ରାଜସ୍ଥାନ ସଟ୍ଟା ବଜାରରେ ବିଜେପିକୁ ୨୫୦ ଓ ଏନଡ଼ିଏକୁ ୩୦୦ ଆସନ

ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନର ସଟ୍ଟା ବଜାରରେ ଆଗାମୀ ସରକାର କାହାର ହେବ ବୋଲି ବାଜି ଲାଗିିଛି। ବିଶେଷକରି ଏନଡିଏ ଉପରେ ବାଜି ଲାଗିଥିବା କୁହାଯାଉଛି। ସଟ୍ଟା ବଜାରର ଆକଳନ ଅନୁଯାୟୀ ବାଲାକୋଟ୍‌ର ବିମାନ ଆକ୍ରମଣପରେ ଭୋଟରମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ … Read More

ପାରଳାଖେମୁଣ୍ଡିରୁ ନକଲି ଟଙ୍କା ଛପା ଯନ୍ତ୍ର ସହ ଅଢ଼େଇ ଲକ୍ଷ ଟଙ୍କା ଜବତ

ନିର୍ବାଚନରେ ନକଲି ନୋଟ ବ୍ୟବହାର ନେଇ ଚାଲିଥିଲା ଯୋଜନା!  ପାରଳାଖେମୁଣ୍ଡି ନିକଟସ୍ଥ ଏକ ଭଡ଼ା ଘରୁ ସୋମବାର ପୁଲିସ ଏକ ନକଲି ଟଙ୍କା ଛପା ଯନ୍ତ୍ର ସହ ଅଢ଼େଇ ଲକ୍ଷ ଟଙ୍କା ଜବତ କରିଛି। ଏ ସମ୍ପର୍କରେ ପୁଲିସକୁ ବିଶେଷ ସୂତ୍ରରୁ … Read More

ହିଞ୍ଜିଳି ସହ ବିଜେପୁରରୁ ଲଢ଼ିବେ ନବୀନ

ଭୁବନେଶ୍ଵର, (ଓଟି): ନିଜ ପୁରୁଣା ନିର୍ବାଚନ ମଣ୍ଡଳୀ ସହ ବିଜେପୁରରୁ ପ୍ରାର୍ଥୀ ହେବେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପଶ୍ଚିମାଞ୍ଚଳ ନେତାଙ୍କ ଅନୁରୋଧକୁ ରକ୍ଷା କରି ନବୀନ ଏହି ନିଷ୍ପତ୍ତି ନେଇଥିବା ଘୋଷଣା କରିଛନ୍ତି। ଅର୍ଥାତ୍‌ ୨୦୧୯ ବିଧାନସଭା … Read More

ପ୍ରଥମ ପର୍ଯ୍ୟାୟ ବିଜେଡି ତାଲିକା ଘୋଷଣା

ରାଜ୍ୟର ସର୍ବବୃହତ୍‌ ଦଳ ତଥା ଶଶସକ ବିଜେଡି ପକ୍ଷରୁ ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏଥିରେ ୯ଟି ଲୋକସଭା ଆସନ ପାଇଁ ୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା ସହ ଏହି ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୫୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ କିଏ ହେବେ ତାହା ଘୋଷଣା କରାଯାଇଛି।

କିଶୋର ତରାଇ ଏବେ ବିଜେପି ମୁହାଁ!

କେନ୍ଦ୍ରାପଡ଼ା, (ପ୍ରଦୀପ କୁମାର ଜେନା): ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି କେନ୍ଦ୍ରାପଡ଼ା ବିଜେଡି ରାଜନୀତି ସେତିକି ସରଗରମ ହେବାରେ ଲାଗିଛି । ଆଗାମୀ ନିର୍ବାଚନରେ କେନ୍ଦ୍ରାପଡ଼ା ବିଧାନସଭା କ୍ଷେତ୍ରରୁ କିଏ ବିଜେଡି ପ୍ରାର୍ଥୀ ହେବ ସେ ନେଇ ସାଧାରଣ ଲୋକଙ୍କଠାରୁ … Read More

ଗୁଣୁପୁର ବିଧାୟକଙ୍କ ବିଜେଡିରୁ ଇସ୍ତଫା

ଭୁବନେଶ୍ଵର, (ଓଟି): ଗଲା ନିର୍ବାଚନର ଅବ୍ୟବହିତ ପୂର୍ବରୁ ଅର୍ଥାତ୍‌ ୨୦୧୪ ମସିହାରେ ବିଜେଡିରେ ଯୋଗ ଦେଇ ଗୁଣୁପୁର ବିଧାୟକ ପାଲଟିଥିବା ତ୍ରିନାଥ ଗମାଙ୍ଗ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ଆବଶ୍ୟକ ଇସ୍ତଫାପତ୍ର ପଠାଇଛନ୍ତି। … Read More

ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି

ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ସହିତ ୨୮ଟି ବିଧାନସଭା ଆସନ ପାଇଁ ରିଟର୍ଣ୍ଣିଂ ଅଫିସର ତଥା ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ବିଜ୍ଞପ୍ତି ପ୍ରକାଶ କରିବେ। ଏହାସହିତ ସୋମବାରଠାରୁ ଆସନ୍ତା ୨୫ … Read More

ପରଲୋକରେ ପାରିକର୍‌

ଗତ ଏକ ବର୍ଷ ଧରି ପାନ୍‌କ୍ରିଆଟିକ୍ ଜନିତ ସମସ୍ୟା କାରଣରୁ ଜୀବନ ସହିତ ଲଢ଼େଇ କରି ଆସିଥିବା ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା।  ଉରି ଆତଙ୍କୀ ହମ୍‌ଲା ପରେ ପ୍ରତିଶୋଧରେ … Read More

ଗାଜିଆବାଦରୁ ଏସପି ପ୍ରାର୍ଥୀ ହେବେ ସଞ୍ଜୟ ଦତ୍ତ

ବଲିଉଡ ଅଭିନେତା ତଥା ସମାଜବାଦୀ ପାର୍ଟିର ମହାସଚିବ ସଞ୍ଜୟ ଦତ୍ତ ଚଳିତ ନିର୍ବାଚନରେ ପ୍ରାର୍ଥୀ ହେବାକୁ ଯାଉଛନ୍ତି। ସେ ଏସପି ଟିକଟରେ ଏସପି-ବିଏସପି ମେଣ୍ଟ ପକ୍ଷରୁ ଉତ୍ତରପ୍ରଦେଶରୁ ଗାଜିଆବାଦରୁ ପ୍ରାର୍ଥୀ ହେବେ ବୋଲି ଆଲୋଚନା ହେଉଛି। ଏହା ପୂର୍ବରୁ ୨୦୦୯ରେ ସଞ୍ଜୟ … Read More

ତାରା ଦେବୀଙ୍କ ଶରଣରେ ବିଧାୟକ!

ନିର୍ବାଚନ ବିଗୁଲ ବାଜିବା ପରେ ଟିକଟ ଆଶାୟୀଙ୍କ ଛାତି ଧଡ ଧଡ। ସବୁ ଦଳରେ ଆଶାୟୀ ନେତାଙ୍କ ମନରେ ଛନକା ପଶିଛି। ଅନେକ ନେତା ଟିକଟ ମିଳିବ ନା କଟିଯିବ ଏହାକୁ ନେଇ ଆଶଙ୍କାରେ ଅଛନ୍ତି। ସବୁଠୁ ଅଧିକ ଶାସକ ଦଳ … Read More