ବିଧାୟକ ନୁହେଁ, ବହୁ ସାଂସଦଙ୍କ ଟିକଟ କଟିବ

ବିଧାନସଭା ପାଇଁ ସେଫ ଗେମ ଖେଳିବ ବିଜୁ ଜନତା ଦଳ। ଏକ ସମୟରେ ଚର୍ଚ୍ଚା ହେଉଥିଲା ଯେ, ଗତ ଥରର ୬ ୦-୭୦ଜଣ ବିଧାୟକଙ୍କୁ ଏଥର ବିଜୁ ଜନତା ଦଳ ରିପିଟ କରିବ ନାହିଁ। ଏମାନଙ୍କ ମଧ୍ୟରୁ ୫୦ବର୍ଷ ବୟସରୁ ଊର୍ଦ୍ଧ୍ୱ … Read More

ବଢ଼ୁଛି ପ୍ରଣବଙ୍କ ଟିକଟ ଚିନ୍ତା

ସାଧାରଣ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ହେବା ପରେ ଦଳୀୟ ଟିକଟ ପାଇବା ପାଇଁ ଏବେ ରାଜନୈତିକ ଉଷ୍ମତା ଜୋର ଧରିବାରେ ଲାଗିଛି। ରାଜ୍ୟର ବହୁ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ଧର୍ମଶାଳାରେ ଏବେ ପ୍ରମୁଖ ରାଜନୈତିକ ଦଳମାନଙ୍କର ଟିକଟ ଆଶାୟୀଙ୍କ ଭିଡ଼ ଯୋଗୁଁ ପାଣିପାଗ … Read More

ମେଣ୍ଟ ରାଜନୀତି : ନାୟକ ଏକ; ସେନାପତି ଅନେକ

ଲୋକସଭା ନିର୍ବାଚନର ବିଗୁଲ ବାଜି ସାରିଛି। ଲଢ଼େଇ ମୈଦାନ ଓ ତାରିଖ ଏବେ ପ୍ରସ୍ତୁତ। ବିଜେପି ନେତୃତ୍ୱାଧିନ ଏନଡ଼ିଏକୁ ଟକ୍କର ଦେବା ପାଇଁ ତଥାକଥିତ ମହାମେଣ୍ଟ ଦାବି କରିବାରେ ଲାଗିଲାଣି। କିନ୍ତୁ ପ୍ରକୃତ ପକ୍ଷେ ଯାହାକୁ ମହାମେଣ୍ଟ କୁହାଯାଉଛି ତାହା କେବଳ … Read More

ବିଜେପିକୁ ଫେରିପାରନ୍ତି ବିଜୟ ଓ ଦିଲ୍ଲୀପ

ଭୁବନେଶ୍ଵର, (ଓଟି): ଅଭିମାନ ଓ ଗୁରୁତ୍ଵ ପାଇଁ କିଛିଦିନ ତଳେ ବିଜେପି ଓ ବିଧାୟକ ପଦ ଛାଡ଼ିଥିବା ଶିଳ୍ପପତି ଦିଲ୍ଲୀପ ରାୟ ଏବଂ ତାଙ୍କ ବନ୍ଧୁ ତଥା ଓଡ଼ିଶା ରାଜନୀତିର ଅନ୍ୟତମ ହେବି ଓ୍ବେଟ୍‌ ବିଜୟ ମହାପାତ୍ର ପୁଣିଥରେ ପାର୍ଟିକୁ ଫେରିପାରନ୍ତି। … Read More

ମହାସଂଗ୍ରାମ-୨୦୧୯ର ମହାରଥୀ

୧୭ତମ ଲୋକସଭା ଗଠନ ପାଇଁ ମହାସଂଗ୍ରାମ-୨୦୧୯ର ବିଗୁଲ ବାଜି ସାରିଛି । ଏହି ନର୍ବାଚନ ମହାସଂଗ୍ରାମରେ ଅଲଗା ଅଲଗା ରାଜ୍ୟର ସମୀକରଣ ଅଲଗା ଅଲଗା ଥାଇପାରେ, କିନ୍ତୁ ରାଷ୍ଟ୍ରୀୟ ସ୍ତରରେ ମୁଖ୍ୟତଃ ଦୁଇଟି ମେଣ୍ଟ ମଧ୍ୟରେ ମୁକାବିଲା ହେବ। ବିଜେପି ନେତୃତ୍ୱାଧିନ … Read More

ମହାସଂଗ୍ରାମ -୨୦୧୯: କାହା ସହିତ କିଏ ?

୧୭ତମ ଲୋକସଭା ଗଠନ ପାଇଁଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଲୋକସଭାରେ ନିଜର ପ୍ରଭୁତ୍ୱ ବିସ୍ତାର ପାଇଁ ରାଜନୈତିକ ଦଳ ଗୁଡ଼ିକ ପ୍ରସ୍ତୁତି କାମ ଅନ୍ତିମ ରୂପ ଦେବାରେ ଲାଗିଛନ୍ତି। ୟୁପିଏ କିଛି ଆଞ୍ଚଳିକ ଦଳମାନଙ୍କ ସହାୟତାରେ ନରେନ୍ଦ୍ର ମୋଦିଙ୍କୁ ପରାଜିତ … Read More

୧୯୫୨ରେ ପ୍ରଥମ ଲୋକସଭା ନିର୍ବାଚନ

୫୩ଟି ଦଳ ନିର୍ବାଚନରେ ଅଂଶଗ୍ରହଣ କରିଥିଲେ ୪୫.୭% ମତଦାନ ୫୫% ମତଦାତା କଂଗ୍ରେସକୁ ଭୋଟ ଦେଇନଥିଲେ ୩୬୪ ଆସନରେ କଂଗ୍ରେସ ବିଜୟୀ ୨୦୧୯ର ଲୋକସଭା ନିର୍ବାଚନ ସ୍ୱାଧିନ ଭାରତର ଇତିହାସରେ ସବୁଠାରୁ ବଡ଼ ନିର୍ବାଚନ ହେବାକୁ ଯାଉଛି। କାରଣ ୯୦ କୋଟି … Read More

ଏବିପି ସର୍ଭେ: ଏନଡ଼ିଏ ହରାଇବ ୭୨ ଆସନ

ନିର୍ବାଚନ କମିଶନ ୨୦୧୯ ଲୋକସଭା ପାଇଁ ମତଦାନ ତାରିଖ ଘୋଷଣା କରିସାରିଲେଣି। ସମଗ୍ର ଦେଶରେ ଏପ୍ରିଲ ୧୧ ତାରଖରୁ ୭ଟି ଚରଣରେ ମଇ ୧୯ ତାରିଖ ପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟା ଜାରି ରହିବ। ଏହି ନିର୍ବାଚନ ଘୋଷଣା ପରେ ଏବିପି, ସି-ଭୋଟର … Read More

ଜାଣନ୍ତୁ କେଉଁ ତାରିଖରେ କେଉଁ ନିର୍ବାଚନ ମଣ୍ଡଳୀରେ ଭୋଟ

ଆଜି ଭାରତର ନିର୍ବାଚନ କମିଶନଙ୍କ ଘୋଷଣା ଅନୁସାରେ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ଭୋଟ ଗ୍ରହଣ ପ୍ରକ୍ରିୟା ଏପ୍ରିଲ ୧୧ରୁ ଆରମ୍ଭ ହୋଇ ଏପ୍ରିଲ ୨୯ରେ ଶେଷ ହେବ ବୋଲି କାର୍ଯ୍ୟକ୍ରମ ସ୍ଥିର ହୋଇଛି। ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ … Read More

ବିଜେପି ଫେରିବାକୁ ଖାରବେଳ ପ୍ରସ୍ତୁତ

ବୈଜୟନ୍ତ ପଣ୍ଡା ବିଜେପିରେ ମିଶିବା ପରେ ଏବେ ଅନ୍ୟ ବରିଷ୍ଠ ତଥା ଟାଣୁଆ ନେତାମାନେ ବିଜେପିରେ ମିଶିବା ପାଇଁ ଧାଡ଼ି ବାନ୍ଧିବା ଆରମ୍ଭ କରିଛନ୍ତି। ଏହି କ୍ରମରେ ବିଜେଡ଼ିରୁ ବହିଷ୍କୃତ ପୂର୍ବତନ ମନ୍ତ୍ରୀ ତଥା ପାରାଦୀପ ବିଧାୟକ ଡ଼ା. ଦାମୋଦର ରାଉତ … Read More