ଜମ୍ମୁ-କାଶ୍ମୀର ଭାରତଠାରୁ ଅଧିକ ପାକିସ୍ତାନ ଓ ଚୀନ କବ‍୍‌ଜାରେ

ଭୁବନେଶ୍ୱର,(ଓଟି): ୧୯୪୭ରେ ଭାରତ ଇଂରେଜ ଶାସନରୁ ସ୍ୱାଧୀନ ହେବା ପରଠାରୁ କାଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଚାଲିଆସିଛି। କିନ୍ତୁ ପ୍ରକୃତ ପକ୍ଷରେ ଦେଖିବାକୁ ଗଲେ ଜମ୍ମୁ-କାଶ୍ମୀର ଅଂଶ ଭାରତଠାରୁ ପାକିସ୍ତାନ ଓ ଚୀନ ପାଖରେ ଅଧିକ ରହିଛି। … Read More

ନିଗମ ଆଶାରେ ବିଜେଡି ନେତାଙ୍କ ଆଖିରେ ନିଦ ନାହିଁ

ବଜେଟ ଅଧିବେଶନ ଏବେ ସରିବା ସରିବା ଉପରେ। ବିଧାନସଭାର ଚଳିତ ଅଧିବେଶନ ଭାରି ମାନ୍ଦା ଲାଗୁଛି। କାରଣ ଶାସକ ବିଜୁ ଜନତା ଦଳକୁ ବିଭିନ୍ନ ପ୍ରସଙ୍ଗରେ ବିରୋଧି ବିଜେପି ଓ କଂଗ୍ରେସ ଘେରିବା ପରିବର୍ତ୍ତେ ଅଧିକାଂଶ ସମୟରେ ନିଜ ନିଜ ଭିତରେ … Read More

ଦଳବଦଳ ଇତିହାସ : ୧୯୬୭ରୁ କଂଗ୍ରେସ ଦ୍ୱାରା ଆରମ୍ଭ

ଏବେ ଦେଶର ରାଜନୀତିରେ ଗୋଟିଏ ବଡ଼ ଋତୁ ଆରମ୍ଭ ହୋଇଛି; ତାହା ହେଲା ରାଜନୈତିକ ନେତା, ସାଂସଦ, ବିଧାୟକମାନଙ୍କର ଦଳବଦଳ ଋତୁ। ନିକଟରେ ଗୋଆ, କର୍ଣ୍ଣାଟକ, ଅରୁଣାଞ୍ଚଳପ୍ରଦେଶ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ସାଂସଦ ଓ ବିଧାୟକମାନେ କ୍ଷମତା ଲାଳସା … Read More

ରାଜନୈତିକ ହିଂସାରେ ଓଡ଼ିଶାର ୬୪୩ଜଣଙ୍କର ମୃତ୍ୟୁ

ୟୁପି-ବିହାର-ପଶ୍ଚିମବଙ୍ଗଠାରୁ ରାଜନୈତିକ ହତ୍ୟାରେ ଓଡ଼ିଶା ଆଗୁଆ ରାଜ୍ୟରେ ଆଞ୍ଚଳିକ ଦଳର ପ୍ରଭାବ ବଢ଼ିବା ସହିତ ରାଜନୈତିକ ହତ୍ୟାକାଣ୍ଡ ତାଳ ଦେଇ ବଢ଼ିଚାଲିଛି। ରାଜନୈତିକ ହିଂସା ଯୋଗୁଁ ୧୯୮୯ରୁ ୨୦୧୫ ମଧ୍ୟରେ ଓଡ଼ିଶାରେ ୨୬୪ଟି ରାଜନୈତିକ ହିଂସାକାଣ୍ଡ ଘଟି ୬୪୩ଜଣ ଲୋକଙ୍କର ମୃତ୍ୟୁ … Read More

ଅପରାଧିକ ପ୍ରାର୍ଥୀଙ୍କୁ ୫୦ପ୍ରତିଶତରୁ ଅଧିକ ଭୋଟ

ଭାରତୀୟ ନିର୍ବାଚନ ରାଜନୀତିର ଧାରା ଦିନକୁ ଦିନ ବଦଳିବାରେ ଲାଗିଛି । ପୂର୍ବରୁ କୌଣସି ଅପରାଧିକ ପୃଷ୍ଟଭୂମି ଥିବା ପ୍ରାର୍ଥୀଙ୍କୁ ମତଦାତାମାନେ ପସନ୍ଦ କରୁନଥିଲେ । କିନ୍ତୁ ଏବେ ସମୟ ସହିତ ମତଦାତାଙ୍କ ଚିନ୍ତାଧାରାରେ ବି ପରିବର୍ତ୍ତନ ଆସିଛି । ମତଦାତାମାନେ … Read More

ଦେଶରେ ତ୍ରିଭାଷୀ ଶିକ୍ଷାକୁ ଆରଏସଏସର ବିରୋଧ

ମୋଦି ସରକାରଙ୍କ ପ୍ରସ୍ତାବିତ ଶିକ୍ଷାନୀତିକୁ ଆରଏସଏସ ସମଥିର୍ତ ଭାରତୀୟ ଶିକ୍ଷକ ମଣ୍ଡଳ (ବିଏସଏମ) ସମର୍ଥନ କରିବା ସହିତ ତ୍ରିଭାଷୀ ଶିକ୍ଷାକୁ ବିରୋଧ କରିଛି। ବିଏସଏମର କହିବା ଅନୁସାରେ ତ୍ରିଭାଷୀ ଶିକ୍ଷା ଛାତ୍ରଛାତ୍ରୀମାନଙ୍କର କ୍ଷତି ହେବା ସହିତ ସଂସ୍କୃତ ଶିକ୍ଷାର ବ୍ୟାପକ କ୍ଷତି … Read More

ମୋଦିଙ୍କୁ-ନବୀନଙ୍କର ଏବେ ପ୍ରଶଂସାର କାରଣ କ’ଣ ?

ବେଶୀ ଦୁରକୁ ଯିବା ନାହିଁ। ମାତ୍ର ୫ ମାସ ତଳେ ଯେଉଁ ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡ଼ା ଭାଷାରେ ସମାଲୋଚନା କରିଥିଲେ ସେହି ନବୀନ ଏବେ ପ୍ରଶଂସାରେ ପୋତି ପକାଉଛନ୍ତି। ଏପରିକି ଆଜ୍ଞାବହ ଛାତ୍ରପରି ମୋଦିଙ୍କ ପ୍ରତିଟି କଥାକୁ ମାନି … Read More

ବଜେଟ୍‌ ୨୦୧୯: ନବୀନ କହିଲେ ଦେଶର ବିକାଶ ପାଇଁ ଦୂରଦୃଷ୍ଟି ସମ୍ପନ୍ନ ଯୋଜନା

ଭୁବନେଶ୍ଵର, (ଓଟି): ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ଵାରା ଉପସ୍ଥପେନ କରାଯାଇଥିବା ବଜେଟ୍‌-୨୦୧୯କୁ ଏକ ଦୀର୍ଘକାଳୀନ ବିକାଶ ଲକ୍ଷ୍ୟରେ ପ୍ରସ୍ତୁତ କରାଯାଇଥିବା ଅର୍ଥାତ୍‌ ଦୂର ଦୃଷ୍ଟିସମ୍ପନ୍ନ ଯୋଜନା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଲକ୍ଷ୍ୟଗୁଡ଼ିକୁ ହାସଲ କରିବା ପାଇଁ ଆବଶ୍ୟକ … Read More

ସଂକଳ୍ପ ନେଲେ ପାଟକୁରାବାସୀ: ବିଜୟ ଦେବେ ବିଜୟଙ୍କୁ

ପାଟକୁରାର ନିର୍ବାଚନ ବିଗୁଲ୍ ବାଜିଛି । ଆସନ୍ତା ୨୦ ରେ ନିର୍ବାଚନ ଓ ୨୪ ରେ ଗଣତି ହେବ । ବିଜେଡି ତାର ବିଧାୟକ ଓ ମନ୍ତ୍ରୀ ମାନଙ୍କୁ ପଠାଇ ପ୍ରାୟ ୨୫ ପଞ୍ଚାୟତରେ ବୈଠକ କରି ଅସନ୍ତୁଷ୍ଟ କର୍ମୀ ଓ … Read More

ବିଜେପି ପ୍ରାର୍ଥୀଙ୍କୁ ରାଜ୍ୟସଭା ନିର୍ବାଚନରେ ନବୀନଙ୍କ ସମର୍ଥନ ଅନ୍ତରାଳେ

ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ନବୀନ ପଟ୍ଟନାୟକ ଜୁନ ୯ ତାରିଖରେ ପ୍ରଥମ ଥର ପାଇଁ ଦିଲ୍ଲୀ ଯାଇଥିଲେ। ଜୁନ ୧୦ ତାରିଖରେ ପୂର୍ବତନ ଆଇଏଏସ ଅଫିସର ଅଶ୍ୱିନୀ ବୈଷ୍ଣବ ବିଭିନ୍ନ କମ୍ପାନୀର ନିର୍ର୍େଦ୍ଦଶକ ପଦରୁ … Read More