ବିଜୁ ଯୁବ ବାହିନୀ ସଂଯୋଜକଙ୍କ ଭତ୍ତା ବନ୍ଦ
ନିର୍ବାଚନ ପୂର୍ବରୁ ୨୦୧୮ ମସିହାରେ ରାଜ୍ୟର ୩୦ଟି ଜିଲାରେ ରାଜ୍ୟରେ ଗଠନ ହୋଇଥିବା ବିଜୁ ଯୁବବାହିନୀ ଭୋଟ ପରେ ବନ୍ଦ ହୋଇଯାଇଛି। ଭୋଟ ସରିଲା ପରେ ବିଜୁ ଯୁବବାହିନୀ କାର୍ଯ୍ୟ ଶେଷ ହୋଇଯାଇଛି ବୋଲି ଯେଉଁ ଆଶଙ୍କା ପ୍ରକାଶ ପାଉଥିଲା ତାହା … Read More
ନିର୍ବାଚନ ପୂର୍ବରୁ ୨୦୧୮ ମସିହାରେ ରାଜ୍ୟର ୩୦ଟି ଜିଲାରେ ରାଜ୍ୟରେ ଗଠନ ହୋଇଥିବା ବିଜୁ ଯୁବବାହିନୀ ଭୋଟ ପରେ ବନ୍ଦ ହୋଇଯାଇଛି। ଭୋଟ ସରିଲା ପରେ ବିଜୁ ଯୁବବାହିନୀ କାର୍ଯ୍ୟ ଶେଷ ହୋଇଯାଇଛି ବୋଲି ଯେଉଁ ଆଶଙ୍କା ପ୍ରକାଶ ପାଉଥିଲା ତାହା … Read More
କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରି ଓଡ଼ିଶାର ଭୋଟର ଭାରତୀୟ ଜନତା ପାର୍ଟିକୁ ମୁଖ୍ୟ ବିରୋଧୀଦଳ ଭାବେ କାର୍ଯ୍ୟ କରିବାକୁ ଜନାଦେଶ ଦେଇଛନ୍ତି। ଗତ ୧୦ବର୍ଷ ହେଲା ବିଜେପି କେବଳ ବିରୋଧୀଦଳ ଭୂମିକା ତୁଲାଇ ଆସୁଥିଲା। ମୁଖ୍ୟ ବିରୋଧୀଦଳ ଆସନରେ ଥିଲା କଂଗ୍ରେସ। ଏଥର … Read More
ଦେଶରେ ଏକାସହିତ ଲୋକସଭା ଓ ବିଧାନସଭାର ନିର୍ବାଚନ କରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ଉଦ୍ୟମ ଆରମ୍ଭ କରିଛନ୍ତି ତାହାକୁ ଅନେକ ବିରୋଧୀ ଦଳ ବିରୋଧ କରିଛନ୍ତି। ଏପରିକି ମୁଖ୍ୟ ବିରୋଧୀ ଦଳ କୁହାଯାଉଥିବା କଂଗ୍ରେସ ସମେତ ବିଏସ୍ପି, ଏସ୍ପି, … Read More
ଓଡିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ ବିଜେପିର ଅନ୍ୟ କେନ୍ଦ୍ରୀୟ ନେତାମାନେ ସାଧାରଣ ନିର୍ବାଚନ ସମୟରେ ଯେଭଳି ସମାଲୋଚନା କରୁଥିଲେ ନିର୍ବାଚନ ପରେ … Read More
ଦିନ ଥିଲା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍ଏସ୍)ର ପ୍ରତ୍ୟେକ କଥାକୁ ବେଦଭଳି ବିଜେପି ନେତାମାନେ ମାନିବା ସହିତ ତାହାକୁ ନିଜ ଜୀବନରେ ପ୍ରୟୋଗ କରୁଥିଲେ। ଏବେ ସମୟ ବଦଳିଛି। ସମୟ ସହିତ ଆରଏସ୍ଏସ୍ର ଚିନ୍ତାଧାରା ମଧ୍ୟ ବଦଳିଛି। ଏହି ବଦଳିବା ପ୍ରକ୍ରିୟାରେ … Read More
୧୬ତମ ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରିଛି। ବିଧାନସଭାର ନୂଆ ଅଧିବେଶନ ଆରମ୍ଭ ହୋଇନାହିଁ। କିନ୍ତୁ ହଠାତ ବିଧାନ ପରିଷଦ ଗଠନ ପ୍ରଶ୍ନ ଉପରେ ଆଲୋଚନା ଆରମ୍ଭ ହୋଇଯାଇଛି। କିଏ ଓ କାହିଁକି ବିଧାନପରିଷଦ ଗଠନ … Read More
ରାଜ୍ୟରେ ଗତ କିଛି ବର୍ଷ ହେଲା ବେକାରଙ୍କ ସଂଖ୍ୟା ଉତ୍କଟ ରୂପ ଧାରଣ କରିବାରେ ଲାଗିଛି। ୨୦୧୪ ବେଳକୁ ପଞ୍ଜିକୃତ ବେକାରଙ୍କ ସଂଖ୍ୟା ୧୫ଲକ୍ଷରେ ପହଞ୍ଚିଥିବା ବେଳେ ଏହାକୁ ନେଇ ବେକାରମାନଙ୍କ ପକ୍ଷରୁ ଶାସନତନ୍ତ୍ର ବିରୋଧରେ ସ୍ୱର ଉଠିଥିଲା। ଏହାକୁ ଦୃଷ୍ଟିରେ … Read More
ପାଟକୁରା ଆସନ ପାଇଁ ନିର୍ବାଚନ ତାରିଖ ଏପର୍ଯ୍ୟନ୍ତ ଘୋଷିତ ହୋଇନାହିଁ। କାହିଁକି ନିର୍ବାଚନ କମିଶନ ଏଭଳି ଟାଳଟୁଳ ନୀତି ଗ୍ରହଣ କରିଛନ୍ତି, ତାହା ମଧ୍ୟ ସନ୍ଦେହ ଘେରରେ। ମାତ୍ର ସରକାରଙ୍କ ମନ୍ତ୍ରୀମାନେ ପାଟକୁରାରେ ଟହଲ ମାରୁଛନ୍ତି। ସେମାନଙ୍କ ଭିତରେ ଡେରାବିଶ, ଗରଦପୁର … Read More
ଅନେକ ନିର୍ବାଚନମଣ୍ଡଳୀରେ ଖେଳ ବିଗାଡିଦେଲା ନୋଟା ରାଜ୍ୟରେ ଗତ ନିର୍ବାଚନ ତୁଳନାରେ ନିକଟରେ ଶେଷ ହୋଇଥିବା ସାଧାରଣ ନିର୍ବାଚନ ପାଇଁ ‘ନୋଟା’ (ନନ୍ ଅଫ୍ ଦି ଏବଭ) ମତଦାତାଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଯାହାକି ଚିନ୍ତାର କାରଣ ହୋଇଛି। ଏହି ମତଦାତା … Read More
ଭାରତୀୟ ଜନତାପାର୍ଟି ରବିବାର ଦିନ ବିଧାନସଭା ଏବଂ ଲୋକସଭା ନିର୍ବାଚନରେ ଦଳର ଜୟ ଓ ପରାଜୟର ସମୀକ୍ଷା କରିଛି। ଓଡ଼ିଶାରେ ୧୨୦ ବିଧାନସଭା ଆସନ ଜିତିବା ପାଇଁ ବିଜେପି ନେତାମାନେ ବାରମ୍ୱାର ଆସ୍ପର୍ଦ୍ଧା କରୁଥିଲେ। କିନ୍ତୁ ଏହି ଲକ୍ଷ୍ୟ ପୂରଣରେ ଶୋଚନୀୟ … Read More