ପାରାଦୀପ ନୁହେଁ ବାଲିକୁଦାରୁ ଲଢ଼ିବାକୁ ଦାମ ଆଗ୍ରହୀ

ପୁଅ ପାଇଁ ପାରାଦୀପ ଛାଡିବେ ଦାମ ବରିଷ୍ଠ ନେତା ଡ଼ା. ଦାମୋଦର ରାଉତ ଗୁରୁବାର ଦିନ ବିଜେପିରେ ଯୋଗ ଦେଇ ଆଗାମୀ ନିର୍ବାଚନ ଲଢ଼ିବା ନେଇ ଯେଉଁ ବକ୍ତବ୍ୟ ଦେଇଛନ୍ତି ତାହା ଗୋଟିଏ ଗୁଳିରେ ଦୁଇଟି ଶୀକାର ଭଳି। ଆଉ ପାରାଦ୍ୱୀପ … Read More

ନିର୍ବାଚନକୁ ପ୍ରଭାବିତ କରିବ ୫ଟି ପ୍ରସଙ୍ଗ

ନିର୍ବାଚନ କମିଶନଙ୍କ ଦ୍ୱାରା ୨୦୧୯ ଲୋକସଭା ନିର୍ବାଚନ ତାରିଖ ଘୋଷଣା ପରେ ରାଜନୈତିକ ଦଳମାନେ ଚଳଚଞ୍ଚଳ ହୋଇଉଠିଛନ୍ତି। ଚଳିତ ନିର୍ବାଚନରେ କିଏ ବିଜୟ ମୁକୁଟ ପିନ୍ଧିବ ତାହା ମିଡ଼ିଆ ଓ ସୋସାଲ ମିଡ଼ିଆରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ନିର୍ବାଚନକୁ କେଉଁ … Read More

ସଂସଦୀୟ ନିର୍ବାଚନର ଇତିବୃତ୍ତି

୧୭ଦଶ ଲୋକସଭା ଗଠନ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇସାରିଛି। ନେତାଙ୍କ ଭାଷଣ, ରାଲି ଓ ନିର୍ବାଚନୀ ଗସ୍ତ ଆରମ୍ଭ ହୋଇଗଲାଣି। ଏହାଛଡ଼ା ସାଧାରଣ ଜନତା ମଧ୍ୟ ନିର୍ବାଚନୀ ମୁଡ଼କୁ ଆସିଗଲେଣି। ପୂର୍ବରୁ ସାଧାରଣ ନିର୍ବାଚନ କିପରି ହେଉଥିଲା, ଏଥିପାଇଁ କେତେ … Read More

ବିଜେପିରେ ଯୋଗ ଦେଲେ ଡା. ଦାମୋଦର ରାଉତ

ନୂଆଦିଲ୍ଲୀ,(ଓଟି): ବିଧିବଦ୍ଧଭାବେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିରୁ ବିତାଡ଼ିତ ନେତା ଡା. ଦାମୋଦର ରାଉତ ବିଜେପିରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି। ଏହାସହ ଓଡ଼ିଶା ଓ ବିଜେପି ପାଇଁ ଭଲ … Read More

ନିର୍ବାଚନ ବ୍ୟୟ ରେକର୍ଡ଼ ଭାଙ୍ଗିବ

ବିଶ୍ୱର ଅନ୍ୟତମ ବ୍ୟୟବହୁଳ ନିର୍ବାଚନ ବିଶ୍ୱର ବୃହତ୍ତ ଗଣତନ୍ତ୍ରରେ ହେଉଥିବା ସାଧାରଣ ନିର୍ବାଚନ ହେଉଛି ବିଶ୍ୱର ସବୁଠାରୁ ବ୍ୟୟବହୁଳ ନିର୍ବାଚନ। ଏପ୍ରିଲ ୧୧ ତାରିଖଠାରୁ ଲୋକସଭା ନିର୍ବାଚନ ୬ ସପ୍ତାହ ଅର୍ଥାତ ମେ ୧୯ରେ ଶେଷ ହେବ। ୭ଟି ପର୍ଯ୍ୟାୟରେ ନିର୍ବାଚନ … Read More

ସାଂସଦ ରାମଚନ୍ଦ୍ରଙ୍କ ସମେତ ଟିକଟ ଆଶଙ୍କାରେ ୯ ବିଧାୟକ

ମୟୂରଭଞ୍ଜ ଜିଲ୍ଲାର ସମସ୍ତ ୯ଜଣ ବିଧାୟକ ଶାସକ ବିଜୁ ଜନତା ଦଳର। ଲୋକସଭା ସାଂସଦ ରାମଚନ୍ଦ୍ର ହାଁସଦା ବିଜେଡ଼ିର। ମାତ୍ର ନବଦିଗନ୍ତ ଚିଟ‌୍‍ଫଣ୍ଡ କମ୍ପାନୀର ପ୍ରତିଷ୍ଠାତା ନିର୍ଦ୍ଦେଶକ ଭାବେ ସିବିଆଇ ଦ୍ୱାରା ଗିରଫ ହେବା ପରେ ବିଜେଡ଼ିରୁ ନିଲମ୍ୱିତ ହୋଇଛନ୍ତି। ସୁପ୍ରମିକୋର୍ଟରୁ … Read More

ମହିଳା ପ୍ରାର୍ଥୀ ପାଇଁ ବିଳମ୍ୱ ହେଉଛି କଂଗ୍ରେସ ତାଲିକା

କେଉଁଠି ନା କେଉଁଠି ଅଡ଼ୁଆ ଅଛି କଂଗ୍ରେସରେ। ଗତ ଅଗଷ୍ଟରୁ ସମସ୍ତେ ଶୁଣି ଆସୁଛନ୍ତି ଯେ, କଂଗ୍ରେସର ପ୍ରାର୍ଥୀ ତାଲିକା ଆଗୁଆ ଘୋଷଣା ହେବ। ନିର୍ବାଚନର ୬ମା ପୂର୍ବରୁ ୫୦ ଭାଗ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି କହିଥିଲା କଂଗ୍ରେସ। … Read More

ମୋଦୀଙ୍କୁ ନେଇ ସଟ୍ଟା ବଜାର ଉତ୍ସାହିତ

ନିର୍ବାଚନ ତାରିଖ ଘୋଷଣା ପରେ ପରେ ରାଜନୈତିକ ଦଳମାନେ ଚଳଚଞ୍ଚଳ ହୁଅନ୍ତି। ନିର୍ବାଚନୀ ଖବର ଦେବା ସକାଶେ ମିଡିଆ ବି ଚଳଚଞ୍ଚଳ ମଧ୍ୟ ହୋଇଯାଏ। ତାରିଖ ଘୋଷଣା ପରେ ପରେ ଜନମତ ସର୍ଭେ ଆସିବା ଏକ ପରମ୍ପରା ହୋଇସାରିଛି। ତେଣୁ ରବିବାର … Read More

ପୁଣି ବିଜେପିରୁ ଡ଼କରା ଆସୁଛି : ବିଜୟ

ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟ ରାଜନୀତି ସେତିକ ରୋଚକ ହେବାରେ ଲାଗିଛି। କିଛିଦିନ ତଳେ ଯେଉଁ ନେତାମାନଙ୍କୁ ବିଜେପି ଅଣଦେଖା କରୁଥିଲା ଏବେ ସେମାନଙ୍କ ଦୁଆରେ ଅଧିଆ ପଡ଼ିଥିବା ଆଲୋଚନ ହେଉଛି। ବିଜେପିରେ କୋଣଠେସା ହେବା ପରେ ଇସ୍ତଫା ଦେଇଥିବା … Read More

ଅଙ୍କ ଛିଡ଼ୁନି; ପୁଣି ଦାମଙ୍କ ଦିଲ୍ଲୀ ଯାତ୍ରା

ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ଏବେ ନେଇ ଚର୍ଚ୍ଚା ଜୋର ଧରିଛି। ଏବେ ସେ ପଦ୍ମ ଧରିବେ ବୋଲି ଜୋର ଚର୍ଚ୍ଚା। ଗତ ସପ୍ତାହରେ ଦିଲ୍ଲୀ ଯାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରିବା ପରେ ସେ ବିଜେପିରେ ଯୋଗ … Read More