ସୁନ୍ଦରଗଡ଼ରେ ଦାନା ଧରୁନି ନବୀନଙ୍କ ମହିଳା କାର୍ଡ଼

ଆଦିବାସୀ ବହୁଳ ମତଦାତା ଥିବା ସୁନ୍ଦରଗଡ଼ ଲୋକସଭା ପାଇଁ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱୀତା ହେବ ବୋଲି ପ୍ରଥମରୁ ଆକଳନ କରାଯାଉଥିଲା। । ବିଜେପିର ଜୁଏଲ ଓରାମ, କଂଗ୍ରେସର ଜର୍ଜ ତିର୍କୀ ଏବଂ ବିଜେଡିର ସୁନୀତା ବିଶ୍ୱାଳ। ଜଣେ ସାଂସଦ, ଜଣେ ବିଧାୟକ ଆଉ … Read More

କେନ୍ଦ୍ରପଡ଼ା ବିଜେଡି ନେତାଙ୍କ ନିର୍ବାଚନୀ ବଜେଟ‍୍‌ ଦେଖି ଅର୍ଥମନ୍ତ୍ରୀ ଜଳକା

ରାଜ୍ୟ ବଜେଟ‍୍‌କୁ ସୁରୁଖୁରୁରେ ପାରିତ କରାଇ ନେଉଥିବା ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଏବେ କେନ୍ଦ୍ରାପଡା ବିଧାନସଭା ପାଇଁ ନିଜ ନିର୍ବାଚନ ଖର୍ଚ୍ଚ ତାଲିକାକୁ ଦେଖି ଜଳକା। ତାଙ୍କ ଚାରିପଟେ ଘେରି ରହିଥିବା ବିଜେଡିର ତଥାକଥିତ ଟିଙ୍କମାନେ ଦେଇଥିବା ନିର୍ବାଚନୀ ଖର୍ଚ୍ଚ ତାଲିକା … Read More

କାମ ଦେଉନି ବିକାଶ ଓ କାଳିଆ : ଚିନ୍ତାରେ ନବୀନ

ସାଂସଦ ଓ ବିଧାୟକ ପ୍ରାର୍ଥୀ ଲୋକଙ୍କ ପ୍ରଶ୍ନବାଣରେ ବିଚଳିତ ଚଳିତ ନିର୍ବାଚନରେ କାଳିଆ ଯୋଜନାରୁ ବହୁ ଫାଇଦା ମିଳିବ ବୋଲି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଆଶା କରିଥିଲେ ତାହା ଫସର ଫାଟିବାକୁ ଯାଉଛି। ନବୀନଙ୍କର କୌଣସି … Read More

ଧର୍ମେନ୍ଦ୍ରଙ୍କ ଋଣ ସୁଝିଲେ ନବୀନ

ବିଜେପିର ଫିକ୍ସିଂ ମାଷ୍ଟର ଭାବେ ଅଭିଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ଋଣ ନବୀନ ପଟ୍ଟନାୟକ ସୁଝିବାରେ ଆଦୌ ବିଳମ୍ୱ କରିନାହାଁନ୍ତି ବୋଲି ରାଜ୍ୟ ବିଜେପିର ଅନେକ ନେତା ଏବେ କହିବାରେ ଲାଗିଛନ୍ତି। ଏହି ନେତାମାନଙ୍କର କହିବା କଥା ଧର୍ମେନ୍ଦ୍ର ଗୋଟିଏ ଗୁଳିରେ ପଶ୍ଚିମ … Read More

ବିଜେପି ସର୍ଭେ : ବଡ଼ କଷ୍ଟରେ ମୋଦି ସରକାର

ଚଳିତ ନିର୍ବାଚନରେ ମୋଦି ଓ ଶାହଙ୍କ ବିଜେପିର ସ୍ଲୋଗାନ ‘ଅବକି ବାର – ଚାର ଶୋ ପାର’। ଉତ୍ତରପ୍ରଦେଶରୁ ନିର୍ବାଚନରେ ବିଜେପି ୭୩ଟି ଆସନରେ ବିଜୟୀ ହେବ ବୋଲି ଶାହ ଏକ ସାକ୍ଷାତକାରରେ କହିଛନ୍ତି। ଯଦି ଏହି ସଂଖ୍ୟାରୁ କମ ହୁଏ … Read More

ନବୀନଙ୍କ ପ୍ରଶ୍ନ ; ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ?

ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କେଉଁଠାରୁ ନିର୍ବାଚନ ଲଢୁଛନ୍ତି? ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ବିଜେପି ଡରୁଛି କି? ନିର୍ବାଚନ ପରେ ଦିଲ୍ଲୀ ଇଂଜିନର ଦେଖା ମିଳିବ ନାହିଁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ୱର ଭଉଁରୀ ବସାରେ ଆଜି ହାତ ମାରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ … Read More

ମୋଦୀଙ୍କ ଅଜବ ପ୍ରତିଦ୍ୱନ୍ଦ୍ୱୀ

ତାମିଲ୍‌ନାଡୁର ୧୧୧କୃଷକ କୋଲକାତା ହାଇକୋର୍ଟ ଜଜ୍‌ ଭୀମ‍୍‌ ସେନା ମୁଖ୍ୟ ଚନ୍ଦ୍ରଶେଖର ବିଏସଏଫ ଯବାନ ସଙ୍କଟ ମୋଚନ ମନ୍ଦିରର ମହନ୍ତ ଚଳିତ ନିର୍ବାଚନରେ ବାରଣାସୀରୁ ଅନେକ ନିଆରା ପ୍ରାର୍ଥୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟକ୍କର ଦେବାକୁ ଯାଉଛନ୍ତି। କୋଲକାତା ହାଇକୋର୍ଟ ଜଜ୍‌ଙ୍କଠାରୁ … Read More

ନବୀନଙ୍କ ପାଇଁ ଚ୍ୟାଲେଞ୍ଜ ପୀତାମ୍ୱର

ବାମନ ଯେତେବେଳେ ବଟବୃକ୍ଷକୁ ଉପାଡ଼ିବା ପାଇଁ ଗଛକୁ ଦୋହଲେଇ ଥାଏ ସାଧାରଣତଃ ଲୋକେ ହସିଥାନ୍ତି। ହେଲେ ଯଦି ବର ଗଛଟିର ଚେର ଦୁର୍ବଳ ହୋଇଯାଇଥାଏ, ଆଉ ବାମନ କିଛି ବଳ ପ୍ରୟୋଗ କରିବା ସହ ବୁଦ୍ଧି ଖଟାଏ ନିଶ୍ଚୟ ଗଛଟି ଉପୁଡିଯାଇପାରେ। … Read More

କେବେ ଆସିବେ ରାହୁଲ ଓ ପ୍ରିୟଙ୍କା?

ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାଇଟେକ ବସରେ ବସି ଦଳ ପାଇଁ କଷ୍ଟେମଷ୍ଟେ ପ୍ରଚାର ଚଳାଇଛନ୍ତି। ମୁହଁ ପୋତି ଲେଖା ଭାଷଣ ପଢନ୍ତୁ ପଛେ, କିନ୍ତୁ ପ୍ରୟାସରେ କୌଣସି କମି ଦେଖାଯାଉନାହିଁ। ତା’ଛଡ଼ା ବିଜୁ ଜନତା ଦଳର ମଜଭୁତ … Read More

ବେକାର ହେବା ଚିନ୍ତାରେ ଘାରି ହେଲେଣି ଦଳୀୟ ମୁଖପାତ୍ର

ନିର୍ବାଚନ ସମୟରେ ଅତ୍ୟନ୍ତ ସକ୍ରିୟ ଥିବା ରାଜନୈତିକ ମୁଖପାତ୍ରମାନଙ୍କ ଚିନ୍ତା ଧିରେ ଧିରେ ବଢିବାରେ ଲାଗିଛି। ବର୍ତ୍ତମାନର ରାଜନୈତିକ ପାଣିପାଗରେ ରାତିପାହିଲେ ସେମାନଙ୍କୁ ଖୋଜା ପଡୁଥିବାବେଳେ ନିର୍ବାଚନ ସରିଲେ ସେମାନେ କଣ କରିବେ ସେହି ଚିନ୍ତାରେ ଏବେ ଘାରି ହେଉଛନ୍ତି। ବିଶେଷକରି … Read More