ପୁଣି ବିଜେପିରୁ ଡ଼କରା ଆସୁଛି : ବିଜୟ

ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟ ରାଜନୀତି ସେତିକ ରୋଚକ ହେବାରେ ଲାଗିଛି। କିଛିଦିନ ତଳେ ଯେଉଁ ନେତାମାନଙ୍କୁ ବିଜେପି ଅଣଦେଖା କରୁଥିଲା ଏବେ ସେମାନଙ୍କ ଦୁଆରେ ଅଧିଆ ପଡ଼ିଥିବା ଆଲୋଚନ ହେଉଛି। ବିଜେପିରେ କୋଣଠେସା ହେବା ପରେ ଇସ୍ତଫା ଦେଇଥିବା … Read More

ଅଙ୍କ ଛିଡ଼ୁନି; ପୁଣି ଦାମଙ୍କ ଦିଲ୍ଲୀ ଯାତ୍ରା

ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ଏବେ ନେଇ ଚର୍ଚ୍ଚା ଜୋର ଧରିଛି। ଏବେ ସେ ପଦ୍ମ ଧରିବେ ବୋଲି ଜୋର ଚର୍ଚ୍ଚା। ଗତ ସପ୍ତାହରେ ଦିଲ୍ଲୀ ଯାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରିବା ପରେ ସେ ବିଜେପିରେ ଯୋଗ … Read More

ବିଜେଡିରୁ ସାଂସଦ ବଳଭଦ୍ରଙ୍କ ଇସ୍ତଫା, କହିଲେ ଦୂରତା ବଢ଼ାଉଛନ୍ତି ମଧ୍ୟସ୍ଥି

ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ବିଜେଡିରୁ ଇସ୍ତଫା ଦେଇଛନ୍ତି। ଦଳୀୟ ସଭାପତିଙ୍କ ରାଜନୀତିକ ସଚିବଙ୍କୁ ସେ ଏଥିନେଇ ଆବଶ୍ୟକ ଇସ୍ତଫାପତ୍ର ପ୍ରଦାନ କରିଥିବା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏଭିତରେ ତାଙ୍କୁ ଦଳରେ କୋଣଠେସା କରାଯାଇଛି। ତାଙ୍କୁ ଦଳୀୟ କାର୍ଯ୍ୟକ୍ରମରେ … Read More

ସଂଘ ରିପୋର୍ଟରେ ଟିକଟ

ସରକାର ଗଠନ ପାଇଁ ବହୁମତ ପାଇବାକୁ ବିଜେପି ଏବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶରଣରେ ପଶିଛି। ସଂଘର ସର୍ଭେ ରିପୋର୍ଟ ଅନୁସାରେ ଚଳିତ ନିର୍ବାଚନରେ କାହାକୁ କେଉଁଠୁ ପ୍ରାର୍ଥୀ କରାଯିବ ତାହା ସ୍ଥିର ହୋଇଛି। ଏଥିପାଇଁ ସଂଘ ପକ୍ଷରୁ ଦେଶବ୍ୟାପୀ ସମ୍ଭାବ୍ୟ … Read More

ବିଧାନସଭା ଲଢ଼ିବେ ଜୁଏଲ!

ହାରିବା ଭୟରେ ଛାଡ଼ିବେ ଲୋକସଭା ଚଳିତ ନିର୍ବାଚନରେ ୧୨୦+ ଆସନରେ ଜିତିବା ପାଇଁ ଆସ୍ପର୍ଦ୍ଧା କରୁଥିବା ବିଜେପିର ଏକମାତ୍ର ସାଂସଦ ତଥା କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ଲୋକସଭା ପରିବର୍ତ୍ତେ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ଆଗ୍ରହ ପ୍ରକାଶ … Read More

କଂଗ୍ରେସ ପିଛା ଛାଡ଼ୁନାହାନ୍ତି କେଜ୍ରିୱାଲ

ଯେଉଁ କଂଗ୍ରେସ ଦଳ ବିରୋଧରେ ପ୍ରଚାର କରି ୫ବର୍ଷ ତଳେ କ୍ଷମତାକୁ ଆସିଥିଲେ ଆପ‍୍‌ ନେତା ଅରବିନ୍ଦ କେଜ୍ରିୱାଲ। ଏବେ ନିଜର ଲୋକପ୍ରିୟତା କମୁଥିବା ଲକ୍ଷ୍ୟ କରି ନିଜର ଶକ୍ତି ବଢ଼ାଇବା ପାଇଁ ପୁଣି କଂଗ୍ରେସ ପିଠିରେ ଲାଉ ହେବାକୁ ଇଛା … Read More

କିଙ୍ଗମେକର ସାଜିବେ ଜଗନ-ନବୀନ-ଚନ୍ଦ୍ରଶେଖର

ଲୋକସଭା ନିର୍ବାଚନ ବିଗୁଲ ବାଜି ସାରିଛି। ଏହି ନିର୍ବାଚନରେ କିଏ ବିଜୟ ମୁକୁଟ ପିନ୍ଧିବ ସେ ସମ୍ପର୍କରେ ‘ ଏବିପି – ସି ଭୋଟର’ର ଏକ ସର୍ଭେରେ କୁହାଯାଇଛି ଯେ, ନିର୍ବାଚନରେ ଏନଡିଏକୁ ୨୬୪ ଆସନ ମିଳିପାରେ, ଯାହାକି କେନ୍ଦ୍ରରେ ସରକାର … Read More

ମହାମେଣ୍ଟର ଅପମୃତ୍ୟୁ

ବିଜେପିକୁ ନିର୍ବାଚନରେ ରୋକିବା ପାଇଁ ବର୍ଷକ ତଳୁ ସମସ୍ତ ବିରୋଧି ଦଳର ନେତାମାନେ ଯେଉଁ ମହାମେଣ୍ଟର ସ୍ୱପ୍ନ ଦେଖୁଥିଲେ ତାହା ଏବେ ଦୁଃସ୍ୱପ୍ନରେ ପରିଣତ ହୋଇଛି। ଭାରତୀୟ ରାଜନୀତିକୁ ନିଜ ଇଛାରେ ଚଳାଇବାକୁ ଆସ୍ପର୍ଦ୍ଧା କରୁଥିବା ଦୁଇ ମହିଳା ନେତ୍ରୀଙ୍କ କାର୍ଯ୍ୟକଳାପ … Read More

କଂଗ୍ରେସକୁ ମାୟାବତୀଙ୍କ ଝଟକା

ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ କଂଗ୍ରେସକୁ ଅନେକ ଝଟକା ଲାଗିବାରେ ଲାଗିଛି। ମଙ୍ଗଳବାର ଦିନ ଉତ୍ତରପ୍ରଦେଶ କଂଗ୍ରେସକୁ ବଡ ଝଟ୍‌କା ଲାଗିଛି। ବହୁଜନ ସମାଜବାଦୀ ପାର୍ଟିର ସୁପ୍ରିମୋ ମାୟାବତୀ ଆଜି ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ଦଳ କଂଗ୍ରେସ … Read More

ମୋଦିଙ୍କୁ ବିପଦ ୫ରାଜ୍ୟ

ନରେନ୍ଦ୍ର ମୋଦି ପୁଣି ଥରେ ପ୍ରାନମନ୍ତ୍ରୀ ହେବାରେ ୫ଟି ରାଜ୍ୟ ବାଧକ ସାଜିବାକୁ ଯାଉଛନ୍ତି। ଏକଥାକୁ ନରେନ୍ଦ୍ର ମୋଦି, ବିଜେପି ଅଧ୍ୟକ୍ଷ ଅମିତ୍ ଶାହ ଓ ବିରୋଧି ଦଳର ସମସ୍ତ ନେତାମାନେ ଭଲ ଭାବରେ ଜାଣିଛନ୍ତି। ୫୪୩ ସଦସ୍ୟ ବିଶିଷ୍ଟ ଲୋକସଭାରେ … Read More