ବିଜେଡିର ନୂଆ ସାଂଗଠନିକ ପଦାଧିକାରୀ ନିଯୁକ୍ତ, ସଞ୍ଜୟ ଦାସବର୍ମାଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ଵ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଶାସକ ଦଳ ବିଜେଡିରେ ବରିଷ୍ଠ ନେତାଙ୍କୁ ବିଭିନ୍ନ ସାଂଗଠନିକ ପଦପଦବୀରେ ଅଳଂକୃତ କରାଯାଇଛି। ବୁଧବାରଦିନ ଦଳ ପକ୍ଷରୁ ପକାଶିତ ଏକ ଆଦେଶନାମାରେ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମାଙ୍କୁ ପୁଣିଥରେ ମୁଖ୍ୟାଳୟ ସାଧାରଣ ସମ୍ପାଦକ ଦାୟିତ୍ଵ … Read More











