ଅବତାରୀ ବନାମ ଅଶରୀରି…

Bhubaneswar: ଏ ଦୁନିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଅଧିକ ମାତୃଭକ୍ତ କିଏ ଥିବା ଆପଣ ଦେଖିଛନ୍ତି କି ? ବୋଧହୁଏ, ବର୍ତ୍ତମାନ ସୁଦ୍ଧା ଉପଲବ୍ଧ ଗଣମାଧ୍ୟମ ହେଉ ବା ସାମାଜିକ ଗଣମାଧ୍ୟମ, ମୋଦିଙ୍କଠାରୁ ଅଧିକ ମାତୃଭକ୍ତ ଏ ଦୁନିଆରେ ଥିବାର ରେକର୍ଡ … Read More

ଛି ଛି ଛିରେ #NaNi ଛି…

Bhubaneswar: ହଁ ଆଜ୍ଞା, କିଛିଦିନ ହେବ ମାର୍କେଟ ଘାଣ୍ଟୁଛି ଏହି ଗୀତ । କୋରପୁଟିଆ ଭାଷାର ଏହି ନନୀ ଶବ୍ଦର ଅନ୍ୟ କିଛି ଅର୍ଥ ଅଛି କି ! ହୁଏତ ଥାଇପାରେ, ତେବେ ତାର ସେନସ ଖୋଜିବା ଆମର କାମ ନୁହେଁ, … Read More

ହେ ନବ…, ତୁମକୁ ନେଲା କିଏ !

Bhubaneswar: ନବ ବାବୁ, କେଉଁଠି ଅଛନ୍ତି ? ସ୍ବାସ୍ଥ୍ୟମନ୍ତ୍ରୀ ଭାବେ କୋରୋନା ବେଳେ ଆପଣଙ୍କ ଦେଖା ନଥିଲା, କିନ୍ତୁ ଯେତେବେଳେ ଦେଖା ହେଲା, ତାର କିଛିଦିନ ପରେ ଆପଣ ଚାଲିଗଲେ । ନବ ବାବୁ, ବେଳ ପୂର୍ବରୁ ଏମିତି ଅବେଳରେ ଆପଣ … Read More

ଆସନ୍ତା କାଲି ଓଡ଼ିଶା ଆସିବେ ରାଜନାଥ: ନବରଙ୍ଗପୁର, ବ୍ରହ୍ମପୁର ଓ ବାରିପଦାରେ ବିଜେପିର ଜନସମାବେଶ

ଭୁବନେଶ୍ୱର: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆସନ୍ତା କାଲି ୨୨ ତାରିଖ ଦିନ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି । ଶ୍ରୀ ସିଂହ ନବରଙ୍ଗପୁର, ବ୍ରହ୍ମପୁର ଓ ବାରିପଦା ଗସ୍ତ କରିବେ । ବ୍ରହ୍ମପୁରରେ ଆୟୋଜିତ କର୍ମୀ ସମ୍ମିଳନୀରେ ସାମିଲ ହୋଇ … Read More

ସୁପ୍ରିମକୋର୍ଟଙ୍କ ରାୟରେ ‘ରେଡ୍ ଲାଇନ୍’ କ’ଣ, ଯାହା ଏବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଚିନ୍ତାରେ ପକାଇବ?

ନୂଆଦିଲ୍ଲୀ: ଉପରାଜ୍ୟପାଳ ଓ ଦିଲ୍ଲୀ ସରକାରଙ୍କ ମଧ୍ୟରେ କ୍ଷମତାର ସୀମା ରେଖା ଆଙ୍କିଛନ୍ତି ସୁପ୍ରିମକୋର୍ଟ । ଜନଶୃଙ୍ଖଳା, ପୁଲିସ ଓ ଜମିବ୍ୟତୀତ ଅନ୍ୟ ସମସ୍ତ ସେବା ନିର୍ବାଚିତ ସରକାରଙ୍କ ଅଧୀନରେ ରହିବ । ଅର୍ଥାତ୍ ଏହି ତିନୋଟି ବିଷୟକୁ ବାଦ୍ ଦେଲେ … Read More

ସୁପ୍ରିମକୋର୍ଟଙ୍କ ରାୟ ମହାରାଷ୍ଟ୍ର ରାଜନୀତିରେ କେତେ ପ୍ରଭାବ ପକାଇବ ?

ମୁମ୍ବାଇ: ଦୀର୍ଘ ଦିନର ଶୁଣାଣି ଓ ଦୀର୍ଘ ପ୍ରତୀକ୍ଷା ପରେ ଶେଷରେ ମହାରାଷ୍ଟ୍ରର କ୍ଷମତା ସଂଗ୍ରାମର ରାୟ ଆସିଛି । ସୁପ୍ରିମକୋର୍ଟଙ୍କ ରାୟ ମଧ୍ୟ ଏମିତି ହୋଇଛି, ଯେଉଁଥିରେ ଉଭୟ ପକ୍ଷଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ସିନ୍ଦେଙ୍କ ମୁଖ୍ୟ ଛାଟିଆଙ୍କୁ … Read More

ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ପଦରେ ରହିବେ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଇସ୍ତଫା ଦେଇଥିବା କାରଣରୁ ଉଦ୍ଧବ ଠାକ୍‌ରେଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଭାବେ ପୁନଃ ଅବସ୍ଥାପିତ କରାଯାଇ ପାରିବ ନାହିଁ ଏବଂ ‘ଫ୍ଲୋର୍‌ ଟେଷ୍ଟ୍‌’ ଡକାଇ ରାଜ୍ୟପାଳ ମଧ୍ୟ ଆଇନଗତ ତ୍ରୁଟି କରିଛନ୍ତି । ତତ୍‌କାଳୀନ ରାଜ୍ୟପାଳଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି କାରଣରୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ … Read More

୬ କାର୍ଟୁନରେ କର୍ଣ୍ଣାଟକ ନିର୍ବାଚନ ବୟାନ

ବିଷାକ୍ତ ସାପଠାରୁ ଆରମ୍ଭ କରି ବିଷକନ୍ୟା, ବଜରଙ୍ଗ ଦଳ ଉପରେ କଟକଣାଠାରୁ ବଜରଙ୍ଗବଳୀ କି ଜୟ ଭୁବନେଶ୍ୱର: କର୍ଣ୍ଣାଟକରେ ୨୨୪ ଟି ଆସନ ପାଇଁ ମତଦାନ ହୋଇସାରିଛି । ୬୯% ମତଦାତା ମତଦାନ କରିଛନ୍ତି । ବୁଧବାର ୧୦ଟି ଏକଜିଟ୍ ପୋଲ୍ … Read More

ଶରଦ ପାୱାର, ମମତା ବାନାର୍ଜୀ ଓ କେସିଆରଙ୍କ ସ୍ଥାନ କିଏ ନେବ ?

ନୂଆଦିଲ୍ଲୀ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର ଗତ ସୋମବାର ମହାରାଷ୍ଟ୍ରରେ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କର ହଠାତ୍ ଇସ୍ତଫା କେବଳ ଏନସିପି ନୁହେଁ, ମହାବିକାଶ ଆଘାଡିରେ ମଧ୍ୟ ହଇଚଇ ସୃଷ୍ଟି କରିଥିଲା । … Read More

ବିଲାୱଲ ଭୁଟ୍ଟୋଙ୍କ ଗୋଆ ଗସ୍ତ: ବାଧ୍ୟବାଧକତାରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଭାରତ ନିକଟରେ ଆତ୍ମସମର୍ପଣ କଲେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବେଳେବେଳେ କଶ୍ମୀର ପ୍ରସଙ୍ଗରେ ବିବାଦୀୟ ବୟାନ ଦେବାରେ ଅଭ୍ୟସ୍ତ ଥିବା ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ମେ ୪ ଓ ୫ ତାରିଖରେ ଭାରତରେ ଅଛନ୍ତି । ୩୪ ବର୍ଷୀୟ ବିଲାଓ୍ଵାଲ ସାଂଘାଇ … Read More