ଶ୍ରୀମନ୍ଦିର ପାଇଁ ୧୦୨ କୋଟି ବଜେଟ୍

ଆଜି ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ତରଫରୁ ବୈଠକ ଡ଼କାଯାଇ ୨୦୧୯-୨୦ମସିହା ପାଇଁ ବଜେଟ୍ ଉପସ୍ଥାପିତ କରାଯାଇଛି । ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ ଆଜି ଏହି ବଜେଟ୍ ଉପସ୍ଥାପିତ କରିଛନ୍ତି । ଏହି ବୈଠକରେ ଗଜପତି ମହାରାଜା ଶ୍ରୀମନ୍ଦିର … Read More

ଆତଙ୍କବାଦୀ ମସୁଦ୍ ଅଜହର ଉପରେ ଫ୍ରାନ୍ସ ନେବ ଆକ୍ସନ୍

ମସୁଦ୍ ଅଜହର ଉପରେ ଫ୍ରାନ୍ସ ପ୍ରତିବନ୍ଧ ଲଗାଇବା ପାଇଁ ନିର୍ଣ୍ଣୟ ନେଇଛନ୍ତି। ଏହାସହ ସେ କହିଛନ୍ତି ଯେ ଆତଙ୍କବାଦ ବିପକ୍ଷରେ ଫ୍ରାନ୍ସ ସବୁ ସମୟରେ ଭାରତ ସହ ରହିଛି। ଫ୍ରାନ୍ସ କହିଛି ଯେ ମସୁଦ୍ ଅଜହରର ସଂପତ୍ତିକୁ ସିଜ୍ କରାଯିବ। ସଂଯୁକ୍ତ … Read More

ଚାଷୀଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ର କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି : ରାହୁଲ

ନିର୍ବାଚନୀ ବିଗୁଲ ବାଜିବା ପରେ ପ୍ରଥମ ଥର ଓଡ଼ିଶା ଗସ୍ତରେ ଆସି ବରଗଡ଼ର ସରସରା ପଡିଆରେ ଜନସଭାକୁ ସମ୍ବୋଧିତ କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ। ବରଗଡରେ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗଦେବା ସହ … Read More

କଂଗ୍ରେସ ଛାଡ଼ିବେ ପ୍ରକାଶ!

ବିଜେଡି ନୁହଁ ବିଜେପିରେ ମିଶି ପାରନ୍ତି ସାଲେପୁର କଂଗ୍ରେସର ବିଧାୟକ ପ୍ରକାଶ ବେହେରା ଦଳରୁ ଇସ୍ତଫା ଦେଇ ବିଜେଡି ନୁହଁ ବିଜେପିରେ ମିଶି ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ପ୍ରକାଶ ବେହେରା ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ କଂଗ୍ରେସରୁ … Read More

କେନ୍ଦ୍ରାପଡ଼ା ବିଧାନସଭା: ବିଜେଡି ଦୁର୍ବଳ ହେଲେ କଂଗ୍ରେସକୁ ଫାଇଦା

ସାଧାରଣ ନିର୍ବାଚନରେ ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ୪ଟି ବିଧାନ ସଭା କ୍ଷେତ୍ରରେ କେଉଁ ଦଳରୁ କିଏ ପ୍ରାର୍ଥୀ ହେବ ସେନେଇ ଆଶା ଆଶଙ୍କା ଲାଗି ରହିଥିବା ବେଳେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ। ଏହି … Read More

ବିଶାଳ ପଟୁଆରରେ ଦାମଙ୍କୁ ସ୍ଵାଗତ କଲା ଓଡ଼ିଶା ବିଜେପି

ଭୁବନେଶ୍ଵର, (ଓଟି): ଅନେକ ସମୟରେ ଦାମ ବାଣରେ ଆଘାତ ହୋଇଥିବା ବିଜେପି ଆଜି ବିଜେଡିରୁ ବିତାଡ଼ିତ ଡା. ଦାମୋଦର ରାଉତଙ୍କୁ ପଟୁଆରରେ ନେଇ ପାଛୋଟି ଆଣିଛି। ବିମାନବନ୍ଦରଠାରୁ ଏହି ପଟୁଆର ବିଜେପି ଅଫିସ ଯାଏ ଆସିଥିଲା। ଶିଶୁଭବନ ଛକଠାରୁ ଜମିଥିବା ମାଇକ୍‌ … Read More

ବିଜୁ ଜନତା ଦଳକୁ ଅଡୁଆ ମହିଳା କୋଟା

ଲୋକସଭାରେ ନିର୍ବାଚନରେ ବିଜେଡ଼ି ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିବା ପାଇଁ ଟିକଟ ଦେବ ବୋଲି କେନ୍ଦ୍ରାପଡ଼ାରେ ମିଶନ ଶକ୍ତି ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଏହି ଘୋଷଣାକୁ ଅନେକ ନବୀନଙ୍କର ରାଜନୈତିକ ମାଷ୍ଟର ଷ୍ଟ୍ରୋକ ବୋଲି କହିଥିଲେ। … Read More

ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ଇସ୍ତଫା

ନୀଳଗିରି ବିଧାୟକ ଇଂ. ସୁକାନ୍ତ ନାୟକ ଆଜି ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି । ସୁକାନ୍ତ ନାୟକ ୨୦୧୪ରେ ଗତ ବିଧାନସଭା ନିର୍ବାଚନରେ ବାଲେଶ୍ୱର ଜିଲ୍ଲାର ନୀଳଗିରିରୁ ବିଜେଡି ଟିକେଟରେ ଲଢ଼ି ନିର୍ବାଚିତ ହୋଇଥିଲେ। ଦଳ ପକ୍ଷରୁ ଅଣଦେଖାର ଶିକାର … Read More

କେନ୍ଦ୍ରାପଡ଼ା ଲୋକସଭା ଆସନ: ବୈଜୟନ୍ତଙ୍କୁ କିଏ କରିବେ ମୁକାବିଲା?

କେନ୍ଦ୍ରାପଡ଼ା ( ପ୍ରଦୀପ କୁମାର ଜେନା): ନିର୍ବାଚନ କମିଶନଙ୍କ ପକ୍ଷରୁ ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ସମଗ୍ର ରାଜ୍ୟ ସମେତ କେନ୍ଦ୍ରାପଡ଼ା ରାଜନୀତିରେ ବେଶ ଉଷ୍ମତା ପରିଲକ୍ଷିତ ହୋଇଛି । ଗୋଟିଏ ପଟେ ବିଜେଡିର ବିଦ୍ରୋହୀ ତଥା ବିତାଡ଼ିତ ପ୍ରତିନିଧି … Read More

ଗୀତା ମାହାତ୍ମ୍ୟ-୧୧: କର୍ମ ମଧ୍ୟରେ ଅକର୍ମ ଓ ଅକର୍ମ ମଧ୍ୟରେ କର୍ମ ଦର୍ଶନ କର

ଜ୍ଞାନଯୋଗ ଉପଦେଶ ଅବସରରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ନିଜର ଦିବ୍ୟ ଅଲୌକିକତା ସମ୍ପର୍କରେ ବୁଝାଇବା ସହ ଅନାସକ୍ତ ଭାବେ ଈଶ୍ୱରଙ୍କଠାରେ ଲୟ ରଖିବାକୁ ପରାମର୍ଶ ଦେଇଛନ୍ତି । ଏହାସହ କର୍ମ ଓ ଅକର୍ମ ବିଷୟରେ ମଧ୍ୟ କହିଛନ୍ତି । ଈଶ୍ୱର (ମୋ) … Read More