଲା କି ଗେହଲଟ୍-ପାଇଲଟ୍ କଳିରେ ତାଳି !

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ପଡ଼ିଲା କି ରାଜସ୍ଥାନରେ କଂଗ୍ରେସ କଳିରେ ତାଳି ? କାମ ଦେଲା ରାହୁଲ ଗାନ୍ଧିଙ୍କ “ଆସେଟ୍” ଫର୍ମୂଲା, ଏବେଠୁ ଏକାଠି ହେଲେ କି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ସଚିନ ପାଇଲଟ୍ । କଂଗ୍ରେସର ଭାରତ ଯୋଡ଼ … Read More

ଓଡ଼ିଶା ପୁନର୍ଗଠନର ମହାନାୟକ: ହରେକୃଷ୍ଣ ମହତାବ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌):   ସେତେବେଳର ପ୍ରମିୟର ଅର୍ଥାତ୍‌  ସମ୍ବିଧାନ ପ୍ରଣୟନ ହେବା ପୂର୍ବରୁ ଓଡ଼ିଶାର ପ୍ରଧାନମନ୍ତ୍ରୀ ଥିବା ହରେକୃଷ୍ଣ ମହତାବଙ୍କ ଆଗରେ ଯେଉଁସବୁ ପ୍ରମୁଖ ଚ୍ୟାଲେଞ୍ଜ ରହିଥିଲା ସେଥିରେ ପ୍ଲାରମୁଖ ଥିଲା ଗଡ଼ଜାତ ମିଶ୍ରଣ। ପୁଣି ଶ୍ରୀ ମହତାବ ସେତେବେଳେ ଓଡ଼ିଶାର … Read More

ବିଜେପି ଷ୍ଟାର ପ୍ରଚାରକ ତାଲିକାରେ ବୈଜୟନ୍ତ, ଅପରାଜିତା

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌):  ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ତାଲିକାରେ ବିଜେପିର କିଛି ବରିଷ୍ଠ ନେତାଙ୍କ ନାଁ ଭିତରକୁ ଫେରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏବଂ  ସାଂସଦ ଅପରାଜିତା ଷଡ଼ଙ୍ଗୀ। … Read More

ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ, ଜଣଙ୍କ ମୁଣ୍ଡରେ ୬ ହଜାର ଭୋଟର

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ପଦ୍ମପୁର ଉପନିର୍ବାଚନ ପାଇଁ ଜଣେ ବିଜେଡି ପ୍ରଚାରକଙ୍କ ମୁଣ୍ଡରେ ରହିଛି ୬ ହଜାର୨୧୯ଜଣ ଭୋଟରଙ୍କୁ ପ୍ରଭାବିତ କରିବା ଦାୟିତ୍ୱ। ଆଜି ଦଳ ପକ୍ଷରୁ ପ୍ରକାଶିତ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରୁ ଏହାସ୍ପଷ୍ଟ ହୋଇଛି। ଏହି ତାଲିକାରେ … Read More

ଜେଏମ୍‌ଏମ୍‌ରୁ କୋଣଠେସା ପରେ ରାମଚନ୍ଦ୍ର ହାଁସଦା ଏବଂ ପ୍ରହ୍ଲାଦ ପୂର୍ତ୍ତିଙ୍କ ଗତି କୁଆଡ଼େ

ରାଇରଙ୍ଗପୁର, (ମନୋରଞ୍ଜନ ତିରିଆ): ମୟୁରଭଞ୍ଜ ରାଜନୀତିରେ  ଏକଦା ନିଜ ନିୟନ୍ତ୍ରଣରେ ରଖି ଜନ ପ୍ରତିନିଧି ପାଲଟିଥିବା  ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା ଏବଂ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି ଏବେ ନିଜ ନିଜ ଦଳରେ କୋଣଠେସା ପ୍ରାୟ।  ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରେ … Read More

ବିଜେଡି ରାଜନୀତିରେ ‘ବର୍ଷା’;  ଅସ୍ତ୍ର ସାଜିଛି, ରଥୀଙ୍କୁ କରିଛି ତଳିତଳାନ୍ତ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ଯଦିଓ ମୌସୁମୀ ବାୟୁ ଓଡ଼ିଶା ଆକାଶ ଅତିକ୍ରମ କରିସାରିଛି, କିନ୍ତୁ ଓଡ଼ିଶା ରାଜନୀତିକ ଆକାଶରେ ‘ବର୍ଷା’ ଥମି ନାହିଁ। ବାଲେଶ୍ଵର, କଟକ ପରେ ଏବେ ପଶ୍ଚିମାଞ୍ଚଳର ପଦମପୁର ରାଜନୀତିରେ ‘ବର୍ଷା’ କୁ ନେଇ ଚର୍ଚ୍ଚା ଚାଲିଛି।  ତାଙ୍କରି … Read More