ଭଦ୍ରକ ଲୋକସଭା : ନବାଗତଙ୍କ ମଧ୍ୟରେ କଡ଼ା ମୁକାବିଲା

ଏବେ ରାଜ୍ୟର ଉପକୂଳ ଓ ଉତ୍ତର ଓଡ଼ିଶାରେ ସରଗରମ ହେଲାଣି ନିର୍ବାଚନୀ ମାହୋଲ। ଗାଁ ଗଣ୍ଡାରୁ ସହର ଯାଏ ପ୍ରଚାର ହେଲାଣି ଜୋରଦାର। ୨୯ରେ ହେବ ନିର୍ବାଚନ। ଭଦ୍ରକ ଲୋକସଭା ଆସନର ଫଳାଫଳକୁ ନେଇ ପର୍ଯ୍ୟବେକ୍ଷକ ମହଲରେ ଆରମ୍ଭ ହୋଇଛି ପ୍ରାକ୍ … Read More

ନବୀନଙ୍କ ଭାବମୂର୍ତ୍ତି ବିଗାଡ଼ିବା ପାଇଁ ଭୟଙ୍କର ଚକ୍ରାନ୍ତ

ହାଇଟେକ ବସ ଭିଡିଓ ଭାଇରାଲ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦେହ ଭଲ ଅଛି କି ନାହିଁ ସେ ନେଇ ବାଦ ବିବାଦ ଏବଂ ତର୍କ ବିତର୍କ କିଛିଦିନ ହେଲା ଜୋରସୋରରେ ଚାଲିଛି। କେବଳ ଓଡ଼ିଶାରେନୁହେଁ, ଦେଶରେ ମଧ୍ୟ … Read More

ସୁସ୍ଥ ବିଜେପି, ଅସୁସ୍ଥ କଂଗ୍ରେସ, କୋମାରେ ବିଜେଡି

କେନ୍ଦ୍ରାପଡା ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଚତୁର୍ଥ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ଏଥିମଧ୍ୟରୁ ୪ଟି ବିଧାନସଭାମଣ୍ଡଳୀରେ ରାଜନୈତିକ ଦଳର ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାର ଆରମ୍ଭ କରିଦେଇଥିଲା ବେଳେ ପାଟକୁରା ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀମାନଙ୍କର ଭୋଟ ପ୍ରଚାର ଏକରକମ … Read More

ପୁରୀ: ଗୁରୁ ଶିଷ୍ୟ ଲଢ଼େଇ ତୀବ୍ର

ରାଜ୍ୟର ନିର୍ବାଚନମଣ୍ଡଳୀ ମଧ୍ୟରୁ ଶ୍ରୀକ୍ଷେତ୍ରରେ ଏବେ ପ୍ରଭୁଙ୍କ ଆୟୂଧ ଶଙ୍ଖ ପଦ୍ମ ମଧ୍ୟରେ ଜୋରଦାର ପ୍ରତିଯୋଗିତା ଚାଲିଛି। ଜାତୀୟସ୍ତରର ଦଳ ବିଜେପି ପ୍ରଚାର ପ୍ରସାରରେ ଆଗୁଆ ରହିଛି। ପରିବର୍ତ୍ତନର ସ୍ୱରକୁ ଆପଣେଇଲେଣି ଜନତା। ପୁରୀ ବିଧାନସଭାରୁ ଜୟନ୍ତ କୁମାର ଷଡଙ୍ଗୀ ବିଜେପିର … Read More

ଭୋଟରଙ୍କ ମତିଗତି ସନ୍ଦେହରେ : ୯୫ର ସ୍ଥିତି ପୁଣି ଫେରିବକି ୧୯ରେ?

୧୯୯୫ ଭୋଟ ଫଳାଫଳ ଯେଉଁମାନେ ଦେଖିଛନ୍ତି, ସେମାନଙ୍କ ମଧ୍ୟରେ ବଡ଼ ସନ୍ଦେହ ସୃଷ୍ଟି ହୋଇସାରିଲାଣି ଯେ, ହୁଏତ ୨୦୧୯ରେ ରିପିଟ ହେବ ୧୯୯୫। ୯୫ ନିର୍ବାଚନ ବିଜୁଙ୍କ ସ୍ୱପ୍ନକୁ ଚୁରମାର କରିଦେଇଥିଲା। ୧୯ ଯଦି ନବୀନଙ୍କ ସ୍ୱପ୍ନକୁ ଚୁରମାର କରିଦିଏ, ତେବେ … Read More

ମୋଦୀ-ନବୀନ ଲଢ଼େଇରେ କମ୍ପୁଛି ଓଡ଼ିଶା

ସାରା ଦେଶରେ ଦଳ ପାଇଁ ଧୂଆଁଧାର ପ୍ରଚାର କରୁଛନ୍ତି ମୋଦୀ। ନବୀନ କେବଳ ଓଡ଼ିଶା ପାଇଁ। ଓଡ଼ିଶାରେ ମୋଦୀଙ୍କୁ ପ୍ରଚାରରେ ବଡ଼ ସହାୟତା ଯୋଗାଉଛନ୍ତି ସ୍ଥାନୀୟ ନେତା। ନବୀନଙ୍କ ପାଇଁ କେହି ନାହାନ୍ତି। ମୋଦୀ କହୁଛନ୍ତି ଡବଲ ସରକାର କଥା। ନବୀନଙ୍କ … Read More

ମୋଦିଙ୍କ ପାଇଁ ଆଗୁଆ ବାଟ ସଫା କଲେ ନବୀନ

ବଦଳିଲା ନବୀନଙ୍କ ସମଦୂରତ୍ୱ ଡ଼ାଏଲଗ୍‌ ସ୍ଥିତି ଦେଖି ନୀବନ ଛାନିଆଁ ବିଜେପି ସହିତ ମୂଲଚାଲ ମୁଡ଼ରେ ଆଗରୁ କ’ଣ ଓଡ଼ିଶା ସ୍ୱାର୍ଥ ମନେ ନଥିଲା? ହଠାତ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର “ସମଦୂରତା” ନୀତି ବଦଳିଯାଇଛି। କଂଗ୍ରେସ ଓ … Read More

ଅଫିସର ଲଢ଼େଇ : ଅରୁପଙ୍କଠାରୁ ଅପରାଜିତା ଆଗରେ

କଇଁଛକୁ ହେୟଜ୍ଞାନ କରି ଠେକୁଆ ଦୌଡରେ ହାରିଯିବା କଥା ସମସ୍ତେ ଜାଣନ୍ତି। ପିଲାବେଳେ ବହିରେ ସମସ୍ତେ ନିଶ୍ଚୟ ପଢ଼ିଥିବେ, ନହେଲେ ଗପଟି କାହାଠୁ ଶୁଣିଥିବେ। ବର୍ତ୍ତମାନ ଏମିତି ଜଣେ ଚତୁର ଠେକୁଆକୁ ଦେଖିବାକୁ ମିଳିଛି ଓଡ଼ିଶା ରାଜନୀତିରେ। ତାହା ପୁଣି ରାଜଧାନୀର … Read More

ଏତେ ପଦପଦବୀ କେଉଁଠୁ ଆଣିଲେ ନବୀନ!

ଜାତୀୟ ଦଳର ସଭାନେତ୍ରୀରୁ ଏକ ଆଞ୍ଚଳିକ ଦଳର ସାଧାରଣ ସମ୍ପାଦକ ସୁମିତ୍ରା ଅସନ୍ତୁଷ୍ଟଙ୍କୁ ନବୀନଙ୍କ ପଦବୀ ଥୋପ କାମ ଦେବ ତ ? ଦଳର ଛାଗୁଆ ସଂଗଠନର କୌଣସି ନେତାଙ୍କୁ ଟିକଟ ମିଳିନି ନିଯୁକ୍ତ ପାଇଥିବା ନେତାମାନେ ପଦପଦବୀକୁ ବଜାଇ ରଖିପାରିବେ … Read More

ସୁନ୍ଦରଗଡ଼ରେ ଦାନା ଧରୁନି ନବୀନଙ୍କ ମହିଳା କାର୍ଡ଼

ଆଦିବାସୀ ବହୁଳ ମତଦାତା ଥିବା ସୁନ୍ଦରଗଡ଼ ଲୋକସଭା ପାଇଁ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱୀତା ହେବ ବୋଲି ପ୍ରଥମରୁ ଆକଳନ କରାଯାଉଥିଲା। । ବିଜେପିର ଜୁଏଲ ଓରାମ, କଂଗ୍ରେସର ଜର୍ଜ ତିର୍କୀ ଏବଂ ବିଜେଡିର ସୁନୀତା ବିଶ୍ୱାଳ। ଜଣେ ସାଂସଦ, ଜଣେ ବିଧାୟକ ଆଉ … Read More